ବାହାନଗା ସ୍କୁଲରେ ରହିଥିଲା ଶବ, ସେଥିପାଇଁ ଏବେ ଶବ କାନ୍ଦୁଛନ୍ତି, ଏମିତି କିଛି ଅଜବ ବୟାନ ଦେଇଛନ୍ତି ବାହାନଗା ୱାଚମ୍ୟାନ

ମୋତେ ଭୟ ଲାଗୁଛି । ଏଠି ରାତି ହେଲା ମାତ୍ରେ କାନ୍ଦ ର ଶବ୍ଦ ସୁଭୁଛି । ମୁଁ କୁଆଡେ ବି ଯାଇପାରୁ ନାହିଁ । ଆଡଯଷ୍ଟ କରୁଛି କାରଣ ମୁଁ ଏଠାରେ ଚାକିରି କରୁଛି । ହଁ ଦର୍ଶକ ବନ୍ଧୁ ବାହାନଗା ସରକାରି ବିଦ୍ୟାଳୟ ର ପରିସର ରେ ଭୁତ ର ବାତାବରଣ ଦେଖା ନ୍ଯାଇଛି । ଏହି ସ୍କୁଲର ୱାଚମ୍ୟାନ କହୁଛି ମୋତେ କାନ୍ଦ ର ଶବ୍ଦ ସୁଭୁଛି । ଆଉ ଗାଁ ଲୋକେ କହୁଛନ୍ତି ଏଠାରେ ଆତ୍ମା ବୁଲୁଛି । ତେବେ ଏଠାରେ ଏତିକି କହିବୁ କି ଏଠିକାର ଲୋକ ମାନେ ଭାବି ଭାବି ଆଉ ଅନୁଭବ କରି କି ଗାଁ ବାସୀ ଏତେ ଭୟଭୀତ ହେଲେଣି ।

ନାଇଟ ୱାଚମ୍ୟାନ ଯିଏ କି ପୂର୍ବରୁ ରାତି ୧୨ ଟା ରୁ ୨:୩୦ ଯାଏଁ ବୁଲା ବୁଲି କରୁଥିଲେ ଏବେ ରାତି ହେଲା ମାନେ ମନରେ ଛନକା ଆସୁଛି । ଆଉ ଭୟ ରହୁଛି କାଳେ କଣ ହୋଇଯିବ । ଆଉ ରାତିରେ ତାଙ୍କୁ କାନ୍ଦ ଶବ୍ଦ ସୁଭୂଥିବା କହିଛନ୍ତି ଏହି ୱାଚମ୍ୟାନ ଜଣକ । ୱାଚମ୍ୟାନ ଜଣକ କହୁଛନ୍ତି କି ଏହା ଗପ ନୁହେଁ ବରଂ ଅଙ୍ଗେ ନିଭା କଥା । ଯାହା ହେଲେ ବି ସେ ଜଣେ ମଣିଷ । ଏହି ସ୍କୁଲ ଭିତରେ ଥିଲା ୨୮୮ ଟି ମୃତ ଦେହ ।

ଆଉ ଏଠାରେ ସବୁ ଶବ ଆଣି ରଖା ଯାଇଥିଲା । ଆଉ ଏହି ଜାଗା ଏବେ ନାଇଟ ୱାଚ ମ୍ୟାନ ଙ୍କ ପାଇଁ ୧୦୦ ହାଉସ ହୋଇ ଯାଇଛି । ସେ କହିଛନ୍ତି ଯେ ଏଠାରେ ପିଲା ମାନେ ପାଠ ପଢିବା ଆଗ ରୁ ଭଲ ଭାବେ ପୂଜା କରିବା ବି ଆବଶ୍ୟକ ରହିଛି । ତେବେ କଣ ବାସ୍ତବରେ ନାଇଟ ୱାଚ ମ୍ୟାନ କହୁଛନ୍ତି ଏହା କେବଳ ତାଙ୍କର ମନର ଗୋଟେ ଅବସ୍ଥା ।

ନା ଏହା ପଛରେ ରହିଛି ଅନ୍ୟ କିଛି କଥା । ତେବେ ନାଇଟ ୱାଚ ମ୍ୟାନ ଯେ ହେତୁ ରାତିରେ ଏକା ରହୁଛନ୍ତି ସେଥିପାଇଁ ସେ ଏମିତି କିଛି ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଚାରି ଆଡେ ଭୟ ର ବାତାବରଣ ଖେଳି ଯାଇଛି । ତେବେ ବାସ୍ତବ ରେ ଏ କଥା ସତ କି ମିଛ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

ତେବେ ସେ ଯାହା ବି ହେଉ ବାହାନଗା ସରକାରୀ ସ୍କୁଲ ରେ ଯେ ହେତୁ ଶବ ଗୁଡିକ ରଖା ଯାଇଥିଲା ହୋଇପାରେ ସେ ଭୟ ସମସ୍ତଙ୍କ ମନରେ ରହି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।