ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟ ଧୀଷ୍ଟ କୁହା ଯାଏ । ଯଦି କେହି ଅନ୍ୟାୟ ଓ ପାପରେ ଲିପ୍ତ ରହେ ତାହେଲେ ଭଗବାନ ଶନି ଦେବ ତାକୁ ନିଜର କର୍ମ ଫଳ ଦେଇ ଥାନ୍ତି ।
ଅନେକ ଶନି ଗ୍ରହ ନାମରେ ଡଋ ଯାନ୍ତି ଏହା ସେଭଳି ବ୍ୟକ୍ତି ମାନେ କରନ୍ତି ଯେଉଁ ମାନେ କିଛି ପାପ କରିଥାନ୍ତି । ଶନି ପ୍ରତେକ ରାଶିରେ ନିଜର ପ୍ରଭାବ ପକାଇ ଥାନ୍ତି । ସେ ପ୍ରତେକ ବ୍ୟକ୍ତି କୁ ତାର ନିଜ କର୍ମ ଅନୁସାରେ ଫଳ ଦେଇଥାନ୍ତି । ତାଙ୍କ ଅନୁସାରେ ଯଦି ଜଣେ ଭୁଲ କରୁଛି ତାହେଲେ ସେ ଦଣ୍ଡ ପାଇବା ଉଚ୍ଚିତ ଅଟେ । ଏବେ ଶନି ଦେବଙ୍କର ବକ୍ର ଚଳନ ଆରମ୍ଭ ହେବାକୁ ଯାଉଛି ସେହି ଅନୁସାରେ କିଛି ରାଶି ମାନଙ୍କୁ ଶୁଭ ଫଳ ଓ କିଛି ରାଶି ମାନଙ୍କୁ ଅଶୁଭ ଫଳ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ ।
ମେଷ ରାଶି – ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବାକୁ ଯାଉଛି । ଏହା ସହ ଆପଣ ନିଜ ବ୍ୟବସାୟରେ କିଛି ଖରାପ ପ୍ରଭାବ ପକେଇବା । ଅଧିକ ଖର୍ଚ୍ଚ କରିବାରୁ ଆପଣ ନିଜକୁ ଅଟକାନ୍ତୁ ।
ବୃଷ ରାଶି – ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ଆପଣ ଯଦି କମ୍ପିଟେଟିବ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଆପଣ ନିଶ୍ଚୟ ସଫଳ ହେବେ । ଆପଣ ନିଜ ପରିବାର ରେ ଥିବା ବୃଦ୍ଧ ମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।
ମିଥୁନ ରାଶି – ଆପଣଙ୍କ ହଇରାଣ ହେବାର ଯୋଗ ଅଛି । ଆପଣ ନିଜ ଜୀବନ ସାଥି ର ସ୍ଵାଷ୍ଠ ଉପରେ ଅଧିକ ଧ୍ୟାନ ରଖନ୍ତୁ । ନିଜ ବାଣୀ ଉପରେ ସଂଯମ ରଖନ୍ତୁ ।
କର୍କଟ ରାଶି – ଆପଣଙ୍କ ପୁରୁଣା ଝଗଡା ର ଅନ୍ତ ହୋଇଯିବ । ଆପଣ ନିଜକୁ ଆଇନ ଠାରୁ ଦୂରେଇ ରଖନ୍ତୁ, ନହେଲେ ଆପଣ ପୁଣି କିଛି ବିବାଦରେ ଆସିଯିବେ ।
ସିଂହ ରାଶି – ଆପଣ ନିଜର ଧନ କୁ ଦେଖିକି ନିବବେଶ କରନ୍ତୁ, ଏଥର ଆପଣ ସଫଳ ନ ହୋଇ ପାରନ୍ତି । ଆପଣଙ୍କ ସତୃମାନେ ଆପଣଙ୍କୁ ହଇରାଣ କରିପାରନ୍ତି ।
କନ୍ୟା ରାଶି – ଆପଣଙ୍କୁ ସନ୍ତାନ ପାଇଁ ସମସ୍ଯା ହୋଇ ପାରେ । ଆପଣଙ୍କ ଆୟ କମିବାର ଯୋଗ ଅଛି । ଆପଣ ନିଜ ଖର୍ଚ୍ଚ କୁ ନିୟନ୍ତ୍ରଣ କରନ୍ତୁ ।
ତୁଳା ରାଶି – ଆପଣ ନିଜକୁ ଧର୍ମ କାମରେ ଲଗେଇବେ । ଆପଣ ନିଜର କିଛି ବି ନିସ୍ପତି ନେବା ପାଇଁ ହେଲେ ଚିନ୍ତା କରି କାହା ସହ କଥା ହୋଇ ନିଅନ୍ତୁ ।
ବିଛା ରାଶି – ଆପଣଙ୍କୁ କିଛି କାରଣ ପାଇଁ ନିଜ ଜମା କରିଥିବା ପୁଞ୍ଜିକୁ ନିବେଶ କରିବେ । ପରିବାର ଲୋକଙ୍କ ଉପରେ ଆପଣ ଭଲ ଭାବେ ଧ୍ୟାନ ରଖିବେ ଏହି ସମୟରେ ।
ଧନୁ ରାଶି – ଏହି ରାଶିର ଲୋକମାନେ ନିଜ ଜୀବିକା ପାଇଁ ଘର ଛାଡି ବାହାରକୁ ଯାଇ ପାରନ୍ତି । ଏହି ରାଶିର ଲୋକମାନଙ୍କ ଉପରେ ଶନି ର ବକ୍ର ଦଶା ଥିବାରୁ ଦେହ କୁ ନେଇ ଆପଣ ଅଧିକ ଚିନ୍ତାରେ ରହିବେ ।
ମକର ରାଶି – ଆପଣଙ୍କ ସ୍ଵାସ୍ଥର ସମସ୍ଯା ଆସିପାରେ । ଆପଣ କିଛି ବି କାମ କରିବା ଆଗରୁ ଚିନ୍ତା କରି କରନ୍ତୁ । ଆପଣ ନିଜକୁ ଟିକେ ଏକା ରଖିବା ପାଇଁ ଚେଷ୍ଟା କରନ୍ତୁ ।
କୁମ୍ଭ ରାଶି – ଆପଣ ଏହି ସମୟରେ ନିବେଶ କରିବା ଚିନ୍ତା ରୁ ଦୂରେଇ ରୁହନ୍ତୁ । ଆପଣ ଯଦି କୁଆଡେ ବୁଲିବାକୁ ଯିବା ପାଇଁ ବାହାରିଛନ୍ତି ତାହେଲେ ତାକୁ କିଛି ଦିନ ପାଇଁ ଘୁଞ୍ଚେଇ ଦିଅନ୍ତୁ, ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହେବାର ଯୋଗ ଦେଖାଉଛି ।
ମିନ ରାଶି – ଆପଣଙ୍କୁ ଏହି ସମୟରେ ଭଲ ଫଳ ମିଳିବ ଧନ ସମ୍ପତି ବୃଦ୍ଧି ହେବ । ଆପଣ ନିଜ ପରିବାର ସହ ଭଲରେ ରହିବେ । ଆପଣଙ୍କ ସ୍ଵାସ୍ଥ ବେଶ ଭଲ ରହିବ ସମାଜରେ ପ୍ରତିଷ୍ଠା ବଢିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।