Sidharthଙ୍କ ମୃତ୍ୟୁ ପରେ କାନ୍ଦି କାନ୍ଦି Sehnazଙ୍କ ଅବସ୍ଥା ହେଲା ଖରାପ, କହିଲେ “କିଛି ସମୟ ପରେ ତାଙ୍କୁ ଜଳାଇ ଦିଆଯିବ, ମୁଁ କେମିତି…

ମାତ୍ର ୪୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ସିଦ୍ଧାର୍ଥ ଅନେକଙ୍କ ହୃଦୟ ଭା-ଙ୍ଗି ଦେଇଛନ୍ତି । ତାଙ୍କର ହୃଦଘାତରେ ମୃ-ତ୍ୟୁ ହେବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ସହ ସେହାନାଜଙ୍କ ସହ ତାଙ୍କ ‘ସିଡନାଜ’ ଯୋଡି ମଧ୍ୟ ଭା-ଙ୍ଗି ଯାଇଛି । ସେମାନେ ଦୁହେଁ ନିଜ ସମ୍ପର୍କକୁ ଖୋଳିକରି କେବେ ମଧ୍ୟ ଖୋଲିକରି ପ୍ରକାଶ କରି ନଥିଲେ ମଧ୍ୟ ତାଙ୍କ ମୃ-ତ୍ୟୁ ପରେ ସେହାନାଜ ସଂପୂର୍ଣ୍ଣ ଭାବେ ଭା-ଙ୍ଗି ପଡିଛନ୍ତି ।

ସିଦ୍ଧାର୍ଥଙ୍କ ମୃ-ତ୍ୟୁ ଖବରରେ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ଉପରେ ଲଦି ହୋଇଛି ଦୁଃଖର ପାହାଡ । ଏପଟେ ସେହାନାଜଙ୍କ ବାପା ସନ୍ତୋଖ ସିଂ ଶେଖାୱତ କହିଛନ୍ତି କି, ସେହାନାଜଙ୍କ ହାଲାତ ବହୁତ ଖରାପ ଅଛି । ନେଟିଜେନ ମାନେ ମଧ୍ୟ ସିଦ୍ଧାର୍ଥଙ୍କ ମୃ-ତ୍ୟୁରେ ଖୁବ ଭା-ଙ୍ଗି ପଡିଛନ୍ତି ଓ ତାଙ୍କୁ ନେଇ ଦୁଃଖଦ ପୋଷ୍ଟ ଲେଖୁଛନ୍ତି । ସାଥିରେ ସେହାନାଜ ଗିଲଙ୍କ ପାଇଁ ମଧ୍ୟ ସମସ୍ତେ ଖୁବ ଚିନ୍ତା କରୁଛନ୍ତି । କିଛି ରିପୋର୍ଟ ଦାବି କରୁଛନ୍ତି ଯେ ସିଦ୍ଧାର୍ଥ ଅନ୍ତିମ ନିଃଶ୍ଵାସ ନେବା ସମୟରେ ସେହାନାଜ ତାଙ୍କ ସହିତ ଥିଲେ ବୋଲି ।

ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପରେ ସେହାନାଜ ଓ ତାଙ୍କ ପିତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି । ଏକ ମି-ଡି-ଆ ରିପୋର୍ଟ ଅନୁସାରେ ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପରେ ସେହାନାଜ ତାଙ୍କ ପିତାଙ୍କ ସହ ଫୋନରେ କଥା ହୋଇଥିଲେ । ସେହନାଜଙ୍କ ପିତା ଏହି ସମ୍ବନ୍ଧରେ କହିଛନ୍ତି କି, କାନ୍ଦି କାନ୍ଦି ସେହାନାଜଙ୍କ ହାଲାତ ଖୁବ ଖରାପ ଅଛି ।

ସେହାନାଜ କହିବା ଅନୁଯାୟୀ, “ସେ ମୋ ହାତରେ ହିଁ ଶେଷ ନିଃଶ୍ଵାସ ନେଲା । ମୋ ହାତରେ ହିଁ ସେ ଦୁନିଆ ଛାଡି ଗଲା । ଏବେ ମୁଁ କଣ କରିବି କେମିତି ବଞ୍ଚିବି ?” କେବଳ ଏତିକି ନୁହେଁ ରିପୋର୍ଟ ଅନୁଯାୟୀ ସେହାନାଜ ତାଙ୍କୁ ସବୁଦିନ ପରି ସକାଳେ ଉଠାଇଥିଲେ କିନ୍ତୁ ସେ କୌଣସି ଜବାବ ଦେଇ ନଥିଲେ । ସେ ତାଙ୍କୁ ନିଜ କୋଳରେ ଉଠାଇ ରଖିଥିଲେ ତଥାପି କୌଣସି ଉତ୍ତର ଆସି ନଥିଲା । ଏହାପରେ ସେ ପାଖରେ ରହୁଥିବା ତାଙ୍କ ପରିଜନଙ୍କୁ ଡ଼ାକିଥିଲେ ଓ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ।

ସେହାନାଜ ଆହୁରି ମଧ୍ୟ କହିଥିଲେ କି, “ଆଉ କିଛି ସମୟ ପରେ ତାକୁ ଜ-ଳେ-ଇ ଦେବେ, ତା’ପରେ ମୁଁ ଏକା କେମିତି ବଞ୍ଚିବି ?” ଅନେକ ୟୁଜର ତଥା ପ୍ରଶଂସକ ମାନେ ମଧ୍ୟ ସିଦ୍ଧାର୍ଥଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଓ ସେହାନାଜଙ୍କ ପାଇଁ ଭଗବାନଙ୍କ ଠାରୁ ଶକ୍ତି ମାଗିଛନ୍ତି । ସେହାନାଜଙ୍କ ପିତା ସନତିଶ ସିଂ ଶେଖାୱତ କହିଛନ୍ତି କି ସେହାନାଜଙ୍କ ଅବସ୍ଥା ଖୁବ ଖରାପ ଅଛି । ତାଙ୍କର ପୁଅ ତଥା ସେହାନାଜଙ୍କ ଭାଇ ଶାହାବାଜ ତାଙ୍କ ସହ ରହିବା ପାଇଁ ମୁମ୍ବାଇ ଆସି ସାରିଛନ୍ତି ଓ ସେ ପରେ ଆସିବେ ।

ସିଦ୍ଧାର୍ଥଙ୍କ ପରିବାରରେ ତାଙ୍କ ମା ଏବଂ ଦୁଇ ବଡ ଭଉଣୀ ଅଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁରେ ସେହାନାଜ ଓ ତାଙ୍କ ପରିବାର ସହ ଲକ୍ଷ ଲକ୍ଷ ଲୋକ ମର୍ମାହତ ହୋଇଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ସିଦ୍ଧାର୍ଥଙ୍କ ଜାଗା ପୂରଣ କରିବା ବର୍ତ୍ତମାନ ସମ୍ଭବ ନୁହେଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।