ଶିକ୍ଷାର ମନ୍ଦିରରେ ଶିକ୍ଷୟତ୍ରି ମାନେ ଲଗେଇଲେ ଠୁମକା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ଆଗ୍ରାର ପରିଷଦୀୟ ବିଦ୍ୟାଳୟରେ ଶିକ୍ଷୟତ୍ରୀ ମାନଙ୍କ ଡାନ୍ସ ପାର୍ଟିର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ତୀବ୍ର ବେଗରେ ଭା-ଇ-ରା-ଲ ହେବାକୁ ଲାଗିଛି । ଏହି ଭିଡିଓରେ ଫିଲ୍ମ ଗୀତ ମାନଙ୍କରେ ଶିକ୍ଷୟତ୍ରୀ ମାନଙ୍କୁ ଜମେଇକି ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ଶିକ୍ଷାର ମନ୍ଦିର ବିଦ୍ୟାଳୟରେ ଶିକ୍ଷୟତ୍ରୀ ମାନଙ୍କ ଏହିଭଳି ଡାନ୍ସ ଭି-ଡି-ଓ ଭା-ଇ-ରା-ଲ ହେବା ପରେ ଶିକ୍ଷା ଅଧିକାରୀ ସେମାନଙ୍କୁ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ଶିକ୍ଷୟତ୍ରୀ ମାନଙ୍କ ଡାନ୍ସକୁ ପାଇଁ ଦୁଇ ଦିନ ଭିତରେ ସ୍ପଷ୍ଟିକରଣ ମାଗିଛନ୍ତି ।

ଶିକ୍ଷୟତ୍ରୀ ମାନେ ଏଭଳି ଡାନ୍ସ ପାର୍ଟି କଣ ପାଇଁ କରିଥିଲେ ଏବଂ କେଉଁ ପରିସ୍ଥିତିରେ କରିଥିଲେ ଏନେଇ ସ୍ପଷ୍ଟିକରଣ ମାଗିଛନ୍ତି ଉଚ୍ଚ ଅଧିକାରୀ । ଯଦି ସେମାନଙ୍କ ଜବାବ ସନ୍ତୋଷଜନକ ନ ଆସେ ତେବେ ଶିକ୍ଷୟତ୍ରୀ ମାନଙ୍କ ଉପରେ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛି । ତେବେ ଏହି ଭିଡିଓଟି ଅଛନେରା ବ୍ଲକ ଅନ୍ତର୍ଗତ ସାଧନ ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟର ଅଟେ ବୋଲି ଜଣାପଡିଛି । ଭା-ଇ-ରା-ଲ ଭି-ଡି-ଓ-ରେ ଶିକ୍ଷୟତ୍ରୀ ମାନେ ବଲିଉଡ ଗୀତ ମାନଙ୍କରେ ଜବରଦସ୍ତ ଠୁମକା ଲଗାଉଛନ୍ତି ।

ତେବେ ଏହି ଭି-ଡି-ଓ-ଟି ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଶିକ୍ଷୟତ୍ରୀ ମାନଙ୍କ ନାଚକୁ ନେଇ ଲୋକଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ସ୍କୁଲ ଭଳି ସ୍ଥାନରେ ଗୁରୁମା ବା ଶିକ୍ଷୟତ୍ରୀ ମାନଙ୍କ ଏଭଳି ନାଚକୁ ନାପସନ୍ଦ କରିଛନ୍ତି । ବିଦ୍ୟାର ମନ୍ଦିରରେ ଏଭଳି କାର୍ଯ୍ୟ ନି-ନ୍ଦ-ନୀ-ୟ ଅଟେ ବୋଲି କହୁଛନ୍ତି । ଏଥିପାଇଁ ଯଥା ଶୀଘ୍ର ଶିକ୍ଷୟତ୍ରୀ ମାନଙ୍କ ବି-ରୁ-ଦ୍ଧ-ରେ କା-ର୍ଯ୍ୟା-ନୁ-ଷ୍ଠା-ନ ନିଆଯାଉ ବୋଲି କହୁଛନ୍ତି ।

ତେବେ ଆଉ କିଛି ଲୋକ ଶିକ୍ଷୟତ୍ରୀଙ୍କ ନାଚରେ କୌଣସି ଅ-ଶ୍ଳୀ-ଳ-ତା କିମ୍ବା ଭୁଲ ଥିବା ଦେଖାଯାଉ ନଥିବା କଥା କହୁଛନ୍ତି । ସ୍କୁଲରେ ପିଲାମାନେ ନିଜର ପ୍ରତିଭା ଦେଖାଇ ଥାଆନ୍ତି । ତେବେ ଶିକ୍ଷୟତ୍ରୀ ମାନେ ମଧ୍ୟ ନିଜ ପ୍ରତିଭା ଦେଖାଇବାରେ କୌଣସି ଭୁଲ ନାହିଁ ବୋଲି ଲୋକମାନେ କହୁଛନ୍ତି । ତେବେ ଯାହା ବି ହେଉ ଶିକ୍ଷୟତ୍ରୀ ମାନଙ୍କ ଏହି ମନୋରଞ୍ଜନ କାର୍ଯ୍ୟକ୍ରମ ସେମାନଙ୍କ ଉପରେ ଭାରି ପଡିଛି ।

ଏବେ ସେମାନଙ୍କୁ ଦୁଇ ଦିନ ମଧ୍ୟରେ ସନ୍ତୋଷଜନକ ସ୍ପଷ୍ଟିକରଣ ଦେବାକୁ ହେବ । ନଚେତ ସେମାନଙ୍କ ବି-ରୋ-ଧ-ରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।