ହୃଦୟ ବିଦାରକ ଦୃଶ୍ୟ ! ମ୍ଯୁନିସିପାଲିଟି ଅଳିଆ ଗାଡି ଭିତରେ କୁନି ଝିଅ, କେହି ଜଣେ video କରିବା ପରେ ଏବେ ହେଉଛି viral, ଦେଖିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

ଅଳିଆ ଗାଡି ଭିତରେ ଥାଇ କୁନି ଝିଅଟି ମୁଣ୍ଡ ଟେକି ବାହାରକୁ ଅନେଇ ରହିଛି । ଆଉ ଗାଡିଟି ନିର୍ବିଘ୍ନରେ ଆଗକୁ ଆଗକୁ ମା-ଡି ଚାଲିଛି । ଏହା ହେଉଛି ଏକ ମ୍ଯୁନିସିପାଲିଟି ଅଳିଆ ଗାଡି, ଯେଉଁଥିରେ ଦୁଇଟି ବଡ ଅଳିଆ ଡବା ରଖାଯାଇଛି । ଗୋଟିଏ ସବୁଜ ରଙ୍ଗର ଓ ଆଉ ଗୋଟିଏ ନୀଳରଙ୍ଗର । ସବୁଜ ରଙ୍ଗର ଅଳିଆ ଡବା ଭିତରୁ ମୁଣ୍ଡ ଟେକି ବାହାରକୁ ଅନେଇଛି କୁନି ଶିଶୁଟି । ନା ସେ କାନ୍ଦୁଛି ନା ପାଟି କରୁଛି । କେବଳ ଅ-ବା-କ ହୋଇ ଚାହିଁ ରହିଛି ରାସ୍ତାକୁ ।

ଏହିପରି ଏକ ଘ-ଟ-ଣା-ର ଭି-ଡି-ଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । କୁନି ଝିଅଟି ଅଳିଆ ଗାଡି ଭିତରୁ ମୁଣ୍ଡ ଟେକି ରହିଥିବା ଦେଖି କେହି ଜଣେ ଏହାର ଭି-ଡି-ଓ କରୁଛନ୍ତି, ଆଉ ଅବୁଝା ଶିଶୁଟି କେବଳ ତାଙ୍କୁ ଚାହିଁ ରହିଛି । ତେବେ ଏହି ଘ-ଟ-ଣା-ଟି ହେଉଛି ହାଇଦ୍ରାବାଦର । ଅଳିଆ ଗାଡିର ଡବାରେ ଇଂରାଜୀରେ ବଡ ବଡ ଅକ୍ଷରରେ ଲେଖା ହୋଇଛି, ‘ହାଇଦ୍ରାବାଦ ଆମ ସହର, ଆସନ୍ତୁ ଏହାକୁ ପରିଷ୍କାର ରଖିବା ।’

ଏକ ଅଳିଆ ଗାଡି ଭିତରେ କେତେ ପ୍ରକାରର ଅଳିଆ ଆବର୍ଜନା ରହିଥାଏ ତାହା ସମସ୍ତଙ୍କୁ ଜଣା । ସହର ଯାକର ପ-ଚାସ-ଢା ଜିନିଷ ଏଥିରେ ପୁରେଇ ସହର ବାହାରକୁ ନିଆଯାଏ । ଆଉ ସେଥିରୁ କେତେ ଯେ ତୀବ୍ର ଦୁ-ର୍ଗ-ନ୍ଧ ବାହାରେ ତାହା ମଧ୍ୟ କାହାକୁ ଅଜଣା ନୁହେଁ । ଜଣେ ବଡ ମଣିଷ ମଧ୍ୟ ସେହି ସବୁକୁ ଦେଖିଲେ ନାକ ଟେକେ ଓ ନିଃଶ୍ଵାସ ବନ୍ଦ କରି ସେହି ବାଟ ଦେଇ ଶୀଘ୍ର ଆଗକୁ ବଢିଯାଏ । କିନ୍ତୁ ସେହି ଆବର୍ଜନା ମଧ୍ୟରେ ଏକ କୋମଳମତି ଶିଶୁକୁ ଦେଖିବା ନିହାତି ଭାବେ ଅତ୍ୟନ୍ତ ହୃ-ଦ-ୟ ବି-ଦା-ର-କ ।

ଯେ କୌଣସି ସହୃଦୟ ବ୍ୟକ୍ତି ଏହି ଦୃଶ୍ୟ ଦେଖିଲେ ତାଙ୍କ ଆଖି ଛଳଛଳ ହୋଇଯିବ । ତେବେ ଏତେ ସାନ ଶିଶୁଟି ଅଳିଆ ଗାଡି ମଧ୍ୟକୁ କେମିତି ଆସିଲା ? ତାକୁ ଜାଣି ଶୁଣି ସେଥିରେ ରଖା ଯାଇଛି ନା ସେ ଅଜାଣତରେ ସେଥିରେ ରହି ଯାଇଛନ୍ତି ? ତାଙ୍କ ପିତାମାତା ଅଛନ୍ତି କି ନାହିଁ ? ଏହି ସମସ୍ତ କଥା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଆପଣଙ୍କୁ ଏହି ଦୃଶ୍ୟ ଦେଖି କଣ ମନେ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।