ସାଥି ଯବାନଙ୍କ ଗୁଳିରେ ଚାଲିଗଲା 4 CRPF ଯବାନଙ୍କ ଜୀବନ, କାହିଁକି ଯବାନ ମାନେ ପରସ୍ପର ଉପରେ କରୁଥିଲେ ଏମିତି ଗୁଳି ବର୍ଷା, ଦେଖନ୍ତୁ video

ସି-ଆର-ପିଏ-ଫ କ୍ୟାମ୍ପରୁ ଆସିଛି ଏକ ବଡ ଖବର । ସି-ଆର-ପି-ଏଫ ଯବାନଙ୍କ କ୍ୟାମ୍ପରେ ରେ ଗୁ-ଳି-କା-ଣ୍ଡ ହୋଇଛି ଓ ସାଥି ଯବାନଙ୍କ ଗୁ-ଳି-ମା-ଡ-ରେ ଚାରି ଜଣ ଯବାନଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ରହିଛି । ଏହିଭଳି ଏକ ଅ-ଭା-ବ-ନୀ-ୟ ଘ-ଟ-ଣା ଘ-ଟି-ଛି ଛତିଶଗଡର ସୂକ୍ଷ୍ମାରେ । ଛତିଶଗଡରେ ସି-ଆର-ପି-ଏଫ ଯବାନଙ୍କ ମଧ୍ୟରେ ଗୁ-ଳି-କା-ଣ୍ଡ ହୋଇଥିଲା । ଏହି ଗୁ-ଳି-କା-ଣ୍ଡ-ରେ ସାଥି ଯବାନଙ୍କ ଗୁ-ଳି-ମା-ଡ-ରେ ଚାରି ଜଣ ଯବାନ ନି-ହ-ତ ହୋଇଛନ୍ତି ଓ ଆହୁରି ତିନି ଜଣ ଯବାନ ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ସି-ଆର-ପି-ଏଫ କ୍ୟାମ୍ପରେ ପୂର୍ବରୁ ମଧ୍ୟ ଏହିଭଳି ଘ-ଟ-ଣା ଘ-ଟି ସାରିଥିବା ବେଳେ ଏହାର ପୁନରାବୃତ୍ତି ହୋଇଛି । ମାଲକାନଗିରି ସୀମାବର୍ତ୍ତୀ ଏହି ସୂକ୍ଷ୍ମା ଜିଲ୍ଲା ରହିଛି । ସୂକ୍ଷ୍ମା ଜିଲ୍ଲାର ମରାଇଗୁଡା ଥାନା ଅନ୍ତର୍ଗତ ଲିଙ୍ଗନପାଲି ସି-ଆର-ପି-ଏଫ କ୍ୟାମ୍ପରେ ଏପରି ଏକ ଅ-ଘ-ଟ-ଣ ଘ-ଟି-ଛି । ସିଆରପିଏଫ ର ୫୦ ନମ୍ବର ବାଟାଲିୟନର ଯବାନ ମାନେ ସେଠାରେ ମୁତୟନ କରା ଯାଇଥିଲେ । ତେବେ କୌଣସି ଏକ କାରଣକୁ ନେଇ ଯବାନ ମାନଙ୍କ ମଧ୍ୟରେ ବ-ଚ-ସା ହୋଇଥିଲା ।

କ୍ରମେ ଏହି ବ-ଚ-ସା ଏତେ ଉ-ଗ୍ର ରୂପ ନେଇଥିଲା ଯେ ଯବାନ ମାନେ ପରସ୍ପର ଉପରେ ଗୁ-ଳି-ମା-ଡ କରିବା ଆରମ୍ଭ କରି ଦେଇଥିଲେ । ଖାସ କରି ଦୁଇ ଯବାନ ପରସ୍ପର ଉପରେ ଗୁ-ଳି-ମା-ଡ କରିଥିବା ସୂଚନା ରହିଛି । ତେବେ ଏହି ଗୁ-ଳି-ମା-ଡ-ରେ ଚାରିଜଣ ଯବାନ ମୃ-ତ୍ୟୁ-ବ-ର-ଣ କରିଥିବା ବେଳେ ଏବେ ମଧ୍ୟ ତିନି ଜଣ ଯବାନ ଗୁ-ରୁ-ତ-ର ଅଛନ୍ତି । ସେମାନଙ୍କୁ ପଡୋଶୀ ତେଲେଙ୍ଗାନାର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଓ ସେଠାରେ ସେମାନେ ଚିକିତ୍ସିତ ହେଉଛନ୍ତି ।

ତେବେ କେଉଁ କାରଣରୁ ଯବାନଙ୍କ ମଧ୍ୟରେ ବ-ଚ-ସା ହୋଇଥିଲା, କଣ ପାଇଁ ଗୁ-ଳି-ମା-ଡ ପର୍ଯ୍ୟନ୍ତ କଥା ଯାଇଥିଲା ଓ ମୃ-ତ ଯବାନଙ୍କ ପରିଚୟ ବିଷୟରେ ଏବେ ଯାଏଁ ପୋ-ଲି-ସ ପକ୍ଷରୁ ସ୍ପଷ୍ଟ କରା ଯାଇନାହିଁ । ତେବେ ପୂର୍ବରୁ ମଧ୍ୟ ମିଲିଟାରୀ କ୍ୟାମ୍ପ ମାନଙ୍କରେ ଏହିପରି ଅନେକ ଘ-ଟ-ଣା ଦେଖିବାକୁ ମିଳିଛି । ତେବେ ଏହି ଘ-ଟ-ଣା-ର ମୂଳ କାରଣ କଣ ଏହାକୁ ନେଇ ଏବେ ତ-ଦ-ନ୍ତ ଜାରି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।