ସେଦିନ ମହେନ୍ଦ୍ର ସିଂ ଧୋନୀ ରନ ଆଉଟ ହୋଇଥିଲେ, କାନ୍ଦିଥିଲା ଭରତ.. ହେଲେ ଆଜି..

2019 ବିଶ୍ଵକପ ର ସେମି ଫାଇନାଲ ମ୍ଯାଚ ସମସ୍ତଙ୍କ ମନରେ ଏବେ ବି ରହିଛି । ଆଉ ଆଜି ଯେବେ ସେମି ଫାଇନାଲ କୁ ଆଉ ଗୋଟେ ଦିନ ବାକି ଅଛି ସେତେବେଳେ ମହେନ୍ଦ୍ର ସିଂ ଧୋନୀ ଙ୍କର ରନ ଆଉଟ କଥା ସେତିକି ବ୍ୟଥିତ କରୁଛି । ହଁ ଦର୍ଶକ ବନ୍ଧୁ ସେଦିନ ରନ ଆଉଟ ପରେ ଧୋନୀ କାନ୍ଦିଥିଲେ । ଆଉ ତାଙ୍କ ସହ କାନ୍ଦିଥିଲେ ସବୁ ଭାରତୀୟ । କାରଣ ସେଦିନରୁ 2019 ବିଶ୍ଵକପ ପରେ ରାସ୍ତା ବନ୍ଦ ହୋଇ ଯାଇଥିଲା ଇଣ୍ଡିଆ ପାଇଁ ।

ଆଉ ଆଜି ସେହି ଦଳ ନିୟୁଜଲ୍ୟାଣ୍ଡ ସହ ଭାରତ ସେମି ଫାଇନାଲ ରେ ଭେଟିବାକୁ ନ୍ଯାଉଛି । ଭାରତ ନିୟୁଜଲ୍ୟାଣ୍ଡ ସହ ଖେଳିବ ସେମି ଫାଇନାଲ ମ୍ଯାଚ । ଆଉ ଯଦି ଭାରତ ଜିତିଯାଏ ଏବେ 2019 ର ବଦଲା ନେବ ସତ । କିନ୍ତୁ ଖେଳ ପୂର୍ବରୁ ସେହି ଗୋଟେ ମୂହୁର୍ତ୍ତ ସମସ୍ତଙ୍କୁ ଭୟଭୀତ କରୁଛି । ପୂ ନି ଥରେ 2023 ବିଶ୍ଵକପ କୁ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢି ଯାଇଛି ।

2019 ବିଶ୍ଵକପ ସେମି ଫାଇନାଲ ରେ ନିୟୁଜଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 8 ୱିକେଟ ହରାଇ 239 ରନ କରିଥିଲା । ଆଉ ଏହି ବ୍ୟବଧାନକୁ ଦେଖି ସମସ୍ତେ ଭାବିଥିଲେ ଭାରତ ଫାଇନାଲ ଖେଳିବ । କେ ଏଲ ରାହୁଲ 7ଟି ବଲ ଖେଳି 1 ରନ କରିଥିଲେ । ରୋହିତ ଶର୍ମା 4ଟି ବଲ ଖେଳି 1 ରନ, ବିରାଟ କୋହଲି  6ଟି ବଲ ଖେଳି 1 ରନ, ଋଷଭ ପନ୍ଥ 56ଟି ବଲ ଖେଳି 32 ରନ, ଦିନେଶ କାର୍ତ୍ତିକ 25 ବଲ ଖେଳି 6 ରନ , ହାର୍ଦ୍ଦିକ ପାଣ୍ଡିଆ 62 ବଲ ଖେଳି 32 ରନ କରିଥିଲେ କରିଥିଲେ ।

ଆଉ ଏହାରି ମଧ୍ୟରେ ସବୁ ୱିକେଟ ଯିବା ପରେ ମଇଦାନ କୁ ଓଲହାଇଥିଲେ ଧୋନୀ ଓ ରବିନ୍ଦ୍ର ଜାଡେଜା । ଦୁହିଙ୍କର ପାର୍ଟନରସିପ ଯୋଡି ରେ ସମସ୍ତଙ୍କୁ ଲାଗୁଥିଲା ପୁଣି ଥରେ ମଉଳି ଯିବା ଆଶା ଜୀବିତ ହେଉଛି । ପୁଣି ଥରେ ଭାରତ 2019 ଫାଇନାଲ ଖେଳିବ । କିନ୍ତୁ ହଠାତ ଧୋନୀ ରନ ଆଉଟ ହେଲେ । ଯାହା ସବୁ ଭାରତୀୟଙ୍କୁ ସ୍ତବ୍ଧ କରି ଦେଲା । କିଛି ସମୟ ପାଇଁ ଭାବୁକ ହୋଇ ପଡିଥିଲେ ସମସ୍ତେ ।

କାରଣ ଭାରତୀୟ ଦଳ ସେଠାରୁ ହିଁ ବିଶ୍ଵକପ ଯାତ୍ରା ସେସ କରିଥିଲା । ଧୋନୀ ଙ୍କ ପରେ ଜାଡେଜା ଆଉଟ ହୋଇ ଥିଲେ । 221 ରନ କରି ସବୁ ୱିକେଟ ହରାଇ ଥିଲା ଭାରତୀୟ ଦଳ । କାରଣ ସେତେବେ ବେଳକୁ ନିୟୁଜଲ୍ୟାଣ୍ଡ 18 ରନ ରେ ଭାରତ ଥଋ ଜିତି 2019 ବିଶ୍ଵକପ ର ଫାଇନାଲ ମ୍ଯାଚରେ ସ୍ଥାନ ପାଇଥିଲା । ଆଉ ପୁଣି ଥରେ ସେମି ଫାଇନାଲ ଯିବା ପୂର୍ବରୁ ଭାରତ ଭେଟିବ ନିୟୁଜଲ୍ୟାଣ୍ଡ । କିନ୍ତୁ ଏହାରି ମଧ୍ୟରେ ଧୋନୀ ଙ୍କ ରନ ଆଉଟ ସମସ୍ତଙ୍କୁ ମନେ ପକାଇ ଦେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।