ACFO Somya ଙ୍କ ମା’ ଖୋଲିଲେ ବିଦ୍ୟାଙ୍କର ଏହି ସାଂଘାତିକ ରହସ୍ୟ, କଣ ଅଟେ ଏହି ନାଲି ପୁଟୁଳା ରହସ୍ୟ ? କଣ କହୁଛନ୍ତି ସୋମ୍ୟଙ୍କ ମା’, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ହସ୍ପିଟାଲରେ ବିଦ୍ୟାଭାରତି ଙ୍କ ହାତରେ ଥିବା ନାଲି ପୁଟୁଳା କୁ ନେଇ ଅ-ଭି-ଯୋ-ଗ ଆଣିଲେ ସୌମ୍ୟ ଙ୍କ ବାପା ମାଆ । ସେଥିରେ ଥିଲା ଟଙ୍କା, ସୁନା ଏବଂ ୨ଟା ମୋବାଇଲ । ଯାହାକୁ ବିଦ୍ୟା ଦେଇଥିଲେ ନିଜ ମାଆଙ୍କ ହାତକୁ ଏବଂ କହିଥିଲେ ୟାକୁ ଖୋଜୁ ଖୋଜୁ ଡେରି ହୋଇଗଲା ।

ସେପଟେ ତାଙ୍କ ମାଆ କହୁଛନ୍ତି ମୋ ପୁଅ କିଛି କହିବାକୁ ଚାହୁଁଥିଲା କିନ୍ତୁ କହି ପାରିଲା ନାହିଁ । ଖାଲି ମୋତେ ଚାହିଁ ଟୋପାଏ ଲୁହ ଗଡେଇଦେଲା । ତେବେ ସୌମ୍ୟ ଙ୍କ ମାଆ ଙ୍କ ଅନୁସାରେ ଯେଉଁ ଦିନ ତାକୁ ନେଇକି ଆସିଲେ ଏବଂ ମୁଁ ତାକୁ ଦେଖିଲି ସେତେବେଳେ ସେ ମୋତେ କିଛି କହିବାକୁ ଚାହୁଁଥିଲା ପାଟି ଖୋଲିବାକୁ ଚେଷ୍ଟା କରୁଥିଲା କିନ୍ତୁ ଖୋଲି ପାରିଲା ନାହିଁ ଖାଲି ମୋତେ ଅନେଇ ଲୁହ ଟୋପାଏ ଗଡେଇ ଦେଲା ।

ତା ମାମୁଁ ଙ୍କ ହାତକୁ ନେଇ ନିଜ ଛାତି ଉପରେ ରଖିଲା ଏହା ପରେ ବିଦ୍ୟା ବାହାରି ଆସି ତା ମାଆ ଙ୍କୁ ବ୍ୟାଗ ଦେଉଛି ଏବଂ କହୁଛି ଏହାକୁ ଖୋଜୁ ଖୋଜୁ ଡେରି ହୋଇଗଲା ନେ ଏଥିରେ ସୁନା,ଟଙ୍କା ଅଛି ଏବଂ ତାଙ୍କ ମାଆ ବାସ କଣ କଲୁ, ଏତିକି କହିବାର ଶୁଣିଛନ୍ତି ସୌମ୍ୟ ଙ୍କ ମାଆ । ନିଜ ପୁଅ କୁ ମୃ-ତ୍ୟୁ ଶ-ଯ୍ୟା ରେ ଶୋଇଥିବା ବେଳେ ବୋହୂ ସେପଟେ ନିଜ ମାଆ ଙ୍କୁ ସୁନା ଗହଣା ପଇସା ଦେଉଛି ଏବଂ ଏହି ବ୍ୟାଗ କୁ ନେଇ ଏବେ ସୌମ୍ୟ ଙ୍କ ପରିବାର ବିଦ୍ୟା ଭାରତୀ ଙ୍କ ନାମ ରେ ଅ-ଭି-ଯୋ-ଗ କରିଛନ୍ତି ।

ତେବେ କେବଳ ସୌମ୍ୟ ଙ୍କ ପରିବାର ଲୋକେ ନୁହେଁ ବରଂ ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି ଙ୍କ କହିବା ଅନୁସାରେ ମଧ୍ୟ ବିଦ୍ୟା ଭାରତୀ ଅଧା ରାସ୍ତା ରେ ଓଲ୍ହାଇ ଘର ଭିତରକୁ ଯାଇଥିଲେ ମୋବାଇଲ ଏବଂ ଟଙ୍କା ଆଣିବାକୁ । ତେବେ ସୌମ୍ୟ ଙ୍କ ମାଆ ଏବଂ ଏସଡିପିଓ ଙ୍କ ବ୍ୟତୀତ ସୌମ୍ୟ ଙ୍କ ବାପା ମଧ୍ୟ ନିଜ ବୋହୂ ବିଦ୍ୟା ଙ୍କ ନାମ ରେ ସମାନ ଅ-ଭି-ଯୋ-ଗ ଆଣିଛନ୍ତି ।

ତାଙ୍କର କହିବା ଅନୁଯାୟୀ ବୋହୂ ଏକ ନାଲି ପୁଟୁଳି ଧରି ଏବଂ ସେଥିରେ କିଛି ଜିନିଷ ଆଣି ନିଜ ମାଆ ଙ୍କୁ ଧରାଇ ଥିଲେ । ଏହା ଛଡା ସେ କହିଛନ୍ତି କି ପ୍ରଥମେ ସୌମ୍ୟ ଙ୍କୁ ଏସସିବି ମେଡ଼ିକାଲ ନିଆଯାଇଥିଲା କିନ୍ତୁ ସେଠାରେ ବିଳମ୍ବ ହେବାରୁ ପରେ ଆମ୍ବୁଲାନ୍ସ ଯୋଗେ ଅଶ୍ୱିନୀ ହସ୍ପିଟାଲ କୁ ନିଆଯାଇଥିଲା କିନ୍ତୁ ଆଇ ସି ୟୁ ଭିତରକୁ ନେବା ବେଳେ ହିଁ ତାଙ୍କ ପୁଅ ଙ୍କ ମୃ-ତ୍ୟୁ ହୋଇ ଯାଇଥିଲା ।

ସେହି ସମୟରେ ସେଠାରେ ବିଦ୍ୟା ଏବଂ ତାଙ୍କ ବାପା ମାଆ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ମାନବୀକତା ହିସାବରେ କେହି ବି ମୋତେ ସମ୍ବେଦନା ଜଣାଇ ନଥିଲେ ଏବଂ ପୋ-ଷ୍ଟ-ମ-ଟ-ମ କରାଇବାକୁ ଗଲୁ ଯେତେବେଳେ ସେମାନେ ସବୁ ଘରକୁ ପଳାଇଲେ । ତେବେ ସ୍ୱାମୀ ମୃ-ତ୍ୟୁ ଯ-ନ୍ତ୍ର-ଣା ରେ ଶୋଇ ଛ-ଟ-ପ-ଟ ହେଉଥିବା ବେଳେ ସ୍ତ୍ରୀ ର ଟଙ୍କା ଏବଂ ମୋବାଇଲ ଚିନ୍ତା କଥା ଶୁଣିବାକୁ ମଧ୍ୟ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ।

ତେବେ ସୌମ୍ୟ ଙ୍କ ପରିବାର ଲୋକଙ୍କ ଅ-ଭି-ଯୋ-ଗ ବିଦ୍ୟା ଭା-ର-ତୀ ଙ୍କ ସ-ନ୍ଦେ-ହ ପୂର୍ଣ୍ଣ ଗତି ବିଧି ଏବଂ ଏହି ନାଲି ପୁଟୁଳି ଟି ସୌମ୍ୟ ଙ୍କ ମୃ-ତ୍ୟୁ ରହସ୍ୟ କୁ ଆହୁରି ଜ-ଟି-ଳ କରି ଦେବା ସହ ବିଦ୍ୟା ଙ୍କୁ ସ-ନ୍ଦେ-ହ ଘେର ରେ ମଧ୍ୟ ନେଇ ଆସୁଛି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ