Jyotish Shastra- ମୁହଁରୁ ବାହାରିବା ମାତ୍ରେ ସବୁ ଇଚ୍ଛା ହେବ ପୂର୍ଣ୍ଣ, ଦୀର୍ଘ ୧୦୦ ବର୍ଷ ପରେ ଏହି ୬ ଟି ରାଶି ହେବେ କୋଟିପତି

ଶାସ୍ତ୍ରରେ ଶନିବାରର ବଡ଼ ମହତ୍ତ୍ଵ ରହିଛି । ଆଜି ଦିନରେ ପିତୃପୁରୁଷଙ୍କ ସହିତ ଭଗବାନ ଶନି ଦେବଙ୍କ ବିଶେଷ ମହତ୍ତ୍ଵ ରହିଛି । କୁହନ୍ତି ଆଜି ଦିନରେ ଶନି ଦେବଙ୍କ ପୂଜାର୍ଚ୍ଚନା କଲେ ଶନି ଦେବ ବହୁତ ଖୁସି ହୋଇଥାନ୍ତି । ଶନି ଦେବ ବ୍ୟକ୍ତିକୁ କର୍ମରେ ଆଧାର କରି ଫଳ ଦିଅନ୍ତି । ଶନି ଦେବଙ୍କ ଗୁରୁ ସ୍ବୟଂ ମହାଦେବ ଅଟନ୍ତି ଯେତେବେଳେ ସେ ପ୍ରସନ୍ନ ହୁଅନ୍ତି ସେତେବେଳେ ଅନେକ ଖୁସି ଦିଅନ୍ତି କିନ୍ତୁ ଜଦି କେହି ଭୁଲ କାର୍ଯ୍ୟ କରିଥାଏ ତେବେ ସେ ଶନିଙ୍କ ଦୃଷ୍ଟିରୁ ବଞ୍ଚି ପାରିବ ନାହିଁ ।

ଏହି ଦିନରେ ପିତୃ ଦୋଷରୁ ମୁକ୍ତି କରିବାର ଭଲ ସମୟ । ଜଦି ଆପଣଙ୍କର ଶନି ଦଶା ଚାଲିଛି ତେବେ ଆପଣ ଶନି ଦେବଙ୍କ ପାଖରେ ଶନି ସ୍ତୋତ୍ର ମନ୍ତ୍ର ପାଠ କରନ୍ତୁ । ଜଦି ଆପଣଙ୍କର ଆଖପାଖରେ ଶନି ମନ୍ଦିର ନାହିଁ । ଏହା ସହିତ ଆପଣ ଆଜି ସନ୍ଧ୍ୟାରେ ଶନି ଚାଳିଶା ପାଠ ମଧ୍ୟ କରି ପାରିବେ । ଜ୍ଯୋତିଷ ଙ୍କ ଅନୁସାରେ ଆସନ୍ତା ସମୟ କିଛି ରାଶି ପାଇଁ ବହୁତ ଖାସ୍ ରହିବ । ଏହି ରାଶି ମାନଙ୍କର ଶନି ଦେବ ଏବେ ସମସ୍ତ ଦୁଃଖ କଷ୍ଟ ଦୂର କରିବାକୁ ଯାଉଛନ୍ତି ।

ଶନିଦେବଙ୍କ କୃପାରୁ କିଛି ବିଗିଡି ଯାଇଥିବା ରାଶିର ଭାଗ୍ୟ ପୁଣି ବନି ବାକୁ ଯାଉଛି । ଏହି ରାଶିର ଲୋକମାନେ ନୂଆ ରୂପରେ ଜୀବନ ଆରମ୍ଭ କରିବେ ଯାହା ସେମାନଙ୍କୁ ଭଲ ଅନୁଭବ କରାଇବ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ଏହାଦ୍ବାରା ଆପଣ ଆପଣଙ୍କ ଇଚ୍ଛାକୁ ଶିଘ୍ର ପୂରା କରିବାରେ ସଫଳ ହେବେ । ଘର ପରିବାର ସହିତ ଆପଣଙ୍କର ସୁଖ ସମୟ ବ୍ୟତୀତ ହେବ । ଏହା ଦ୍ବାରା କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ଏହାଦ୍ବାରା ଜୀବନସାଥି ପାଖରୁ କୈାଣସି ବଡ଼ ଖୁସି ଖବର ପାଇବାର ସମ୍ଭାବନା ରହିଛି । ଆପଣ ଅନେକ କ୍ଷେତ୍ରରେ ଭାଗ୍ୟବାନ ରହିବେ । ବ୍ୟପାରରେ ଲାଭବାନ ହେବେ ଏବଂ ଆପଣଙ୍କୁ ଯାହା ପଇସା ମିଳିବାର ଥିଲା ତାହା ଫେରି ପାଇବେ । ଜମି ବାଡ଼ିରୁ ପଇସା ମିଳିପାରେ ।

ସମସ୍ତ ଦିଗରୁ ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି । କୈାଣସି ଅଜଣା ଯାଗାରୁ ମଧ୍ୟ ପଇସା ମିଳିବାର ଯୋଗ ରହିଛି । ଯେଉଁ ମାନେ ବିବାହ କରିବାକୁ ମନ ବଳାଇଛନ୍ତି ସେମାନଙ୍କର ମନ ପସନ୍ଦର ପ୍ରସ୍ତାବ ଆସିବ । ଏହା ଦ୍ବାରା ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ । ଏବେ ଆପଣଙ୍କ ପ୍ରକୃତ ପ୍ରେମ ପାଇବାକୁ କେହି ରୋକି ପାରିବେ ନାହିଁ । ଆପଣଙ୍କ ଜୀବନର ସମସ୍ତ ଇଚ୍ଛା ପୂରା ହେବ । ଭଗବାନ ଶନି ଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡି ରହିବ ।

କେବଳ ଏତିକି ଧ୍ୟାନ ଦେବେ ଆପଣ ଭାବନାତ୍ମକ ରୂପରେ ଆପଣ ଜମାବି କମଜୋର ପଡ଼ିବେ ନାହିଁ ଏବଂ ଆପଣଙ୍କ ଦୈନଦିନ ଜୀବନରେ ସନ୍ତୁଳନ ବନେଇକି ଚାଲିବେ ଯାହାଦ୍ଵାରା ଆପଣ ମାନସିକ ରୂପରେ ବହୁତ ଖୁସି ପାଇବେ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ । ସେହି ରାଶି ଗୁଡିକ ହେଲା ତୁଳା ରାଶି, କନ୍ୟା ରାଶି, ସିଂହ ରାଶି, ମକର ରାଶି, ମିଥୁନ ରାଶି, ଏବଂ ମେଷ ରାଶି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।