କଣ ହେଉଛି ଗଙ୍ଗାରୁ ଜଳପରୀ ବାହାରିଥିବା ଖବରର ସତ୍ୟତା, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ଦେଖନ୍ତୁ ଭିଡିଓ

ପିଲାବେଳୁ ଜଳପରି ର କାହାଣୀ ଶୁଣୁଥିବା ଲୋକମାଙ୍କ ପାଇଁ ଏକ ଖବର ସାମନ୍ନା କୁ ଆସିଥିଲା କି ଗଙ୍ଗା ରୁ ଏକ ଜଳପରି ବାହାରିଥିଲା । ଆପଣ ସବୁ କାହାଣୀ ରେ ଶୁଣି ଥିବେ କି ଜଳପରି ପାଣିରେ ରହୁଛନ୍ତି ଏବଂ ତାଙ୍କର ଅଧା ଶରୀର ମାଛ ଭଳି ଏବଂ ଅଧା ମଣିଷ ଭଳି ହୋଇ ଥାଏ । କିନ୍ତୁ ବର୍ତ୍ତମାନ ଗୋଟିଏ ଏମିତି ଭିଡିଓ ସାମନ୍ନା କୁ ଆସିଛି ଯେଉଁଥିରେ ସତରେ ଏକ ଜଳପରି ପରି ଦେଖା ଯାଉଛି ।

ଏହି ଭିଡିଓ ଲୋକମାନଙ୍କର ୧୫ ଡିସେମ୍ବର ରେ ୟୁଟିଉବ ରେ ଆସି ଥିଲା । ଏହି ଭିଡିଓ କୁ ଲକ୍ଷ ଲକ୍ଷ ଲୋକ ଦେଖିଲେ ଏବଂ ଏହି ଭିଡିଓରେ ଜଳପରି ଧରିଥିବାର କଥା ପୂରାପୂରି ସତ ଅଟେ । ଏହି ଖବର ସତ କିମ୍ବା ମିଥ୍ୟା କେହି ଜାଣି ନାହାନ୍ତି । ସମସ୍ତେ ଏହି ଭିଡିଓ କୁ ସେୟାର କରୁଥିଲେ ଏବଂ ଦେଖୁଥିଲେ । ଏଥିପାଇଁ ଆଜି ଆମେ ଏହି ଭିଡିଓ ପଛରେ ଥିବା ସତ କଥା କହିବାକୁ ଯାଉଛୁ ।

ଆପଣଙ୍କୁ କହିଦେଉଛୁ ଯେ ବର୍ତ୍ତମାନ ହିଁ ଓଖୀ ନାମ ର ଚକ୍ରୱାତ ରେ କିଛି ଜୀବ ସମୁଦ୍ର ରୁ ବାହାରକୁ ପଳେଈ ଆସି ଥିଲେ । ଏହି ଭିଡିଓ ଏବଂ ଏଥିରେ ଥିବା ଫଟୋ ଏମିତି ହିଁ ଏକ ଜୀବ ର ଅଟେ । ଯାହାକୁ ଜଳପରି କୁହାଯାଉଛି । ଆପଣ ଯଦି ଭିଡିଓ ଦେଖିବେ ତେବେ ଜୀବଟି କାଠ ର ଏକ ଟେବୁଲ ଉପରେ ଅଛି । ସମସ୍ତେ ଏହାକୁ ସେୟାର କରି ଏହାକୁ ସମୁଦ୍ର ର ଜଳପରି ବୋଲି ସତ ଘଟଣା କହୁଛନ୍ତି ।

କିନ୍ତୁ ଯେଉଁ ଭିଡିଓ କୁ ଦେଖି ଏହି ଅଜୀବ ପ୍ରକାର ର ଜୀବ କୁ ଲୋକମାନେ ଜଳପରି ଭାବୁଛନ୍ତି ତାହା ଏକ ପେଣ୍ଟିଙ୍ଗ ଅଟେ । ଏହି କଥାର ସତ୍ୟତା ଇଣ୍ଟର୍ନେଟ ରେ ଜୀବ ପ୍ରକାରର ମାଛ ର ଚିତ୍ର ବନାଉଥିବା ଏକ ବ୍ୟକ୍ତି ସମନ୍ନାକୁ ଆସିବାରେ ହେଇଛି ।ଏହି କଳାକାର ମିଆମାର ର ରହୁଥିବା ବେଳେବେଳେ ଏହି ଭଳି ପେଣ୍ଟିଙ୍ଗ ତିଆରି କରିଥାନ୍ତି । ଖବର ଅନୁସାରେ ଏହି କଳାକାର ଏହି ପେଣ୍ଟିଙ୍ଗ କୁ କାଠ ଏବଂ ଫାୟବର ରେ ତିଆରି କରିଛନ୍ତି ।

ଏହି କଥା ସମନ୍ନା କୁ ଆସିବା ପରେ ଜଳପରି ମିଳିବାର ଖବର ସୋସିୟାଲ ମିଡିୟାରେ ବହୁତ ଭାୟରଲ ହୋଇଥିଲା କିନ୍ତୁ ଏହା ମିଥ୍ୟା ଅଟେ । ସେଥିପାଇଁ ଏହିଭଳି କଥାରେ ଆସନ୍ତୁ ନାହିଁ ଏବଂ ନ ବୁଝି ସୁଝି ଏହି କଥା କୁ ବିଶ୍ଵାସ କରନ୍ତୁ ନାହିଁ ।