ବେକରେ କେଉଁ ଜିନିଷ ପିନ୍ଧିଲେ ହୃଦରୋଗ ଏବଂ ମସ୍ତିଷ୍କ ରୋଗ ଦୂର ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜୀବନ ହେଉଛି ଏକ ଦୁର୍ଲଭ ଜୀବନ । ତେବେ ପ୍ରତ୍ଯେକଟି ମନୁଷ୍ୟ ଜନ୍ମ ପାଇଥିବା ବ୍ୟକ୍ତିବିଶେଷ ମାନେ ନିଜର ଜୀବନକୁ ସାର୍ଥକ କରିବା ଉଚିତ । ତେବେ ଜୀବନରେ ସଫଳତା ଆସିବା ପରେ ହିଁ ବ୍ୟକ୍ତିର ଜୀବନ ସଫଳ ହୋଇଥାଏ । ଏଥିପାଇଁ ବ୍ୟକ୍ତିକୁ ନିଜର ପରିଶ୍ରମ ଜାରୀ ରଖିବା ସହିତ କିଛି ଆଧ୍ୟାତ୍ମିକ ଜ୍ଞାନ ମଧ୍ୟ ଆହରଣ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । କୌଣସି ସ୍ଥାନକୁ ଯିବା ପୂର୍ବରୁ ଯଦି ଆପଣଙ୍କ ପିନ୍ଧା ବସ୍ତ୍ର ନମିଳେ ।

ତେବେ ଏହା ବହୁତ ଅଶୁଭ ସଂକେତ ହୋଇଥାଏ । କୁକୁର ଯଦି ଆପଣଙ୍କ ଗୋଡକୁ ଶୁଙ୍ଘିଥାଏ । ତେବେ ଏହାର ଅର୍ଥ ଲାଭଦାୟକ ହୋଇଥାଏ । ଯଦି କାହା ଘରକୁ କୁକୁର ନଖରେ ଆମ୍ପୁଡେ । ତେବେ ଏହା ଘରେ ଚୋରୀ ହେବାର ସଂକେତ ଦେଇଥାଏ । ଘରୁ ବାହାରିକି ଯିବା ସମୟରେ ଯଦି କୁକୁର ପଛେ ପଛେ ଯାଇଥାଏ । ତେବେ ଏହା କିଛି ବିପଦ ପଡିବାର ସଂକେତ ଦେଇଥାଏ । ନିଜ ହାତ ଗୋଦାର ଆଙ୍ଗୁଠି କେବେ ମଧ୍ୟ ଫୁଟାନ୍ତୁ ନାହିଁ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ ।

ଯାତ୍ରା ସମୟରେ ଯଦି ବାମ ପଟରେ ଘୋଡା କିମ୍ବା ମେଣ୍ଢା ଦେଖନ୍ତି । ତେବେ ଏହା ଶୁଭସଂକେତ ହୋଇଥାଏ । କୌଣସି ସ୍ଥାନକୁ ଯିବା ସମୟରେ ଯଦି ହଟାତ ଭାବେ ବର୍ଷା ଆରମ୍ଭ ହୋଇଯାଇଥାଏ । ତେବେ ଏହା ଅଶୁଭ ସଂକେତ ହୋଇଥାଏ । ଦ୍ଵାର ମୁହଁରେ ଯଦି ଜୋତା କିମ୍ବା ଚପଲ ଓଲଟା ପଡିଥାଏ । ତେବେ କାହା ସହିତ ଝଗଡା ହେବାର ସମ୍ଭାବନା ରହିଥାଏ ।

ଶୁନଶାନ ସ୍ଥାନରେ କେବେ ପରିସ୍ରା କରନ୍ତୁ ନାହିଁ । ନଚେତ ପ୍ରେତ୍ମାତ୍ମା ପଛରେ ପଡିଯାଇଥାନ୍ତି । ଘରେ ରାତିରେ କେବେ ସିଟି ମାରନ୍ତୁ ନାହିଁ । ଏହା ଦ୍ଵାରା ସାପ ଓ ଭୁତପ୍ରେତ ଘରେ ପ୍ରବେଶ କରିଦେଇଥାନ୍ତି । ସିଧା ଠିଆ ହୋଇ ଆଣ୍ଠୁକୁ ଅନାଇଲେ । ଆଣ୍ଠୁ ନଦିଶେ । ତେବେ ସ୍ଵାସ୍ଥର ସ୍ଥିତି ଖରାପ ହେଉଥିବାର ସଂକେତ ମିଳିଯାଇଥାଏ । ଯଦି ନୁଜ ନାକ ନିଜକୁ ଦେଖା ଯାଇନଥାଏ । ଭୟଙ୍କର ରୋଗରେ ପୀଡିତ ହେବାର ସମ୍ଭାବନା ମିଳିଯାଇଥାଏ ।

ଶୀତ ଦିନେ ଉଷୁମ ପାଣିରେ ଗାଧୋଇଲେ । ଶରୀର ପାଇଁ ହିତକର ହୋଇଥାଏ । ଏହା ଶରୀରର ରକ୍ତଚାପ ଓ ହୃଦରୋଗର ଆଶଙ୍କା କମାଇଦେଇଥାଏ । ଶୀତ ଦିନ ଅଧିକ ପାଣି ସେବନ କରିଲେ । ଏହା ଶରୀର ପାଇଁ ବହୁତ ହିଁ ହିତକର ହୋଇଥାଏ । ଚର୍ମ ଜନିତ ବହୁତ ସମସ୍ଯା ମଧ୍ୟ ଦୂର ହୋଇଥାଏ ।

ବେକରେ ରୁଦ୍ରାକ୍ଷ ଧାରଣ କରିଲେ । ହୃଦରୋଗ, ମାନସିକ ରୋଗ ଓ ମସ୍ତିଷ୍କ ରୋଗରୁ ଉପଶମ ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ