୧୨ ବର୍ଷ ଧରି ଶବ ବ୍ୟବଚ୍ଛେଦ ଗୃହରେ ମହିଳାଙ୍କ ଶବ ସହ କରୁଥିଲେ ଦୁଷ୍କର୍ମ ଆଉ ବନାଉଥିଲେ video, ଏହି ବ୍ୟକ୍ତିଙ୍କ କାରନାମା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ video

ଶ-ବ ସହ କରୁଥିଲେ ଦୁ-ଷ୍କ-ର୍ମ ତାହା ପୁଣି ଶବ ବ୍ୟ-ବ-ଚ୍ଛେ-ଦ ଗୃହରେ । ଥରେ କି ଦୁଇଥର, ଦିନେ କି ମାସେ ବା ବର୍ଷେ ନୁହେଁ ଏହିପରି ୧୨ ବର୍ଷ ଧରି ଶ-ବ ବ୍ୟ-ବ-ଚ୍ଛେ-ଦ ଗୃହରେ ମହିଳାଙ୍କ ଶ-ବ-କୁ ଦୁ-ଷ୍କ-ର୍ମ କରୁଥିଲା ଏହି ବ୍ୟକ୍ତି । ଏହିଭଳି ଏକ ଆଚମ୍ବିତ କରି ଦେବା ଭଳି ଘଟଣା ଇଂଲଣ୍ଡରୁ ସାମନାକୁ ଆସିଛି । ଶ-ବ ବ୍ୟ-ବ-ଚ୍ଛେ-ଦ ଗୃହରେ ୧୨ ବର୍ଷ ଧରି ମହିଳାଙ୍କ ଶ-ବ-କୁ ଦୁ-ଷ୍କ-ର୍ମ କରିବା ଘ-ଟ-ଣା ସମସ୍ତଙ୍କୁ ଚକିତ କରିଛି । କେବଳ ଦୁ-ଷ୍କ-ର୍ମ ନୁହେଁ ବରଂ ସେହି ସମୟର ଭି-ଡି-ଓ ମଧ୍ୟ ଉତ୍ତୋଳନ କରୁଥିଲେ ଏହି ବ୍ୟକ୍ତିଜଣକ ।

ସେ ପ୍ରାୟ ୧୦୦ ଜଣ ମହିଳାଙ୍କ ଶ-ବ ସହ ଦୁ-ଷ୍କ-ର୍ମ କରିଥିଲେ ସୁଦ୍ଧା ଏ ବିଷୟରେ କେହି ଜାଣିପାରି ନଥିଲେ । ଏହି ବ୍ୟକ୍ତିଜଣକ ହେଉଛନ୍ତି ଇଂଲଣ୍ଡର ଡେଭିଡ ଫୁଲର । ସେ ସେହି ବ୍ୟ-ବ-ଚ୍ଛେ-ଦ ଗୃହରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ ଓ ପ୍ରାୟ ୩୪ ବର୍ଷ ପରେ ମହିଳାଙ୍କ ଶ-ବ-କୁ ଦୁ-ଷ୍କ-ର୍ମ କରିବା ଘ-ଟ-ଣା-ରେ କୋର୍ଟ ଫୁଲରଙ୍କୁ ଦୋ-ଷୀ ସାବ୍ୟସ୍ତ କରିଥିଲା । ସେ ୧୯୮୭ ମସିହାରୁ ପ୍ରାୟ ୧୨ ବର୍ଷ ଧରି ଏପରି କାର୍ଯ୍ୟ କରି ଆସୁଥିଲେ ।

ବିଳମ୍ବିତ ରାତିରେ ସେଠାରେ କାର୍ଯ୍ୟ କରିବା ବେଳେ ଯେତେବେଳେ ଅନ୍ୟ କର୍ମଚାରୀ ସେଠାରୁ ଚାଲି ଯାଉଥିଲେ ଫୁଲର ଏଭଳି କାର୍ଯ୍ୟ କରୁଥିଲା । ୧୯୮୭ ରେ ଫୁଲର ଦୁଇ ଜଣ ମହିଳାଙ୍କୁ ହ-ତ୍ୟା କରିବା ପରେ ଏହି ଘ-ଟ-ଣା ସାମନାକୁ ଆସିଥିଲା । ଏନେଇ ତ-ଦ-ନ୍ତ କରାଯିବା ପରେ ଫୁଲରଙ୍କ ଡ଼ିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଥିଲା । ଏହି ଘ-ଟ-ଣା-ରେ ଫୁଲରଙ୍କୁ ସ-ନ୍ଦେ-ହ କରି ଗି-ର-ଫ କରାଯିବା ପରେ ଧୀରେ ଧୀରେ ଏହି ଘ-ଟ-ଣା ଉପରୁ ପ-ର-ଦା ହ-ଟି-ଥିଲା ।

ଏହା ପରେ ଫୁଲର ପ୍ରାୟ ୧୦୦ ଜଣ ମହିଳାଙ୍କ ସହ ଏଭଳି କରିଥିବାର ନିଜେ ସ୍ଵୀକାର କରିଥିଲା । ୨୦୧୧ ରେ ଫୁଲରଙ୍କୁ ଗି-ର-ଫ କରାଯିବା ପରେ ୫୧ଟି ଭିନ୍ନ ଭିନ୍ନ ମା-ମ-ଲା-ରେ ତାଙ୍କୁ ଦୋ-ଷୀ ସାବ୍ୟସ୍ତ କରାଯାଇ ଥିଲା । ତ-ଦ-ନ୍ତ ବେଳେ ଫୁଲରଙ୍କ ଘରୁ ଶ-ବ ସହ ଅ-ଶ୍ଳୀ-ଳ ଚି-ତ୍ର ଓ ଭି-ଡି-ଓ, ହାର୍ଡ ଡ୍ରାଇଭ, ଫ୍ଲିପ ଡିସ୍କ, ଡ଼ିଭିଡ଼ି ଏବଂ ମେମୋରି କାର୍ଡ ଜ-ବ-ତ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।