ଶୋଇବା ବେଳେ 2 ଟି ପତ୍ର ଚୋବାନ୍ତୁ, ଦେଖିବେ ଭୟଙ୍କର ନିଦ ମାଡି ଆସିବ- Home remedies

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନିଦ୍ରା ଏକ ନିଦ୍ରା ସମ୍ବଧିତ ସମସ୍ଯା ଅଟେ । ତେବେ ରାତିରେ ଠିକ ଭାବେ ଶୋଇବା ଦ୍ଵାରା ଆମକୁ ସକାଳୁ ସତେଜ ଲାଗିଥାଏ । ଏହା ସହ ସମସ୍ତ କାମରେ ମଧ୍ୟ ମନ ଲାଗିଥାଏ । ହେଲେ ଯଦି ଆମେ ରାତିରେ ଠିକ ଭାବେ ନଶୋଇଥାଉ । ତେବେ ସକାଳୁ ସକାଳୁ ଆମ ନିଦ ଭଲ ଭାବେ ଭାଙ୍ଗି ନଥାଏ । ଏହା ସହ ଦିନ ସାରା କୌଣସି କାମରେ ମନ ଲାଗିନଥାଏ । ଏହା ସହ ଦିନ ସାରା ଖାଲି ନିଦ ମାଡି ଆସିଲା ଭଳି ମଧ୍ୟ ଲାଗିଥାଏ ।

ତେବେ ରାତିରେ ଭଲ ନିଦ ଆସିବା ପାଇଁ ଆଜିର ଏହି ଉପଚାରଟିକୁ ନିହାତି ଭାବେ କରି ଦେଖନ୍ତୁ । ପ୍ରାୟତଃ ମାନସିକ ଅଶାନ୍ତି କାରଣରୁ ଆମକୁ ନିଦ ଆସିନଥାଏ । ଏହି ଉପଚାର କରିବା ପାଇଁ ଆପଣ ଏକ ବାଇଗଣ ଓ ମହୁର ଆବଶ୍ୟକତା ପଡିବ । ତେବେ ଆପଣ ଗୋଟିଏ ବାଇଗଣକୁ ଆଣି ତାହାକୁ ପୋଡି ଦେଇ ତାହାର ଉପର ଚୋପାକୁ ଭଲ ଭାବରେ ଛଢାଇ ଦିଅନ୍ତୁ । ତାପରେ ସେହି ବାଇଗଣକୁ ଆପଣ ହାତ ସାହାଜ୍ଯରେ ଚକଟି ଦିଅନ୍ତୁ ।

ତେବେ ଚକଟା ବାଇଗଣରେ ଏକ ଚାମଚ ମହୁ ମିଶାଇ ତାହାକୁ ଆଉ ଟିକେ ଗୋଳାଇ ଦିଅନ୍ତୁ । ତେବେ ଏହି ପ୍ରସ୍ତୁତ କରିଥିବା ରେମିଡିର ଆପଣ ସେବନ କରନ୍ତୁ । ଦିତୀୟ ଉପାୟଟି ହେଉଛି । ଆପଣ ଏକ ପିଆଜକୁ ଆଣି ତାହାର ଚୋପା ଛଡାଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ସେଥିରୁ ୧ ଚାମଚର ପିଆଜର ରସ ବାହାର କରି ସେଥିରେ ସ୍ଵାଦ ଅନୁସାରେ ୧ କିମ୍ବା ୨ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ ।

ତୃତୀୟ ଉପଚାରଟି ହେଉଛି ସଦାବିହାରୀ ପତ୍ରର ସେବନ । ଆପଣ ଶୋଇବା ପୂର୍ବରୁ ୪ ରୁ ୫ ଟି ସଦା ବିହାରୀ ପତ୍ରକୁ ତୋଳି ତାହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ସେହି ପତ୍ରକୁ ଆପଣ ସେହିପରି ଖାଲି ଚୋବାଇ ଚୋବାଇ ଖାଇ ଦିଅନ୍ତୁ । ତେବେ ଏହି ୩ ଟି ଉପାୟ ମଧ୍ୟରୁ ଆପଣଙ୍କୁ ଯେଉଁ ଉପାୟଟି ଅଧିକ ଆକର୍ଷଣୀୟ ଲାଗୁଥାଏ ।

ଆପଣ ସେହି ରେମିଡି କରି ଶୋଇବା ପୂର୍ବରୁ ତାହାର ସେବନ କରନ୍ତୁ । ଦେଖିବେ ଆପଣଙ୍କୁ କୁମ୍ଭକର୍ଣ୍ଣ ଭଳି ନିଦ ଆସିଯିବ । ଏହା ସହ ରାତିରେ ମଧ୍ୟ ବାରମ୍ବାର ନିଦ ଭାଙ୍ଗିବ ନାହିଁ । ଏହା ସହ ଆପଣଙ୍କର ଶୋଇବା ଘରକୁ ଶୋଇବା ସମୟରେ ଶାନ୍ତ ପରିବେଶ କରି ରଖନ୍ତୁ ।

ଯେପରି ବେଡ୍ ରେ ପଡୁ ପଡୁ ହିଁ ଆପଣଙ୍କୁ ନିଦ ମାଡି ଆସିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ