ମୋ ସାହାଯ୍ୟ ପାଇଁ ଲୋକେ ମୋତେ ବହୁତ କଥା ଶୁଣେଇଲେ, ହେଲେ ପ୍ରଧାନମନ୍ତ୍ରୀଙ୍କ କେଇ ପଦ କଥା ମୋତେ ଲଢିବାକୁ ସାହାରା ଦେଇଛି

ଗାଡିରେ ଶବ ଲଡିବାକୁ ନେଇ ମୁଁ ଅନେକ କଥା ଶୁଣିଲି । କିନ୍ତୁ ପ୍ରଧାନମନ୍ତ୍ରୀ ଙ୍କ ସେଇ କେତେ ପଦ କଥା ମୋତେ ସାହାରା ଦେଇଛି । ସେହି ସମୟରେ ମନୋବଳ ବଢାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏ ହେଉଛନ୍ତି ସେହି ଯୁବକ ଯିଏ କି ସେଦିନ ଟ୍ରେନ ଦୁର୍ଘଟଣା ପରେ ଶବ ଗୁଡିକ ଟାଟା ଏସି ରେ ଭର୍ତ୍ତି କରୁଥିଲେ । ଗଦା ଗଦା ଶବ କୁ ନିଜ ହାତରେ ଲୋଡ କରିଛନ୍ତି ଏହି ଯୁବକ ଜଣଙ୍କ । ଯାହାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

କିନ୍ତୁ ତା ପରେ ଅନେକ କିଛି ସମାଲୋଚନା ଏହି ଯୁବକ ଙ୍କୁ ନେଇ ହୋଇଥିଲା । କୁହା ଯାଇଥିଲା କି 10 ହଜାର ବର୍ଷର ଭାରତୀୟ ପରମ୍ପରା କୁ ବାହାନଗା ଦୁର୍ଘଟଣାରେ ଭଙ୍ଗା ଯାଇଛି । ଶବ ଗୁଡିକୁ ଅସମ୍ମାନିତ କରା ଯାଇଛି । ଯାହାକୁ ଦେଖିଲେ ଦୟା ଲାଗୁଛି । ଯାହା ପରେ ମୁହଁ ତୋଡ ଜବାବ ଦେଇଥିଲେ ପ୍ରଧାନ ମନ୍ତ୍ରୀ ମୋଦୀ । ଏ ହେଉଛନ୍ତି ନିଳଗିରି ସହର ଉପଖଣ୍ଡ ଅଞ୍ଚଳର ସୁଧାଂଶୁ ରଞ୍ଜନ ମହାପାତ୍ର । ଯିଏ କି କରମଣ୍ଡଳ ଦୁର୍ଘଟଣା ସମୟରେ ଶତାଧିକ ଶବ କୁ ଗାଡିରେ ରଖିକି ନିର୍ଧାରିତ ସ୍ଥାନକୁ ନେଇଥିଲେ ।

ଗାଡିରେ ନେବା ସମୟରେ ଯାହାଙ୍କର ଭିଡିଓ ଓ ଫୋଟୋ ସୋସିଆଲ ମିଡିଆ ଓ ଟ୍ଵିଟର ମାଧ୍ୟମରେ ତାଙ୍କୁ ବହୁତ ସମାଲୋଚନା ର ଶିକାର ହେବାକୁ ପଡିଥିଲା । କିଛି ଲୋକ ବାସ୍ତବ ରେ ଏହାକୁ ସମର୍ଥନ କରିଥିଲେ । କିନ୍ତୁ ସମାଲୋଚନା ବି ବହୁତ ବଢି ଯାଇଥିଲା । ଏହା ପରେ ସମାଲୋଚନା କରିଥିବା କିଛି ବ୍ୟକ୍ତି ଙ୍କ ଟ୍ବିଟ ରେ ପ୍ରଧାନ ମନ୍ତ୍ରୀ ଙ୍କର ଋ-ଟ୍ବିଟ ତାଙ୍କ ମନୋବଳ ବଢାଇ ଥିଲା ବୋଲି ସେ କହିଛନ୍ତି ।

ଯେଉଁ ମାନେ ଟ୍ଵିଟର ରେ ସମାଲୋଚନା କରିଥିଲେ ସେମାନଙ୍କୁ ମୁହଁ ତୋଡ ଜବାବ ଦେଇ ମୋଦୀ କହିଥିଲେ କି ଏ ଶବ୍ଦ ମୋ ଦୁଃଖ କୁ କାବୁ କରି ପାରିବା ନାହିଁ । ସେହି ସମୟରେ ସାହାର୍ଯ୍ୟ କରିଥିବା ପ୍ରତି ଟି ବ୍ୟକ୍ତି ଙ୍କୁ ମୁଁ ପ୍ରଶଂସା କରୁଛି । ସୁଧାଂଶୁ କହିଛନ୍ତି ଯେ ସମାଲୋଚନା କରିବା ପୂର୍ବରୁ ସେହି ସମୟରେ ସ୍ଥିତି କଣ ଥିଲା ତାକୁ ଜାଣି ନେବା ଉଚିତ । ଆମକୁ ଏ ସମୟ ଓ ସ୍ଥିତି ହିନ ବାଧ୍ୟ କରିଥିଲା ସହଯୋଗ ବଢାଇଥିବା ଲୋକଙ୍କ ତୁଳନାରେ ଶବ ର ସଂଖ୍ୟା ଅଧିକ ଥିଲା ।

ଶବ କୁ ସମ୍ମାନ ଦେବାକୁ ସେ ସମୟ ଠିକ ନ ଥିଲା । ଯେତିକି ସମୟ ସମ୍ମାନ ଦେବାରେ ଯାଇଥାନ୍ତା ଏହି ସମୟ ହୁଏ ତ କାହାକୁ ବଞ୍ଚାଇ ପରିବାର ପାଖକୁ ପହଞ୍ଚାଇ ହୋଇଥାନ୍ତା । ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଯୁବକ ଜଣକ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।