ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଙ୍କ ପୁଅ ହେଉଛି ବହୁତ ହ୍ୟାନ୍ଡସମ, ହେଇପାରେ ବଲିଉଡ ର ଆଗାମୀ ସୁପରଷ୍ଟାର

ବଲୀଉଡ ର ଅଭିନେତ୍ରୀ ଏମତି ଅଛନ୍ତି ଯେଉଁମାନେ ପ୍ରଥମ ଫିଲ୍ମରେ ବହୁତ ନା କରିଛନ୍ତି କିନ୍ତୁ ତାହା ପରେ ସେମାନେ ଯେମିତି ଗାୟବ ହୋଇଗଲେ । ନିଜର ପ୍ରଥମ ଫିଲ୍ମ ଦ୍ଵାରା ଏହି ଅଭିନେତ୍ରୀ ମାନେ ଦର୍ଶକଏନକେ ହୃଦୟରେ ଏକ ଅଲଗା ଛାପ ଛାଡି ଦେଇଛନ୍ତି । ଏବଂ ନିଜର ଦିୱାନା ବନେଇ ଦେଇଛନ୍ତି । ଦର୍ଶକ ମାନେ ତାଙ୍କର ଦୁତୀୟ ଫିଲ୍ମ ଦେଖିବା ପାଇଁ ଯେମିତ ଚାହିଁ ବସିଛନ୍ତି କିନ୍ତୁ ତାହା ପୁଣି ସମ୍ଭବ ହେଲା ନାହିଁ । ଭାଗ୍ୟଶ୍ରୀ ଗ୍ରେସୀ ସିଂହ ଏବଂ ଭୂମିକା ଚାୱଲା ଏମତି କିଛି ହିରୋଇନ ଯେଉଁମାନେ ନିଜର ଭଲ ଅଭିନୟ ରେ ଲୋକ ମାନଙ୍କର ହୁର୍ଦୟ ଜିତିଲେ ।

କିନ୍ତୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୂରେଇ ଗଲେ । ଆଜି ଆମେ ଏମିତ ଏକ ଅଭିନେତ୍ରୀ ବିଷୟରେ କହିବୁ ଯିଏ କି ଏକ ସୁପରହିଟ ଫିଲ୍ମ କରିଲେ ଏବଂ ତାହା ପରେ ସେ ଫିଲ୍ମ ରୁ ଦୂରେଇ ଯାଇ ବିବାହ କରି ନେଲେ ।

ଆମେ କହୁଛୁ ଭୂମିକା ଚାୱଲା ବିଷୟରେ । ଭୂମିକା ଚାୱଲା ସଲମାନ ଖାନଙ୍କ ସହିତ ଫିଲ୍ମ ‘ତେରେ ନାମ’ ରେ ଆସିଥିଲେ । ଏହା ତାଙ୍କର ଡେବ୍ଯୂ ଫିଲ୍ମ ଥିଲେ । ଭୂମିକାଙ୍କର ପ୍ରଥମ ଫିଲ୍ମ ସୁପର ହିଟ ହେଲା ଏବଂ ସେ ରାତାରାତି ଷ୍ଟାର ହୋଇ ଗଲେ । କିନ୍ତୁ ଏହି ଫିଲ୍ମ ପରେ ତାଙ୍କୁ ଭଲ ଫିଲ୍ମ ମିଳିଲା ନାହିଁ ଏବଂ ଗୋଟିଏ ଦୁଇଟା ଫିଲ୍ମ କରିଲା ପରେ ସେ ସାଇଡ ରୋଲରେ ଆସିଲେ । କିନ୍ତୁ ସବୁ ପରେ ବି ସେ ସାଉଥ ଫିଲ୍ମରେ ବଡ ହିରୋଇନ ଅଟନ୍ତି ।

ସମସ୍ତେ ଜାଣି ନଥିବେ କି ଭୂମିକା ଚାୱଲା ନିଜର ଆରମ୍ଭ ସାଉଥ ର ଫିଲ୍ମ ‘Yuvkudu’ ରେ କରିଥିଲେ ।ଫିଲ୍ମ ୨୦୦୦ ରେ ଆସିଥିଲା । ଦର୍ଶକ ମାନେ ଏହି ଫିଲ୍ମ କୁ ବହୁତ ପସନ୍ଦ କରିଥିଲେ । କିନ୍ତୁ ୨୦୦୩ ରେ ଆସିଥିବା ‘ତେରେ ନାମ’ ବର୍ତ୍ତମାନ ପର୍ଯ୍ୟନ୍ତ ବଡ ହିଟ ଫିଲ୍ମ ଅଟେ । ଭୂମିକା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କ ପୁଅ ମଧ୍ୟ ବହୁତ କ୍ୟୁଟ ହେଇଛି । ଭୂମିକା ୨୦୦୭ ରେ ଭାରତ ଠାକୁର ଙ୍କ ସହ ବିବାହ କରିଥିଲେ ।

ଆଜି ଆମେ ତାଙ୍କ ପୁଅର କିଛି ଫୋଟୋ ଆପଣଙ୍କ ନିକଟର ଆଣିଛୁ । ଭୂମିକା ର ପୁଅ ବର୍ତ୍ତମାନ ଛୋଟ ଅଛନ୍ତି କିନ୍ତୁ ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ହେଣ୍ଡସମ ଦେଖାଯାନ୍ତି । ସମସ୍ତେ କହୁଛନ୍ତି କି ସେ ବଡ ହୋଇ ଏକ ସୁପରଷ୍ଟାର ହୋଇ ପାରିବେ ।