ଅଳ୍ପକେ ବଞ୍ଚିଲେ ଏହି ଅଭିନେତ୍ରୀ, ଲୁଚାଇବାକୁ ପଡିଲା ନିଜର ସୁନ୍ଦର ଚେହେରା, ଜାଣନ୍ତୁ କାହିଁକି

ବଲୀଉଡର ଜଣା ଶୁଣା ଅଭିନେତ୍ରୀ ଜ୍ୟାକଲିନ ଫେର୍ନାଣ୍ଡେଜଙ୍କର ମୁହଁ ଲୁଚାଇବାର ଫଟୋ ବର୍ତ୍ତମାନ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଏହି ଫଟୋ ସାମନାକୁ ଆସିବା ପରେ କେତେକ ପ୍ରକାରର ଅନୁମାନ ଲଗାଯାଉଥିଲା, କିନ୍ତୁ ବର୍ତ୍ତମାନ ଯାଇ ଏହାର କାରଣ ବିଷୟରେ ଜଣା ପଡିଛି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି !

ବର୍ତ୍ତମାନ ବଲୀଉଡର ଅଭିନେତ୍ରୀ ଜ୍ୟାକଲିନ ଫେର୍ନାଣ୍ଡେଜଙ୍କର ମୁହଁ ଲୁଚାଇବା ଫଟୋ ବହୁତ ଚର୍ଚାରେ ଅଛି । ସେଥିପାଇଁ ଆଜି ଆମେ ଏହା ପଛର ପୁରା କାହାଣୀ ଆପଣଙ୍କ ସାମନାରେ ନେଇ ଆସିଛୁ । କହିବାକୁ ଗଲେ ଜ୍ୟାକଲିନ ଫେର୍ନାଣ୍ଡେଜ ବର୍ତ୍ତମାନ ହିଁ ନିଜର ମୁହଁ ଲୁଚାଇ କ୍ୟାମେରା ସାମନାରେ ପୋଜ ଦେଉଥିବାର ଦେଖା ଗଲେ, କିନ୍ତୁ ତାଙ୍କୁ ସେତେବେଳେ କହି ଚିହ୍ନି ପାରିଲେ ନାହିଁ ।

କିନ୍ତୁ ଯେତେବେଳେ ଜଣା ପଡିଲା କି ସେ ଜ୍ୟାକଲିନ ଫେର୍ନାଣ୍ଡେଜ ଅଟନ୍ତି, ସେତେବେଳେ ପର୍ଯ୍ୟନ୍ତ ସେ ସେଠୁ ଚାଲି ଯାଇଥିଲେ । ଏହି କାରଣରୁ ଲୋକମାନେ ଜାଣିବାକୁ ଚାହୁଁଛନ୍ତି କି ସେ ନିଜ ମୁହଁ କାହିଁକି ଲୁଚାଇ ଥିଲେ ।

ଗୋଲାପି ରଙ୍ଗର କପଡାରେ ଜ୍ୟାକଲିନ ଫେର୍ନାଣ୍ଡେଜ ଘୋଡାଇ ଥିଲେ ଚେହେରା

ବର୍ତ୍ତମାନ ଜ୍ୟାକଲିନ ଫେର୍ନାଣ୍ଡେଜଙ୍କର ମୁହଁ ଲୁଚାଇ ଥିବା ଏକ ଫଟୋ ବହୁତ ଭାଇରାଲ ହେଉଛି । ଏହି ଫଟୋକୁ ଦେଖିବା ପରେ ୟୁଜରମାନେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । କହିଦେଉଛୁ ଯେ ଜ୍ୟାକଲିନ ଗୋଲାପି ରଙ୍ଗର କପଡା ଦ୍ଵାରା ନିଜର ଚେହେରା ଲୁଚାଇ ଥିଲେ ।

ତେବେ ଏଥିପାଇଁ ଲୁଚାଇବାକୁ ପଡିଥିଲା ଜ୍ୟାକଲିନ ଫେର୍ନାଣ୍ଡେଜଙ୍କୁ ଚେହେରା

ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କର ଚେହେରା ଲୁଚାଇବା ପଛର କାରଣ ବି ଲୋକମାନେ ଜାଣିବାକୁ ଚେଷ୍ଟା କରିଲେ । କହିବାକୁ ଗଲେ ସେ ଶୁଟିଙ୍ଗ ସମୟରେ ହୋଇଥିବା ଦୁର୍ଘଟଣା କାରଣରୁ ନିଜ ଚେହେରାକୁ ଘୋଡାଇ ଥିଲେ । ଶୁଟିଙ୍ଗ ସମୟରେ ଜ୍ୟାକଲିନ ଫେର୍ନାଣ୍ଡେଜଙ୍କର ପ୍ରାଇୱେଟ ବୋଟ ଓଲଟି ଗଲା, ଯେଉଁ କାରଣରୁ ତାଙ୍କୁ ସାର୍ବଜନିକ ବୋଟର ସାହାର ନେବାକୁ ପଡିଲା ଓ ଏଥିପାଇଁ ସେ ନିଜର ମୁହଁକୁ ଲୁଚାଇଲେ ।

କହିଦେଛୁ ଯେ ଜ୍ୟାକଲିନଙ୍କୁ ନିଜ ମୁହଁ ଏଥିପାଇଁ ଲୁଚାଇବାକୁ ପଡିଲା, କାରଣ ଯଦି ତାଙ୍କୁ ଲୋକମାନେ ଦେଖି ଦେଇଥାନ୍ତେ ତେବେ ସେଠି ଭିଡ ହୋଇ ଯାଇଥାନ୍ତା । ଯେଉଁ କାରଣରୁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା ।

ସୁଶାନ୍ତ ସିଂହ ରାଜପୁତ ସହିତ ନଜର ଆସିବେ

ମିଡିୟା ରିପୋର୍ଟ୍ସ ଅନୁସାରେ ଜ୍ୟାକଲିନ ନିଜର ଆଗାମୀ ଫିଲ୍ମର ଶୁଟିଙ୍ଗ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ କରୁଛନ୍ତି । ଏହା ଛଡା ସେ କାର୍ତିକ ଆର୍ୟନ ଓ ସଲମାନ ଖାନଙ୍କ ସହିତ ବି ଅନ୍ୟ କିଛି ଫିଲ୍ମରେ ନଜର ଆସି ପାରନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।