ସୋମବାରକୁ ଏହି ସବୁ ଭୁଲ କରୁଛନ୍ତି କି ! ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରନ୍ତୁ, ନଚେତ ପ୍ରଳୟ ମାଡି ଆସିବ…Astrology

ବନ୍ଧୁଗଣ ସପ୍ତାହକ ସାତ ବାର ହୋଇଥାଏ । ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର । ତେବେ ଏହା ଥିଲା ସପ୍ତାହର ସାତ ବାରର ନାମ । ତେବେ ବନ୍ଧୁଗଣ ପ୍ରତ୍ଯେକଟି ବାରର ସମ୍ବଦ୍ଧ କୌଣସି ନା କୌଣସି ଦେବାଦେବୀଙ୍କ ସହ ରହିଥାଏ । ଯେଉଁ ବାର ଯେଉଁ ଦେବାଦେବୀଙ୍କ ସହ ଜଡିତ ରହିଥାଏ । ସେହି ବାରରେ ସେହି ଦେବାଦେବୀଙ୍କ ପ୍ରଭାବ ଖୁବ ଅଧିକ ରହିଥାଏ । ଏହି ଯେପରି ସପ୍ତାହର ସୋମବାରକୁ ଭଗବାନ ଭୋଳାନାଥଙ୍କର ବାର ବୋଲି କୁହାଯାଇଥାଏ । ତେବେ ଏହି ସୋମବାରରେ ଲୋକ ମାନଙ୍କୁ କେଉଁ ସବୁ କାର୍ଯ୍ୟ କରିବା ଉଚିତ ଓ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ ଚାଲନ୍ତୁ ସେହି ବିଷୟରେ ଏଠାରେ ଭଲ ଭାବେ ଜାଣିବା ।

1- ସୋମବାର ଦିନ ପ୍ରଭୁ ଶିବଙ୍କର ମନ୍ଦିରକୁ ଯାଇ ସେଠାରେ ପ୍ରଭୁଙ୍କୁ ଜଳ କିମ୍ବା କ୍ଷୀର ଅର୍ପଣ କରିବା ସହ ତାଙ୍କ ଉପରେ ବେଲପତ୍ର ମଧ୍ୟ ଚଢାନ୍ତୁ । କାରଣ ସୋମବାରକୁ ଏହି କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ପ୍ରଭୁ ଭୋଳାନାଥ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି ।

2- ପ୍ରଭୁ ଭୋଳାନାଥଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ ହୋଇଥାଏ । ସେଥିପାଇଁ ଧଳା ରଙ୍ଗର ଫୁଲ, କ୍ଷୀର ଆଦି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ବହୁତ ପୂଣ୍ୟଫଳ ମିଳିଥାଏ । ଏଥିସହ ଧଳା ରଙ୍ଗର ପ୍ରସାଦ ପ୍ରଭୁଙ୍କ ପାଖରେ ଭୋଗ ଲଗାଇ ନିଜେ ମଧ୍ୟ ଧଳା ରଙ୍ଗର ପ୍ରସାଦ ସେବନ କରନ୍ତୁ । ସୋମବାର ଦିନ ଧଳା ରଙ୍ଗର ବସ୍ତ୍ର ପିନ୍ଧିବାକୁ ବହୁତ ଶୁଭ ମାନାଯାଇଥାଏ ।

3- ସୋମବାର ଦିନ କୌଣସି କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ନିଜ ଚେହେରାକୁ ଆଇନାରେ ନିହାତି ଦେଖିକି ଯାଆନ୍ତୁ । କାରଣ ଏଭଳି କରିକି ଯିବା ଦ୍ଵାରା ସେହି ଲୋକର କାର୍ଯ୍ୟରେ କୌଣସି ବାଧାବିଘ୍ନ ଆସିନଥାଏ ।

 

ତେବେ ସୋମବାର ଦିନ କେଉଁ ସବୁ କାର୍ଯ୍ୟ କରିବା ଦ୍ଵାରା ପ୍ରଭୁ ଶିବଶଙ୍କରର ପ୍ରସନ୍ନ ହୋଇଥାନ୍ତି । ସେହି ବିଷୟରେ ତ ଆମେ ଆଲୋଚନା କରିଲେ । ତେବେ ସୋମବାର ଦିନ ବ୍ୟକ୍ତିକୁ କେଉଁ ସବୁ କାର୍ଯ୍ୟ କରିବା ଉଚିତ ହୋଇନଥାଏ । ସେହି ବିଷୟରେ ମଧ୍ୟ ଚାଲନ୍ତୁ ଏଠାରେ ଜାଣିବା ।

4- ସୋମବାର ଦିନ ଆମିଷ ଭୋଜନ ନକରି ସାତ୍ଵିକ ଭୋଜନ ଖାଆନ୍ତୁ । ମହିଳା ମାନେ ଏହି ଦିନ ନିଜର ମୁଣ୍ଡର ଚୁଟି ସଫା କରନ୍ତୁ ନାହିଁ । ସୋମବାର ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ବିଶେଷ କରି କଳା ରଙ୍ଗର ପୋଷାକ ପିନ୍ଧି ଶିବ ମନ୍ଦିର ଜମାରୁ ମଧ୍ୟ ଯାଆନ୍ତୁ ନାହିଁ ।

ପୋଷ୍ଟଟି ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ସବୁ ପଢିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରିଦିଅନ୍ତୁ । ଧନ୍ୟବାଦ