କାହିଁକି କେ ଏଲ ରାହୁଲ ଙ୍କୁ ବୋଲିଙ୍ଗ କରିବାକୁ ସୁଯୋଗ ଦେଲେ ନାହିଁ ରୋହିତ ଶର୍ମା ? ଜାଣନ୍ତୁ ଏହି ରିପୋର୍ଟରେ ।

ନମସ୍କାର ବନ୍ଧୁଗଣ । ଗତ କାଲିର ମ୍ଯାଚରେ ଦର୍ଶକ ଭରପୁର ମଜା ନେଇଛନ୍ତି । କାରଣ ଭାରତୀୟ ଟିମର ପାର୍ଟ ଟାଇମ ବୋଲୋର ମାନଙ୍କୁ ବୋଲିଙ୍ଗ କରିବାର ଦେଖିବାକୁ ମିଳିଥିଲା । ଯେମିତି କି ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ ଓ ଶୁଭମନ ଗିଲ । ଏମିତିକି ଯେଉଁ ମାନେ ବୋଲିଙ୍ଗ କରି ନ ଥିଲେ କାଲି ପ୍ରଥମ ଥର ପାଇଁ ବୋଲିଙ୍ଗ କରିଲେ । କିନ୍ତୁ ଯେବେ ରୋହିତ ଶର୍ମା ସମସ୍ତଙ୍କୁ ସୁଯୋଗ ଦେଲେ ସେତେବେଳେ କେ ଏଲ ରାହୁଲ ମଧ୍ୟ ଭାବୁଥିଲେ ତାଙ୍କୁ ସୁଯୋଗ ମିଳିଥାନ୍ତା ।

ଯେଉଁ 6ଟି ବଲ ରାହୁଲ ପକାଇ ଥାନ୍ତେ ସେହି ସମୟରେ ରାହୁଲ ଯେଉଁ ୱିକେଟ କିପର ଥିଲେ ସେତେବେଳେ ୱିକେଟ କିପିଙ୍ଗ କିଏ କରିଥାନ୍ତା ? ସେଥିପାଇଁ ବୋଧ ହୁଏ ରାହୁଲଙ୍କୁ ବୋଲିଙ୍ଗ କରିବାକୁ ସୁଯୋଗ ମିଳିଲାନି । ସବୁଠାରୁ ବଡ କଥା ହେଉଛି ଯେବେ ବିରାଟ କୋହଲି ବୋଲିଙ୍ଗ କରିଲେ ଏତେବେଳେ ଶୁଭମନ ଗିଲ। ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିଲେ ଦର୍ଶକ ମାନେ ଏହାର ମଜା ଉଠାଇଛନ୍ତି ।

କାରଣ ଏମିତି ଖେଳ କେବେ ବି ଇଣ୍ଡିଆ ଖେଳି ନ ଥିଲା । କହି ରଖୁଚୁ ଆଲୋକର ପର୍ବ ଦୀପାବଳି ରେ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି । ପ୍ରଥମେ ଟିମ ଇଣ୍ଡିଆ କରି ବ୍ୟାଟିଂ କରି କମାଲ କରିଥିଲା । ନେଦରଲ୍ୟାଣ୍ଡ କୁ 411 ରନ ର ଟାର୍ଗେଟ ଦେଇ ପ୍ରତିପକ୍ଷ ଙ୍କୁ ସର୍ଟ ଖେଳିବାକୁ ସୁଯୋଗ ଦେଲା ନାହିଁ । କାରଣ ରୋହିତ ଶର୍ମା ପ୍ରଥମ ଥର ପାଇଁ ଏମିତି ଏକ ଖେଳ ଖେଳିଥିଲେ ଯାହା କ୍ରିକେଟ ପ୍ରେମିଙ୍କୁ ବେଶ ପସନ୍ଦ ଆସିଥିଲା ।

ପାର୍ଟ ଟାଇମ ବୋଲୋରଙ୍କୁ ବୋଲିଙ୍ଗ ଦେଇଥିଲେ । ଯେମିତି ବିରାଟ ବୋଲିଙ୍ଗ କରିବା ଆରମ୍ଭ କରିଲେ ଷ୍ଟାଡିୟମରେ ତାଙ୍କ ନାଁ ରେ ନାରା ଲାଗିଲା । ଆଉ ବିରାଟ 3 ଓଭୋର ବୋଲିଙ୍ଗ କରି ମାତ୍ର 13 ରନ ନେଇଥିଲେ । ଆଉ ଏହାରି ମଧ୍ୟରେ ଲ୍ୟାଣ୍ଡ ର ଅଧିନାୟକଙ୍କ ୱିକେଟ ନେଇଥିଲେ । ଗିଲ 2 ଓଭୋର ଖେଳି 11 ରନ ନେଇଥିଲେ କିନ୍ତୁ ୱିକେଟ  ପାଇ ନ ଥିଲେ ।

ସୂର୍ଯ୍ୟ କୁମାର ଯାଦବଙ୍କ ବୋଲିଂ ଦେଖି ଦର୍ଶକଙ୍କ ଖୁସି କହିଲେ ନ ସରେ । ବିରାଟ ଙ୍କ ୱିକେଟ ଏବ ଦେଖି ତାଙ୍କ ସ୍ତ୍ରୀ ଅନୁସ୍କା ଶର୍ମା ଷ୍ଟାଡିୟମ ରେ ନାଚି ଉଠିଥିଲେ । ଏହିଭଳି ଭାବେ ପାର୍ଟ ଟାଇମ ବୋଲୋର ମାନଙ୍କର ବଲ ପକାଇବାର କଳା ଦେଖି ଦର୍ଶକ ମାନେ ଭରପୁର ମଜା ନେଇଛନ୍ତି । ଆଉ ଏହାରି ମଧ୍ୟରେ କେ ଏଲ ରାହୁଲ କହୁଛନ୍ତି ମୁଁ ୱିକେଟ କିପରି ହେଲି ବୋଲି ମୋତେ ବୋଲିଙ୍ଗ କରିବାକୁ ଦିଆଗଲା ନାହିଁ । ଏମିତି କିଛି ଚର୍ଚ୍ଚା ଏବେ କ୍ରିକେଟ ଜାଗାରେ ହେବାରେ ଲାଗିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।