ସେ କେଉଁ ଫଳ ଯାହା କଷିରେ ଗୋଟେ ରଙ୍ଗ, ପାକଳର ଗୋଟେ ରଙ୍ଗ ଓ ପାଚିଲେ ଆଉ ଗୋଟେ ରଙ୍ଗର ହୋଇଥାଏ ? (General Knowledge)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଗୁଡିଏ କଥାମାନ ରହିଅଛି । ଯାହାକୁ ଜାଣିବା ଦ୍ଵାରା ପ୍ରତ୍ଯେକଟି ବ୍ୟକ୍ତିଙ୍କର ଜ୍ଞାନବର୍ଦ୍ଧକ ହୋଇଥାଏ । ଏହା ସହିତ ସେହି ଜ୍ଞାନ ଜଣେ ଜାଣି ଅନ୍ୟ ଜଣଙ୍କୁ ବାଣ୍ଟିବା ଦ୍ଵାରା ମଧ୍ୟ ଅନ୍ୟ ଜଣଙ୍କଟିର ଜ୍ଞାନ ବଢିଥାଏ । ତେବେ ଆଉ ସମୟ ଜମାରୁ ମଧ୍ୟ ବିଳମ୍ବ କରିବା ନାହିଁ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ ତଥ୍ୟ ସମ୍ବଦ୍ଧରେ ଆଲୋଚନା କରିନେବା ।

୧;- ଭାରତରେ ସବୁଠାରୁ ପୁରାତନ ଶ୍ରମିକ ସଂଗଠନ କଣ ଅଟେ ?

ଉତ୍ତର;- ଭାରତର ସବୁଠାରୁ ପୁରାତନ ଶ୍ରମିକ ସଂଗଠନ ଅଖିଳ ମଜଦୁର ସଂଘ କଙ୍ଗ୍ରେଶ ।

୨;- କେଉଁ ପଶୁ ଅଛି ଯାହାର ଗୋଟିଏ ଆଖି ଆଗକୁ ରହିଥାଏ ଓ ଅନ୍ୟ ଆଖିରେ ପଛ ପଟ ଆଖି ଦେଖିଥାଏ ?

ଉତ୍ତର;- ଝିଟିପିଟି ଏକ ଏପରି ପଶୁ ଯାହାର କି ଗୋଟିଏ ଆଖି ଆଗକୁ ରହିଥାଏ । ଓ ଅନ୍ୟଟି ଆଖିର ପଛପଟେ ରହିଥାଏ ।

୩;- ଶାଶୁ ଓ ବୋହୁ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର;- ଶାଶୁ ଓ ବୋହୁ ମନ୍ଦିର ଉଦୟପୁର ଠାରେ ଅବସ୍ଥିତ ରହିଛି ।

୪;- ଲାଲବାହାଦୂର ଶାସ୍ତ୍ରୀ ସମାଧିସ୍ତଳ କେଉଁ ନାମରେ ପରିଚିତ ?

ଉତ୍ତର;- ଲାଲବାହାଦୂରଶାସ୍ତ୍ରୀ ସମାଧିସ୍ତଳ ବିଜୟଘାଟ ନାମରେ ପରିଚିତ ।

୫;- ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର;- ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଥିଲେ ।

୬;- ଉତ୍ତରପ୍ରଦେଶର ମୁଖ୍ୟ ଲୋକନୃତ୍ୟର ନାମ କଣ ଅଟେ ?

ଉତ୍ତର;- ଉତ୍ତରପ୍ରଦେଶର ମୁଖ୍ୟ ଲୋକନୃତ୍ୟର ନାମ ଚାଚରୀ ଅଟେ ।

୭;- ଦୁନିଆର ସବୁଠୁ ବଡ ଦେଶ କଣ ଅଟେ ?

ଉତ୍ତର;- ଦୁନିଆର ସବୁଠୁ ବଡ ଦେଶର ନାମ ରୁଷିଆ ଅଟେ ।

୮;- ବୁଡି ଯାଉଥିବା ସୂର୍ଯ୍ୟର ଦେଶ କେଉଁ ଦେଶକୁ କୁହାଯାଇଥାଏ ?

ଉତ୍ତର;- ବୁଡି ଯାଉଥିବା ସୂର୍ଯ୍ୟର ଦେଶ ବ୍ରିଟେନକୁ କୁହାଯାଇଥାଏ ।

୯;- ଇଣ୍ଡିଆ ବ୍ରାଣ୍ଡ ଏକ୍ସକ୍ୟୁଟିଭ ଫଣ୍ଡ କେବେ ସ୍ଥାପନ କରଯାଇଥିଲା ?

ଉତ୍ତର;- ଇଣ୍ଡିଆ ବ୍ରାଣ୍ଡ ଏକ୍ସକ୍ୟୁଟିଭ ଫଣ୍ଡ ୧୯୯୬ ମସିହାରେ ସ୍ଥାପନ କରଯାଇଥିଲା ।

୧୦;- କେଉଁ ଗଛ ଅଛି ଜିଏକି ମାଂସ ଖାଇଥାଏ ?

ଉତ୍ତର;- ଭେନୁସ ଫ୍ଲାଇ ଟ୍ରାପ ଗଛ ଜିଏକି ମାଂସ ଖାଇଥାଏ ।

୧୧;- ଡେନମାର୍କ ଦେଶର ସାଂସଦର ନାମ କଣ ଅଟେ ?

ଉତ୍ତର;- ଡେନମାର୍କ ଦେଶର ସାଂସଦର ନାମ ଫୋଲୋକେଟିଙ୍ଗ ଅଟେ ।

୧୨;- କେଉଁ ରାଜ୍ୟକୁ କୋଇଲା ଭଣ୍ଡାର କୁହାଯାଏ ?

ଉତ୍ତର;- ଝାରଖଣ୍ଡକୁ କୋଇଲା ରାଜ୍ୟ କୁହାଯାଏ ।

୧୩;- ପୃଥିବୀର ସବୁଠାରୁ ଶୀତଳ ଦେଶ କେଉଁଟି ଅଟେ ?

ଉତ୍ତର;- ପୃଥିବୀର ସବୁଠାରୁ ଶୀତଳ ଦେଶ ରୁଷିଆ ଅଟେ ।

୧୪;- କେଉଁ ଜୀବ ଜନ୍ମ ହେବା ମାତ୍ରେ ମା’ କୁ ଖାଇଥାଏ ?

ଉତ୍ତର;- ବିଛା ଜନ୍ମ ହେବା ମାତ୍ରେ ତା’ ମା’ ମରିଯାଇଥାଏ ।

୧୫;- ସେ କେଉଁ ଫଳ କଷିରେ ଗୋଟେ ରଙ୍ଗ ପାକଳର ଗୋଟେ ରଙ୍ଗ ଓ ପାଚିଲେ ଗୋଟେ ରଙ୍ଗ ହୋଇଥାଏ ?

ଉତ୍ତର;-ଖଜୁରୀର ରଙ୍ଗ କଷିରେ, ପାକଳରେ ଓ ପାଚିଲେ ଭିନ୍ନ ଭିନ୍ନ ରହିଥାଏ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଏହିପରି ଜ୍ଞାନପୂର୍ଣ୍ଣ ତଥ୍ୟ ପଢିବାକୁ ଚାହୁଁଥିଲେ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ