‘ସେ ଭିଡିଓରେ ଖାଲି କିସ ସିନ ଅଛି ..କିଛି ବି ସେକ୍ସ ସିନ ନାହିଁ .ମୋ ସ୍ୱାମୀ ହିଁ ତାକୁ….’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମାଜ ତାହାକୁ ଗ୍ରହଣ କରି ନଥାଏ । ଆଉ ଏବେ ଅନେକ ସମୟରେ ପ୍ରେମ କୁ ନେଇ ବିଭିନ୍ନ ଘଟଣା ସବୁ ନଜରକୁ ଆସୁଛି । ଆଉ ଏବେ ଜଣେ ମହିଳା ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏକ ଭିଡିଓ ରେ ଜଣେ ମହିଳା ଏମିତି କିଛି କହି ଥିବାର ଦେଖିବାକୁ ମିଳିଛି ।

ଏବେ ଏହି ଭିଡ଼ିଓ ଜଣଙ୍କ ଏମିତି କିଛି ବୟାନ ଦେଲେ ଜଣେ ଯୁବକ ନାଁ ରେ ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ । ଏହିଠାରେ ପୁଣି ଥରେ ପ୍ରେମ କୁ ନେଇ ଏକ ଭିଡ଼ିଓ ଏବେ ଚର୍ଚ୍ଚା କୁ ଆସିଛି । ବିଭିନ୍ନ ସମୟରେ ଏହିପରି କିଛି ଭିଡ଼ିଓ ସବୁ ନଜରକୁ ଆସିଥାଏ ଯେଉଁଠି ପ୍ରେମ କୁ ନେଇ କିଛି ନା କିଛି ଘଟଣା ସାମ୍ନା କୁ ଆସିଥାଏ । ପ୍ରେମ କରିବା ପରେ କେଉଁଠି ପ୍ରେମିକା ର ପ୍ରତାରଣା ସହ୍ୟ କରି ନ ପାରି ପ୍ରେମିକ ନିଜ ଜୀବନ କୁ ବାଜି ଲଗେଇ ଦେଇଥାଏ ।

ତେବେ ବେଳେ ବେଳେ ପ୍ରେମ ସମ୍ପର୍କ କୁ ନେଇ ବିବାହିତ ଯୁବକ ନିଜ ସ୍ତ୍ରୀ ରାହଥିଲେ ଅନ୍ୟ ଯୁବତୀ ସହିତ ସମ୍ପର୍କ ରଖିଥାଏ ଶେଷରେ ସେହି ଯୁବତୀ କୁ ମିଛ ପ୍ରତିଶ୍ରୁତି ଦେଇ ଧୋକା ଦେଇଥାଏ ଯାହାର ପରବର୍ତ୍ତୀ ସମୟରେ ବିଭିନ୍ନ ଭିଡ଼ିଓ ସବୁ ଭାଇରଲ ହୋଇଥାଏ । ଆଉ ଏବେ ସେହିପରି ଜଣେ ଯୁବକ ଏମିତି କିଛି କରି ଦେଇଛନ୍ତି ଯାହା କୁ ନେଇ ଏବେ ମହିଳା ଜଣଙ୍କ ବୟାନ ଦେଲେ ।

ତେବେ ଭିଡିଓ ରେ ମହିଳା ନିଜ ସ୍ଵାମୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମହିଳାଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ନେଇ ଏବେ ଚର୍ଚ୍ଚା ହେଉଛି । ତେବେ ମହିଳାଙ୍କ ମତରେ ତାଙ୍କ ସ୍ଵାମୀ ସେହି ଭିଡିଓ ବନେଇ ଭାଇରାଲ କରିଛନ୍ତି । ଗଣମାଧ୍ୟମ ସାମ୍ନାରେ ମହିଳା ଜଣକ କହିଛନ୍ତି-‘ସାଙ୍ଗ ମୋତେ କହିଛି କି ତୋର ସ୍ଵାମୀ ଏମିତି କରିଛନ୍ତି ବୋଲି ତ ସେଇଟା ମୁଁ ଏତେ କ୍ଲିୟର ନାହଁ ।

ତେବେ ଆଉ ଜଣେ ଏଥିରେ ସାମିଲ ଅଛି ପ୍ରକାଶ କୁମାର ଜେନା ମୋ ସାନ ଭଉଣୀକୁ ନେଇ ସେ ଫେରାର ହେଇଯାଇଛି । ସେ ଏହି ଜିନିଷରେ ୧୦୦ ପ୍ରତିଶତ ଅଛି । ସେ ମୋତେ ବହୁତ ଖରାପ ଭାଷାରେ ମେସେଜ କରୁଛି । ସେ କହୁଛି ମୋ ପିଲା ମାନେ ମୋ ସ୍ଵାମୀର ନୁହେଁ ଆଉ କାହାର । ମୋ ସ୍ଵାମୀ ତ ରାଉଲକେଲାର ଆଉ ଇଏ ଭଦ୍ରକର ମଝିରେ କିଏ ଅଛି ମୁଁ ଜାଣିଛି ହେଲେ ନାଁ ମୁଁ ଅବଶ୍ୟ କହିବାକୁ ଚାହୁଁନି ।

ତେବେ ପ୍ରକାଶ କୁମାର ଜେନା ଦ୍ଵାରା ହିଁ ଏ ଜିନିଷ କରାଯାଇଛି । କାରଣ ମୋ ସାଙ୍ଗ ଦିଲୀପ ଜେନା ଯିଏ ମୋ ସ୍ଵାମୀକୁ ଜାଣି ନାହିଁ । ମୋ ସ୍ଵାମୀ ନମ୍ବର ବି ତା ପାଖରେ ନାହିଁ । ସେହି ଭିଡିଓରେ କିଛି ନେକେଡ ସିନ୍ ଅଛି କିସ୍ ସିନ୍ ଅଛି । ଲୋକ କହୁଛନ୍ତି ବହୁତ ଖରାପ ସିନ୍ ସେକ୍ସ ସିନ୍ କିଛି ବି ସେକ୍ସ ସିନ୍ ନାହିଁ । ଭିଡିଓରେ ମୋ ସାଙ୍ଗ ଅଛି ଆଉ ମୁଁ ଅଛି ।୭ଦିଲୀପ ଜେନା ଯେତେବେଳେ ମୁଁ ରାଉଲକେଲାରେ ଥିଲି ସେ ମୋତେ ଧାର ମାଗିଥିଲା ୫ ହଜାର ଟଙ୍କା । ମୁଁ ତାକୁ ଟଙ୍କା ଦେଇଥିଲି । ସେ ମୋତେ ଟଙ୍କା ଦେବା ପାଇଁ ଯାଜପୁର ଡକାଇ ଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।