Jyotish Shastra- ୧୦୦ ବର୍ଷରେ ପ୍ରଥମ ଥର ରାଗିଛନ୍ତି ଶନିଦେବ, କାଲୀ ଠାରୁ ସାବଧାନ ରୁହନ୍ତୁ ଏହି 1 ରାଶିର ବ୍ୟକ୍ତି, ଘଟିପାରେ କିଛି ଅଘଟଣ

ବନ୍ଧୁଗଣ ଆମେ ସମସ୍ତେ ଜାଣିଥାଉ କି ଆମ ଗ୍ରହ ର ଚଳନ ଯୋଗୁଁ ହିଁ ଆମ ଜୀବନ ରେ ପରିବର୍ତ୍ତନ ଆସିଥାଏ । ଏଥି ପାଇଁ ଆମ ସୁଖ ର ଓ ଦୁଃଖ ର ଆଗମନ ହୋଇଥାଏ । ଭଗବାନ ଶନି ଦେବ ଙ୍କୁ ସର୍ବୋଚ୍ଚ ନ୍ୟାଆଧି ଉପାଧି ମିଳିଛି । ଶନିଦେଵ ଖରାପ କାମ କରୁଥିବା ବ୍ୟକ୍ତି ମାନଙ୍କୁ ଉଚିତ ସମୟରେ ଉଚିତ ଦଣ୍ଡ ପ୍ରଦାନ କରିଥାନ୍ତି । ଆମ ହିନ୍ଦୁ ଧର୍ମ ରେ ଶନିଦେଵ ଙ୍କୁ ନ୍ୟାୟ ର ଦେଵତା କୁହାଯାଏ । ଶନିଦେଵ ଙ୍କ ର କୃପା ଯାହା ଉପରେ ବି ପଡ଼ିଯାଏ ସେହି ବ୍ୟକ୍ତି କୁ କୌଣସି ପ୍ରକାର ର ଅସୁବିଧା ର ସମ୍ମୁଖୀନ କରିବାକୁ ପଡିବ ନାହିଁ ।

କିନ୍ତୁ ଯାହା ଉପରେ ସେ କ୍ରୋଧିତ ହୋଇଯାଆନ୍ତି ତାର ନାଶ ସୁନିଶ୍ଚିତ । ଜ୍ୟୋତିଷ ଙ୍କ ଅନୁସାରେ ଗ୍ରହ ଙ୍କ ର ଚଳନ ଯୋଗୁଁ ଏପରି ଏକ ଯୋଗ ବନୁଛି ଏବଂ ଏହାର ପ୍ରଭାବ କିଛି ରାଶି ଙ୍କ ଉପରେ ପଡିବ । ହିନ୍ଦୁ ଧର୍ମରେ ଶନିଦେଵ ଙ୍କୁ କଳିଯୁଗ ର ଦେଵତା ମଧ୍ୟ କୁହାଯାଏ । ବ୍ୟକ୍ତି ର ଭଲ ଏବଂ ଖରାପ ସବୁ ଶନି ଙ୍କ ଯୋଗୁଁ ହୋଇଥାଏ ।

କେବେ କେବେ ବହୁତ କଷ୍ଟ କାମ ସହଜରେ ହୋଇଯାଏ ଏବଂ ବେଳେବେଳେ ବହୁତ ସହଜ କାର୍ଯ୍ୟ କୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ହୋଇପାରେ ନାହିଁ । ଯଦି ଆମ ଜୀବନରେ ସବୁବେଳେ କଷ୍ଟ ଦୁଃଖ ସମସ୍ୟା ଲାଗି ରହୁଛି ତେବେ ତାହା ଶନିଦେଵ ଙ୍କ କୋପ ଯୋଗୁଁ ହେଉଛି । ଏବଂ ଏହି କୋପରୁ ମୁକ୍ତି ପାଇବା ପାଇଁ ଆମକୁ ଶନିଦେଵ ଙ୍କ ର ପୂଜା ଅର୍ଚ୍ଚନା କରି ତାଙ୍କୁ ପ୍ରସନ୍ନ କରିବାକୁ ପଡିବ । ଶନିଦେଵ ଙ୍କୁ ପ୍ରସନ୍ନ କରିବା ପାଇଁ ଆମକୁ ପୁରା ଭକ୍ତି ମନରେ ତାଙ୍କୁ ପ୍ରାର୍ଥନା କରିବା ।

ଶନିଦେଵ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେଉଁ ମାନେ ସବୁବେଳେ ସତ କୁହନ୍ତି । ଅନ୍ୟର ସାହାର୍ଯ୍ୟ କରିଥାନ୍ତି ଏବଂ ସର୍ଵଦା ନ୍ୟାୟ ରେ ରହିଥାନ୍ତି । ଏବଂ ସନ୍ଧ୍ୟା ସମୟରେ ୧ ଥର ଶନିଦେଵ ଙ୍କ ଚାଳିଶା ପଢିବା ଆବଶ୍ୟକ । ଶନି ଗୋଟିଏ ରାଶି ରେ ଅଢେଇ ବର୍ଷ ପାଇଁ ରହିଥାନ୍ତି । ଏବଂ ଏଥର ମକର ରାଶି ଉପରେ ରହିଛନ୍ତି । ଶନିଦେଵ ହୁଏତ ନିଜର ରାଶି ନ ବଦଳେଇ ପାରନ୍ତି । ହେଲେ ନକ୍ଷତ୍ର ନିଶ୍ଚୟ ବଦଳେଇବେ । ଶନି ଉତ୍ତରାଶାଢ ନକ୍ଷତ୍ର ରେ ରହିବେ ଏବଂ ତାଙ୍କ ସ୍ୱାମୀ ସୂର୍ଯ୍ୟ ହେବେ ।

ଶନିଦେଵ ଙ୍କ ଚଳଣି ଯୋଗୁଁ କିଛି ରାଶି ମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ଏବଂ କିଛି ରାଶି ମାନେ ଟିକେ ଅସୁବିଧା ରେ ରହିବେ । ଏବଂ ତାଙ୍କୁ ଅଳ୍ପ ସାବଧାନ ରେ ରହିବା ଆବଶ୍ୟକ ।
ଶନିଦେଵ ଗୋଟିଏ ବର୍ଷ ରେ କେବଳ ଗୋଟିଏ ରାଶି ଉପରେ ଚଲିଥାନ୍ତି । ଶନିଦେଵ ଙ୍କ କ୍ରୋପ ରୁ ବଞ୍ଚିଥିବା ରାଶି ଗୁଡ଼ିକ ମଧ୍ୟ ରୁ ପ୍ରଥମ ରାଶି ହେଉଥିବା ମେଷ ରାଶି । ଧନୁ ରାଶି ର ଦେବଗୁରୁ ହେଉଛି ବୃହସ୍ପତି । ବୃହସ୍ପତି ଓ ଶନି ଙ୍କର ଭଲ ସମ୍ପର୍କ ନାହିଁ ।

ସେଥିପାଇଁ ଧନୁ ରାଶି ଉପରେ ବହୁତ କଷ୍ଟ, ବିଘ୍ନ, ଆଦି ଚାଲିରହିବ । ବହୁତ କଠିନ ପରେ ହିଁ ଧନ ମିଳିବ । ଏବଂ ଶନି ଙ୍କୁ ପ୍ରସନ୍ନ ପରେ ସବୁ ସୁଖ ସୁବିଧା ପ୍ରାପ୍ତ ହେବ ଏବଂ ହଜେଇ ଦେଇଥିବା ସମ୍ମାନ ମଧ୍ୟ ମିଳିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଶନିଦେଵ ଙ୍କ କୋପରୁ ମୁକ୍ତି ପାଇବା ପାଇଁ ହନୁମାନ ଙ୍କୁ ମଧ୍ୟ ପୂଜା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।