ଆଜିର ରାଶିଫଳ, 28 ଜାନୁଆରୀ 2021, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଦିନ ବହୁତ ଭଲରେ କଟିବ ।ନିଜର ଦକ୍ଷ ଅନୁଯାଇ ବହୁତ ଭଲ ଫଳ ପ୍ରଦ ହେବ ଓ ନିଜର ଦକ୍ଷ ଠାରୁ ଅଧିକା ଦାଇତ୍ୟ ନେଇପାରନ୍ତି । ପାଠ ପଢୁଥିବା ପିଲା ମାନେ କୌଣସି ଏକ ଭଲ କାର୍ଯ୍ୟ କରିପାରନ୍ତି । ବ୍ୟବସାୟ ପାଇଁ ନୂଆ ରାସ୍ତା ମଧ୍ୟ ପିଟିବାର ସମ୍ଭାବନା ଅଛି । ସମାଜରେ ମାନ ସଂମ୍ମାନ ବଢିବ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । ଆଜି ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି କରିବେ ।

ବୃଷ

ଆଜି ପିଲା ମାନେ ଆପଣଙ୍କର ଚିନ୍ତା ବଢାଇ ଦେବେ ଏମିତି କିଛି କାର୍ଯ୍ୟରେ କରିବେ ଯାହା ଫଳରେ ନିଜେ ସମସ୍ଥଙ୍କ ଆଗରେ ଛୋଟ ହୋଇଯିବେ । ନିଜ ପରିବାରରେ ବହୁତ ଖୁସି ରହିବ । କୌଣସି ମହତ୍ୟା ପୂର୍ଣ୍ଣ କାମରେ ବାହାରକୁ ଯାଇପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବ ଓ କିଛି ଜିନିଷ ବଢାଇ ପାରିବେ । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । କାର୍ଯ୍ୟ ଭାର ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳ କରାଇଦେବ ।

ମିଥୁନ

ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶ୍ରୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ଆଜି ସବୁ କାର୍ଯ୍ୟ ଓ ସବୁ ମହତ୍ୟ ପୂର୍ଣ୍ଣ କାର୍ଯ୍ୟରେ ସାହର୍ଜ୍ୟ କରିବେ । ଆର୍ଥିକ ସମସ୍ୟା ଦୂରେଇ ଯିବ । ଦିନ ଆପଣଙ୍କର ମଧ୍ୟମ ଧରଣ ରହିବ । ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ ।

କର୍କଟ

ଅଫିସରେ କାହା ସାଙ୍ଗରେ ଅଯଥା ଯୁକ୍ତି କରନ୍ତୁ ନାହିଁ । ନଚେତ କେହି ଆପଣଙ୍କୁ ନୀଚ ଦେଖାଇ ପାରନ୍ତି । ତାଙ୍କ ସହ ଅଯଥା କଥା ହୋଇ ନିଜର ସମୟ ନଷ୍ଟ କରନ୍ତୁ ନାହିଁ ନିଜ କାର୍ଯ୍ୟ ଠିକ ଭାବରେ କରିଚାଳନ୍ତୁ । ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ମାତା ଓ ପିତାଙ୍କର ସ୍ଵାସ୍ଥ୍ୟରେ କିଛି ସମସ୍ୟା ଦେଖା ଦେଇପାରେ ସେଥିପାଇଁ ଆଜି ତାଙ୍କୁ ଟିକେ ଭଲ ଭାବରେ ଦେଖାରେଖା ସହିତ ଧ୍ୟାନ ରଖନ୍ତୁ । ସେ କେଉଁ ଠାରେ ପଡିଯିବାର ସମ୍ଭାବନା ଅଛି ଯାହାକି ବଡ କ୍ଷତି କରି ଦେଇପାରେ ।

ସିଂହ

ପୂର୍ବରୁ କରିଥିବା କାର୍ଯ୍ୟରେ ସଫଳ ହେବେ ଓ ଆଜି ଆପଣଙ୍କର ଭାଗ୍ୟ ପୁରା ସାଥ ଦେବ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ । ଯେଉଁ ଜିନିଷ ପାଇଁ ଆପଣ ଇଛା ରଖିଛନ୍ତି ହୁଏତ ସେହି ଜିନିଷ ନମିଳିପାରେ ବା ସେହି ଜିନିଷ ଭାଙ୍ଗି ଯାଇପାରେ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କନ୍ୟା

ବହୁଦିନ ରୁ ଅସୁବିଧା ଭୋଗ କରୁଥିବା ସମସ୍ୟା ରୁ ଆଜି ବାହାରକୁ ବାହାରି ପାରିବା । କିଛି ନୂଆ ସମାଧାନ ପାଇ ସେହି ନିର୍ଦ୍ଦେଶ ଅନୁସାରେ କାମ କଲେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ । ସ୍ଵାସ୍ଥ୍ୟରେ କିଛି ଟଙ୍କା ଖର୍ଚ୍ଚ ହୋଇପାରେ । ଗାଡି ଧୀରେ ଚଲାନ୍ତୁ ଦୁର୍ଘଟଣା ହେବା ସମ୍ଭବନା ଅଛି ।

ତୁଳା

ନିଜ ଭିତରେ ଥିବା ଉର୍ଜା ନିଜକୁ ବହୁତ ଶାନ୍ତି ଦେବା ସହିତ କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିବେ । । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳି ଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ । ଆଜି ଆପଣଙ୍କର ମନ ସ୍ତିର ନହେବା ଫଳରେ କୌଣସି କାମ କରିପାରିବେ ନାହିଁ । ସେଥିପାଇଁ ଆଜି ଆପଣ ଚିନ୍ତାରେ ରହିପାରନ୍ତି ।

ବିଚ୍ଛା

କୌଣସି ଲୋକେ ଆପଣଙ୍କୁ ଖାଲରେ ପକାଇ ପାରନ୍ତି । ପୂର୍ବରୁ ବନାଇଥିବା କାର୍ଯ୍ୟକୁ ଏବେ ଆପଣ ପୂରଣ କରିପାରିବେ । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ । ତେଣୁ କରି ଜଗି ରକ୍ଷୀ କାର୍ଯ୍ୟ କରନ୍ତୁ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ ।

ଧନୁ

ଆଜି ଆପଣଙ୍କର ଦିନ ବହୁତ ଭଲରେ କଟିବ । ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ସହାୟତା ମିଳିପାରେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା । ରାଗ ଉପରେ ନିୟତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି ।

ମକର

ଆଜି ଦିନ ଆପଣଙ୍କର ଭଲରେ କଟିବ ସାଙ୍ଗ ମାନଙ୍କ ପାଖରୁ କିଛି ସହାୟତା ମିଳିପାରେ ଯାହା ଫଳରେ ଯେଉଁ ଜିନିଷ ଆପଣ କରିବାକୁ ଚାହୁଥିଲେ ସେହି ଜିନିଷ ଆପଣ ଆରମ୍ ରେ କରିପାରିବେ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ ।

କୁମ୍ଭ

ନିଜେ ବହୁ ପୁର୍ବରୁ କରିଥିବା କାମରେ ଆଜି ଫଶୀ ଯାଇପାରନ୍ତି ଓ ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ୍ରେ ରହିପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି । ମାତା ଓ ପିତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ କିଛି ଛୋଟ ସମସ୍ୟା ଦେଖା ଦେଇପାରେ । ପୁରୁଣା ରୋଗ ବଢି ଯାଇପରେ ।

ମୀନ

ଲୋକଙ୍କର ଆଶ୍ରୀବାଦ ନେବା ସହିତ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ ଓ ଭାଗ୍ୟ ପୁରା ସାଥ ଦେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ । କୌଣସି ଏକ ଖରାପ କାମ କରିବା ଫଳରେ ନିଜ ସ୍ତ୍ରୀଙ୍କ ସାମନ୍ନାରେ ମୁଣ୍ଡ ତଳକୁ ହୋଇଯିବ । ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି । ପରିବାରରେ ସମସ୍ଥେ ଖୁସି ରହିବେ କିନ୍ତୁ ଧ୍ୟାନ ରଖିବେ କି ଆପଣଙ୍କର କଥା ଆଜି କାହାକୁ ଖରାପ ଲାଗିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।