ଶକ୍ତି କପୁରଙ୍କୁ ମିଳିଗଲା ତାଙ୍କ ମନ ପସନ୍ଦର ଜ୍ଵାଇଁ, ଏହି ବ୍ୟକ୍ତିକୁ ଦେବେ ନିଜ ଝିଅର ହାତ

ବଲୀଉଡ ଜଗତରେ ପୁରୁଣା ଜମାନର କିଛି ଏମିତି ଷ୍ଟାର ବି ଅଛନ୍ତି ଯାହାଙ୍କୁ ଆଜି ବି ଲୋକମାନେ ଜାଣିଛନ୍ତି ଓ ପ୍ରାୟତଃ ତାଙ୍କୁ ପସନ୍ଦ ବି କରନ୍ତି । ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଶକ୍ତି କପୁର ।

ଯିଏ ୯୦ ଦଶକରେ ବଲୀଉଡରେ ବହୁତ ରାଜ କରିଛନ୍ତି । ଯେଉଁଠି ସେ ଗୋଟିଏ ପଟେ ଲୋକମାନଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି ଅନ୍ୟ ପଟେ ଖଳନାୟକ ହୋଇ ବି ଲୋକମାନଙ୍କୁ ନିଜର ଦମଦାର ଅଭିନୟ ଦେଖାଇଛନ୍ତି ।

ତେବେ ତ ଲୋକମାନେ ତାଙ୍କୁ ନିଜର ଫେବରେଟ ଅଭିନେତା ବି କୁହନ୍ତି । ଅନ୍ୟ ପଟେ ଏହି କଥାକୁ ବି କେହି ଚିନ୍ତା କରି ନ ଥିଲେ କି ତାଙ୍କର ଝିଅ ବି ଆଜି ଇଣ୍ଡଷ୍ଟ୍ରିରେ ଏତେ ବଡ ନାମ କରିନେବ । ଶ୍ରଦ୍ଧା କପୁରଙ୍କୁ ତ ଆପଣ ସମସ୍ତେ ଜାଣିଛନ୍ତି । ଶ୍ରଦ୍ଧା କପୁର ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହା ସହିତ ସେ ନିଜର ପିତାଙ୍କ ଭଳି ଭଲ ଅଭିନୟ ବି କରନ୍ତି । ଏହା ସହିତ ତାଙ୍କର ସ୍ଵର ବି ବହୁତ ଭଲ ଅଟେ ।

ଶ୍ରଦ୍ଧା କପୁରଙ୍କ ଜନ୍ମ ମୁମ୍ବାଇର ମିଶ୍ରିତ ଜାତୀୟ ପରିବାରରେ ହୋଇଥିଲା । ତାଙ୍କର ପିତାଙ୍କ ନାମ ଶକ୍ତି କପୁର ଅଟେ ଓ ତାଙ୍କର ମା ଙ୍କ ନାମ ଶିବାଙ୍ଗୀ କପୁର ଅଟେ । ତାଙ୍କର ଜଣେ ବଡ ଭାଇ ବି ଅଛନ୍ତି ଯାହାଙ୍କ ନାମ ସିଦ୍ଧାର୍ଥ କପୁର ଅଟେ । ମାତ୍ର ୧୬ ବର୍ଷ ବୟସରେ ସଲମାନ ଶ୍ରଦ୍ଧା କପୁରଙ୍କୁ ବୋସ୍ଟନ ବିଶ୍ଵବିଦ୍ୟାଳରେ ଏକ ନାଟକ ମଞ୍ଚନ କରୁଥିବାର ଦେଖିଥିଲେ । ପୁଣି ସେ ଶ୍ରଦ୍ଧାଙ୍କୁ ଫିଲ୍ମରେ କାମ କରିବା ପାଇଁ କହିଲେ ।

ଏହା ପରେ ଶ୍ରଦ୍ଧା କପୁର ନିଜର ଅଭିନୟର କ୍ୟାରିୟର ଫିଲ୍ମ ‘ତିନ ପତ୍ତି’ରୁ କରିଥିଲେ । ଫିଲ୍ମ ହିଟ ହେଲା ନାହିଁ କିନ୍ତୁ ଶ୍ରଦ୍ଧାଙ୍କ ଅଭିନୟର ବହୁତ ପ୍ରଶଂସା କରାଗଲା । ତାଙ୍କୁ ନୂତନ ଅଭିନେତ୍ରୀ ରୂପରେ ବି ଫିଲ୍ମଫେୟାର ଅୱାର୍ଡ ପାଇଁ ନାମାଙ୍କନ କରା ଯାଇଛି । ଏହା ପରେ ସେ ଫିଲ୍ମ ‘ଲବ କା ଦି ଏଂଡ’ ରେ ବି ନଜର ଆସିଲେ । ଏହା ପରେ ବହୁତ କମ ସମୟରେ ଶ୍ରଦ୍ଧା କପୁର ଇଣ୍ଡଷ୍ଟ୍ରିରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇଗଲେ ।

କିନ୍ତୁ ଏହା ସହିତ ଶ୍ରଦ୍ଧା କପୁର ପ୍ରାୟତଃ ନିଜର ପର୍ସନାଲ ଲାଇଫକୁ ବି ନେଇ ଚର୍ଚାରେ ରହିଥାନ୍ତି । ସେ କେବେ କେବେ ନିଜର ଲଭ ଅଫେୟାର କାରଣରୁ ଚର୍ଚାରେ ରହି ଯାଆନ୍ତି ତ କେବେ ନିଜର ଲୁକ କାରଣରୁ ଚର୍ଚାର ବିଷୟ ହୋଇ ରହିଥାନ୍ତି । କହିଦେଉଛୁ କି ଫିଲ୍ମ ‘ଆଶିକୀ ୨’ ରେ ମୁଖ୍ୟ ଅଭିନେତାଙ୍କ ରୂପରେ ଆଦିତ୍ୟ ରୟ କପୁର ଓ ଅଭିନେତ୍ରୀ ରୂପରେ ଶ୍ରଦ୍ଧା କପୁର ଅଭିନୟ କରିଥିଲେ ।

ସେହି ସମୟରେ ଆଦିତ୍ୟ ରୟ କପୁର ଓ ଶ୍ରଦ୍ଧା କପୁରଙ୍କ ନାମକୁ ନେଇ ବହୁତ ଚର୍ଚା ବି ହୋଇଥିଲା । କୁହଯାଉଥିଲା କି ଏହି ଦୁଇ ଷ୍ଟାର ପରସ୍ପରକୁ ପ୍ରେମ କରୁଥିଲେ । କିନ୍ତୁ ଏହା ପରେ ଶ୍ରଦ୍ଧା କପୁରଙ୍କ ନାମ ଫରହାନ ଅଖ୍ତରଙ୍କ ସହ ବି ଯୋଡିଲା । ଦୁଇ ଜଣ ଫିଲ୍ମ ‘ରକଅନ ୨’ରେ ଏକା ସହିତ କାମ କରୁଥିଲେ । ଏତିକି ନୁହେଁ ଫରହାନ ଅଖ୍ତର ତାଙ୍କର ପତ୍ନୀଙ୍କ ଠାରୁ ଦୂରେଇ ଯିବାର କାରଣ ବି ଶ୍ରଦ୍ଧା କପୁରଙ୍କୁ କୁହାଯାଏ ।

କିନ୍ତୁ ବର୍ତ୍ତମାନ ଦିନରେ ଖବର ଆସୁଛି କି ଶ୍ରଦ୍ଧା ଆଜିକାଲି କୌଣସି ଫୋଟୋଗ୍ରାଫରକୁ ଡେଟ କରୁଛନ୍ତି । ଶ୍ରଦ୍ଧାଙ୍କ ହୃଦୟ ଯାହା ଉପରେ ଆସି ଯାଇଛି ତାଙ୍କର ନାମ ରୋହନ ଶ୍ରେଷ୍ଠ ଅଟେ । ରୋହନ ଏକ ଫୋଟୋଗ୍ରାଫର ଅଟନ୍ତି । ରୋହନଙ୍କ ପିତା ରାକେଶ ବଲୀଉଡର ଚର୍ଚିତ ସେଲେବ ଫୋଟୋଗ୍ରାଫର ଥିଲେ । କହିଦେଉଛୁ କି ରୋହନ ଓ ଶ୍ରଦ୍ଧା ପରସ୍ପରକୁ ପିଲାଦିନୁ ହିଁ ଜାଣିଛନ୍ତି ଓ ଜୁହୁରେ ମିଶି ରହୁଥିଲେ ।

ଦୁଇ ଜଣ ପିଲାଦିନେ ରଣବୀର ସିଂହ, ଅର୍ଜୁନ କପୁର, ବରୁଣ ଧବନ ଓ ରଣବୀର କପୁର ଭଳି ପିଲାମାନଙ୍କ ଗ୍ରୁପରେ ଅଂଶ ଥିଲେ । ଯେଉଁମାନଙ୍କ ମାତା ପିତା ଫିଲ୍ମ ଇଣ୍ଡଷ୍ଟ୍ରି ସହ କନେକ୍ଟେଡ ଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।