ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ ଖାଆନ୍ତୁ ଗୋଟିଏ ଲବଙ୍ଗ ! ଆଉ ତା’ ପରେ ଯାହା ହେବ ଆପଣ ଭାବି ବି ନଥିବେ

ଲବଙ୍ଗକୁ ଖାଦ୍ଯ ତିଆରି କରିବା ପାଇଁ ଆମେ ଘରେ ସବୁବେଳେ ଗରମ ମସଲା ରୂପରେ ବ୍ୟବହାର କରୁ । ଲବଙ୍ଗ ଦେଖିବାକୁ କଳା ହୋଇପାରେ କିନ୍ତୁ ଏହା ଭିତରେ ଥିବା ଭିଟାମିନ ଦ୍ଵାରା ଆମ ଶରୀରର ବହୁ ପ୍ରକାରର ରୋଗକୁ ଦୂର କରି ହୁଏ । ଆଜି ମୁଁ ଆପଣଙ୍କୁ କହିବି ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ସମୟରେ ଗୋଟିଏ ଲବଙ୍ଗ ଖାଇବେ ତେବେ ଆପଣଙ୍କ ଶରୀରରେ କେଉଁ ପ୍ରକାରର ଫାଇଦା ମିଳିବ ।

Image courtesy: Google

୧. ଯଦି ଆପଣ ସକାଳୁ ଦୌଡୁଛନ୍ତି ଓ ଦୌଡିବା ସମୟରେ ଆପଣଙ୍କ ଗଳା ଶୁଖିଯାଏ ସେହି କ୍ଷେତ୍ରରେ ଲବଙ୍ଗ ବହୁ ଲାଭ ଦିଏ । ଯଦି ଆପଣ ଦୂର ବାଟ ଯାଏ ଦୌଡନ୍ତି ତେବେ ଦୌଡିବା ପୂର୍ବରୁ ଗୋଟିଏ ଲବଙ୍ଗକୁ ପାଟିରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଗଳା କେବେ ବି ଶୁଖିବନି ।

Image courtesy: Google

୨. ପ୍ରତିଦିନ ରାତିରେ ଶୋଇବା ସମୟରେ ଗୋଟିଏ ଲବଙ୍ଗ ଖାଇବା ଦ୍ଵାରା ପେଟ ଜନିତ ସବୁ ପ୍ରକାରର ରୋଗ ଦୂର ହୋଇଥାଏ ।

Image courtesy: Google

୩. ଯଦି ଆପଣଙ୍କୁ ଦାନ୍ତରେ କଷ୍ଟ ହେଉଛି ତେବେ ଲବଙ୍ଗର ପାଉଡର କିମ୍ବା ଲବଙ୍ଗର ତେଲକୁ ସେହି ଦାନ୍ତରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର ଦାନ୍ତର କଷ୍ଟ ଶୀଘ୍ର ଭଲ ହୋଇଯିବ । ଏହା ଦ୍ଵାରା ଆପଣଙ୍କର ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହୁଏ ।

Image courtesy: Google

୪. ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ସେବନ କରିବା ଦ୍ଵାରା ଆପଣଙ୍କ ରକ୍ତ ସଫା ହୋଇଥାଏ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।