ବନ୍ଧୁଗଣ ଆପଣ ବର୍ଷ ୨୦୦୫ରେ ଆସିଥିବା ସଲମାନ ଖାନଙ୍କ ଫିଲ୍ମ ‘ଲକି ନୋ ଟାଇମ ଫର ଲଭ’ ନିଶ୍ଚିତ ଦେଖିଥିବେ । ଏହାର କାହାଣୀ ଗୋଟିଏ ଲକି ନାମର ଝିଅର ଜୀବନ ସଂଘର୍ଷ ଓ ବ୍ୟସ୍ତତାପୂର୍ଣ ଜୀବନ ଉପରେ ଆଧାରିତ ଥିଲା । ଫିଲ୍ମରେ ଅଭିନୟ କରୁଥିବା କଳାକାରମାନେ ବହୁତ ସୁନ୍ଦର ରୂପରେ ଏହି କାହାଣୀକୁ ପରିଦର୍ଶନ କରାଇଥିଲେ ଓ ଫିଲ୍ମକୁ ହିଟ ମଧ୍ୟ କରିଥିଲେ । କହିଦେଉଛୁ କି ବର୍ତ୍ତମାନ ଏହି ଫିଲ୍ମକୁ ୧୫ ବର୍ଷ ପୁରା ହୋଇଯାଇଛି ।
କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଫିଲ୍ମର ୧୫ ବର୍ଷ ପୁରା ହେବା ପରେ ଏହି ଫିଲ୍ମର କଳାକାରମାନେ କେଉଁଠି ଅଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ଫିଲ୍ମରେ କାମ କରିଥିବା କିଛି କଳାକାରମାନଙ୍କର ବର୍ତ୍ତମାନ ସମୟର ଜୀବନୀ ବିଷୟରେ କହିବାକୁ ଯାଉଛୁ ।
ମିଥୁନ ଚକ୍ରବର୍ତୀ
ଫିଲ୍ମରେ କର୍ନଳ ପିଣ୍ଡି ଦାସ କପୁରଙ୍କ ଭୂମିକାରେ ଅଭିନେତା ମିଥୁନ ଚକ୍ରବର୍ତୀ ନଜର ଆସିଥିଲେ । କିନ୍ତୁ ଫିଲ୍ମର ୧୫ ବର୍ଷ ପରେ ସେ ଆଜି ବି ଆଲିଶାନ ଜୀବନ ଜାପନ କରୁଛନ୍ତି । କିନ୍ତୁ ତାଙ୍କର ଲୁକ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି । ବର୍ତ୍ତମାନ ସମୟରେ ସେ ୭୦ ବର୍ଷର ବୁଢା ନଜର ଆସୁଛନ୍ତି । କିନ୍ତୁ ମିଥୁନ ଚକ୍ରବର୍ତୀଙ୍କ ଡ୍ରେସିଙ୍ଗ ଷ୍ଟାଇଲ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି ଓ ସେ ଆଜି ବି ଅଭିନୟ ଦୁନିଆର ସକ୍ରିୟ ଅଛନ୍ତି ।
ରବି ବାସବାନୀ
ଅଭିନେତ୍ରୀ ଲକି ର ପିତା ମିଷ୍ଟର ନେଗୀର କିରଦାରରେ ଅଭିନେତା ରବି ବାସବାନୀ ନଜର ଆସିଥିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ଏହି ଅଭିନେତା ଜଣକ ଆମ ଗହଣରେ ଆଉ ନାହାନ୍ତି । ୨୭ ଜୁଲାଇ ୨୦୧୦ରେ ଗୋଟିଏ ରୋଗ କାରଣରୁ ତାଙ୍କର ପର ଲୋକ ହୋଇଯାଇଛି । କହିଦେଉଛୁ କି ରବି ବାସବାନୀ ନିଜ ଜୀବନରେ କେବେ ବି ବିବାହ କରି ନ ଥିଲେ ।
ସଲମାନ ଖାନ
ଫିଲ୍ମରେ ଆଦିତ୍ୟର ମୁଖ୍ୟ ଭୂମିକାରେ ନଜର ଆସିଥିବା ସଲମାନ ଖାନ ଫିଲ୍ମରେ ବହୁତ ଷ୍ଟାଇଲିସ ନଜର ଆସୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ଗୋଟିଏ ଭଲ ଲାଇଫ ଷ୍ଟାଇଲରେ ଅଛନ୍ତି । ଆଜି ସଲମାନ ଖାନ ୫୫ ବର୍ଷର ହୋଇଯାଇଛନ୍ତି ଓ ବର୍ତ୍ତମାନ ସେ ବୁଢା ନଜର ଆସୁଛନ୍ତି ।
ସ୍ନେହା ଉଲ୍ଲାଲ
ଫିଲ୍ମର ସୁନ୍ଦର ଅଭିନେତ୍ରୀ ଲକି ନେଗୀ କିରଦାରରେ ସ୍ନେହା ଉଲ୍ଲାଲ ନଜର ଆସିଥିଲେ । ଏହି କିରଦାରରେ ସେ ଗୋଟିଏ ଆଲିଶାନ ଲାଇଫ ଷ୍ଟାଇଲରେ ନଜର ଆସିଥିଲେ । କିନ୍ତୁ ଏତେ ବର୍ଷ ପରେ ବି ସେ ଅସଲ ଜୀବନରେ ବି ସେହିଭଳି ଭଲ ଲାଇଫ ଷ୍ଟାଇଲରେ ଅଛନ୍ତି । କିନ୍ତୁ କିଛି ବର୍ଷ ମଧ୍ୟରେ ସେ ବହୁତ ବଦଳି ଯାଇଛନ୍ତି । ଆଜି ସେ ୩୩ ବର୍ଷ ବୟସରେ ବି ପୂର୍ବ ଅପେକ୍ଷା ସୁନ୍ଦର ଲାଗୁ ନାହାନ୍ତି । କାରଣ ତାଙ୍କୁ ଏକ ଭୟଙ୍କର ରୋଗ ହୋଇଥିଲା ।
ଯେଉଁ କାରଣରୁ ତାଙ୍କର ସୁନ୍ଦରତା ଫିକା ପଡିଗଲା । ଆପଣଙ୍କୁ କହିଦେଉଛୁ ଏହି ଭୟଙ୍କର ରୋଗରେ ୪ ବର୍ଷ ପୀଡିତ ରହିବା ପରେ ସେ ବର୍ତ୍ତମାନ ପୂରାପୂରି ଠିକ ହୋଇ ଯାଇଛନ୍ତି ଓ ଜଲ୍ଦି ହିଁ ସେ ବଲୀଉଡକୁ କମବ୍ୟାକ କରିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଶିଂଗଲ ଅଛନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ