କେବେ ଦେଖିନଥିବେ ଏହି ସବୁ ଭାରତ ସ୍ଵାଧୀନ ହେବା ସମୟର ଫୋଟୋ ! ଦୟାକରି କମଜୋର ହୃଦୟ ବାଲା ଦେଖନ୍ତୁ ନାହିଁ କି କେମିତି ଦେଶ ସ୍ଵାଧୀନ ହେଇଥିଲା !

ଆମେ ଆପଣଙ୍କୁ ସ୍ଵାଧୀନତା ସମୟ ର କିଛି ଫଟୋ ଦେଖେଇବାକୁ ଯାଉଛୁ, ଯାହାକୁ ଦେଖି ଆପଣ ବୁଝି ପାରିବେ କି ଆମ ଦେଶକୁ ସ୍ଵାଧୀନତା ପାଇଁ କଣ କରିବାକୁ ପଡି ଥିଲା । ଏଠି କିଛି ସ୍ଵାଧୀନତା ସମୟର ଫଟୋ ଏମିତି ବି ଅଛି ଯାହା ଆପଣଙ୍କୁ ମାନସିକ ରୂପରେ ଆଶ୍ଚର୍ଯ୍ୟ କରି ପାରେ । ତାକୁ ଦେଖେଇବା ପାଇଁ ଆମେ ଆପଣଙ୍କଠୁ କ୍ଷମା ମାଗୁଛୁ କିନ୍ତୁ ଏହି ସତ୍ୟକୁ ଆପଣଙ୍କ ନିକଟରେ ପହଞ୍ଚେଇବା ଜରୁରୀ ଅଟେ ।

( କମଜୋର ହୃଦୟ ଥିବା ଲୋକମାନେ ଫଟୋ ଗୁଡିକୁ ଦେଖନ୍ତୁ ନାହିଁ ନହେଲେ ଏହା ଆପଣଙ୍କୁ ବିଚଳିତ କରିଦେବ )

ତେବେ ଦେଖନ୍ତୁ ଭାରତୀୟ ସ୍ଵାଧୀନତା ସମୟର ଫଟୋ –

୧. ସ୍ଵାଧୀନତା ର ମୂଲ୍ୟ କିଛି ଲୋକମାନଙ୍କୁ ନିଜର ଘର ଛାଡି ସୁଜିବାକୁ ପଡିଥିଲା । ବିଭାଜିତ ସାମୀରେ ହିନ୍ଦୁ ଲୋକ ଭାରତକୁ ଆସୁ ଥିଲେ ଏବଂ ମୁସ୍ଲିମ ଲୋକ ପାକିସ୍ତାନ କୁ ଯାଉ ଥିଲେ ।

୨. ଏହି ଟ୍ରେନ କହୁଛି କି ସେହି ସମୟର କିଛି ଲୋକ ସ୍ଵାଧୀନତା ର ଖୁସି ନୁହେଁ ଦୁଖ ମନାଉ ଥିଲେ ।

୩. ପାଣି ରାସ୍ତାରେ ଲୋକମାନେ ଭାରତକୁ ଆସୁଥିଲେ ।

୪. ସ୍ଵାଧୀନତା ର ସକାଳେ ଦିଲ୍ଲୀ ର ଲାଲକିଲା ରେ ଲୋକମାନେ ସ୍ଵାଧୀନତା ର ଖୁସି ମନାଉଥିଲେ ଏବଂ ଏପଟେ କିଛି ଏକାଠି ଥିଲେ ।

୫. ଆଜି ଆମେ ଖୁସି ଅଛୁ କି ଭରତ ର ସ୍ଵାଧୀନ ଅଛି କିନ୍ତୁ ସ୍ଵାଧୀନତା ସମୟରେ ମରାମରି ର ଏହି ଫଟୋ କହୁଛି କି ଯାଉ ଯାଉ ଅଙ୍ଗରେଜ ଆମକୁ କେତେ କଷ୍ଟ ଦେଇ ଗଲେ ।

୬. ଜଣଙ୍କୁ ମିଳି ଥିଲା ଭାରତ ଏବଂ ଆଉ ଜଣକୁ ପାକିସ୍ତାନ ମିଳି ଥିଲା ।

୭. ସ୍ଵାଧୀନତା ର କାଗଜ କାରବାର ପୁରା କରୁଥିଲେ, ଅଙ୍ଗରେଜ କିନ୍ତୁ ଏଠି ମହାତ୍ମା ଗାନ୍ଧୀ ନାହାନ୍ତି ଏବଂ ଏହି ଶୂନ୍ୟତା କହୁଛି କି ଗାନ୍ଧୀ ସ୍ଵାଧୀନତା ରେ ଖୁସି ନାହାନ୍ତି ।

୮. ଏହି ସ୍ଵାଧୀନତା ସାମୀରେ ସବୁଠୁ ବେସୀ ଲୁଟ ମହିଳା ମାନଙ୍କର ହୋଇ ଥିଲା । ମାଙ୍କୁ ଅସୁବିଧା ହେଉଥିଲା ନିଜର କୋମଳ ପିଲା କୁ ବଞ୍ଚେଇ ରଖିବା ପାଇଁ ।

୯. ଦେଖନ୍ତୁ କେମିତି ମଣିଷ ପଳାୟନ ପାଇଁ ବାଧ୍ୟ ଅଟନ୍ତି ।

୧୦. ସେହି ସମୟରେ ପୁଶୁ ହେବା ସହଜ ଥିଲା ହେଲେ ମଣିଷ ହେଇ ରହିବା କଷ୍ଟ ଥିଲା ।

୧୧. ସ୍ଵାଧୀନତା ପୂର୍ବରୁ ଯେତେବେଳେ ବିଭାଜନ ର ଖବର ଆସୁନଥିଲା ତେବେ ଗାନ୍ଧୀ ଜି ଅଲି ଜିନ୍ନା ସହ ଦେଖା କରୁଥିଲେ ।

୧୨. ଜାଳିବାଲା ବାଗ ର କଷ୍ଟଦାୟକ ଘଟଣା କୁ ଭୁଲିବା ସହଜ ନୁହେଁ । ତେବେ ଏଠି ଉପସ୍ଥିତ ଲୋକମାନେ ସ୍ଵାଧୀନତା ପାଇଁ କଥାବାରତା ହେଉଥିଲେ ।

୧୩. ସ୍ଵାଧୀନତା ପାଇଁ ସଂଘର୍ଷ କରୁଥିବା ଲୋକମାନେ ।

୧୪. ସ୍ଵାଧୀନତା ପାଇଁ ଲୋର୍ଡ ମାଉଂଟବେଟନ ସହିତ କଥାବାରତା କରୁଥିବା, ମହାତ୍ମା ଗାନ୍ଧୀ ।

୧୫. ସ୍ଵାଧୀନତା ର ଖୁସି ମନାଉଛନ୍ତି ପଂଡିତ ଜୱାହରଲାଲ ନେହରୂ ।

ଏସବୁ ଥିଲା ସ୍ଵାଧୀନତା ସମୟର କିଛି ଅଭୂଲା ସ୍ମୃତି।