7 ଟି କଦଳୀ ଅଛି, 8 ଜଣ ଲୋକ ନ ଭାଙ୍ଗି ନ କାଟି କଦଳୀକୁ କେମିତି ଖାଇବେ ? ଏହାସହ ଆହୁରି 20 Interesting GK ପ୍ରଶ୍ନୋତ୍ତର

ଆଜିକାଲି ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ତଥା ଇଣ୍ଟରଭ୍ୟୁ ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ସବୁ ପଚରା ଯାଉଛି । ତେଣୁ ଅନ୍ୟ ସବୁ ବିଷୟର ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ଭଲ ରହିବା ଉଚିତ । କାରଣ ଅନେକ ସମୟରେ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ଆବେଦକଙ୍କ ଅଳ୍ପକେ ଚାକିରି ହାତଛଡା ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଅଧିକ ପଚରା ଯାଉଛି ।

୧- ଧାତୁ ମାନଙ୍କର ରାଜା କାହାକୁ କୁହା ଯାଇଥାଏ ?

ଉ: ସୁନା ହେଉଛି ଧାତୁ ମାନଙ୍କର ରାଜା

୨- କେଉଁ ଦେଶରେ ସବୁଠାରୁ ଅଧିକ ସଂଖ୍ୟକ ପୋଷ୍ଟ ଅଫିସ ରହିଛି ?

ଉ: ଆମ ଦେଶ ଭାରତରେ ସବୁଠୁ ଅଧିକ ପୋଷ୍ଟ ଅଫିସ ଅଛି ।

୩- ଭୋର ସମୟରେ ଦେଖା ଯାଉଥିବା ତାରା କେଉଁ ଗ୍ରହକୁ କୁହାଯାଏ ?

ଉ: ଶୁକ୍ର ଗ୍ରହକୁ ପ୍ରଭାତୀ ତାରା କୁହାଯାଏ ।

୪- ଆମ ଶରୀରରେ କଳାଜାଇ କିପରି ହୋଇଥାଏ ।

ଉ: କଳାଜାଇ ପିଗମେଣ୍ଟ ଏକତ୍ରିତ ହେବା କାରଣରୁ ହୋଇଥାଏ ।

୫- ରିଟାୟାର ହୋଇଥିବା କ୍ରିକେଟର ମାନଙ୍କୁ ପେନସନ ମିଳିଥାଏ କି ?

ଉ: ହଁ, ମିଳିଥାଏ ।

୬- ଓଡିଶାର କେଉଁ ସହରକୁ ମନ୍ଦିରମାଳିନୀ ସହର ବୋଲି କୁହାଯାଏ ?

ଉ: ଭୁବନେଶ୍ବରକୁ କୁହାଯାଏ ।

୭- ଭାରତର ପ୍ରଥମ ମହାକାଶଚାରୀ କିଏ ଥିଲେ ?

ରାକେଶ ଶର୍ମା

୮- କେଉଁ ପରିବାକୁ ପ୍ରତିଦିନ ଖାଇବା ଦ୍ଵାରା ମଣିଷ ସବୁଦିନ ପାଇଁ ଯବାନ ରହିପାରିବ ?

ଉ: ପଣସ

୯- କେଉଁଠାରେ ଦିନ ଓ ରାତି ଏକ ସମାନ ହୋଇଥାଏ ?

ଉ: ବିଷୁବ ରେଖା ଠାରେ ଦିନ ଓ ରାତି ସମାନ ହୋଇଥାଏ ।

୧୦- ଭାରତରକେଉଁ ରାଜ୍ୟରେ ପୁରୁଷଙ୍କ ସଂଖ୍ୟା ମହିଳା ମାନଙ୍କ ତୁଳନାରେ କମ୍ ହୋଇଥାଏ ?

ଉ: କେରଳ

୧୧- କାହାର ଗତିକୁ ବିଦ୍ୟୁତ ପ୍ରବାହ ବୋଲି କୁହାଯାଏ ?

ଉ: ଇଲେକ୍ଟ୍ରୋନ ର ଗତିକୁ ବିଦ୍ୟୁତ ପ୍ରବାହ କୁହାଯାଏ ।

୧୨- କୁମ୍ଭୀର କାହା ଦ୍ଵାରା ଶ୍ଵାସକ୍ରିୟା କରିଥାଏ ?

ଉ: ଫୁସଫୁସ ଦ୍ଵାରା ଶ୍ବାସକ୍ରିୟା କରିଥାଏ ।

୧୩- ଲୋହିତ ରକ୍ତକଣିକାର କବରସ୍ଥାନକୁ କଣ କୁହାଯାଏ ?

ଉ: ପ୍ଳିହା କୁହାଯାଏ ।

୧୪- କେଉଁ ପକ୍ଷୀ ପାଣି ଭିତରେ ଉଡିପାରେ ?

ଉ: ଡିପର ପକ୍ଷୀ ।

୧୫- କେଉଁ ଜୀବ ପାଣି ପିଏ ନାହିଁ ?

ଉ: କଙ୍ଗାରୁ ଓ ମୂଷା

୧୬- କେଉଁ ଅମେରୁଦଣ୍ଡୀ ପ୍ରାଣୀ ଅମର ଅଟେ ?

ଉ: ଶାମୁକା

୧୭- କେଉଁ ପ୍ରାଣୀ ଆଖି ବନ୍ଦ ନକରି ଶୋଇପାରେ ?

ଉ: ମାଛ

୧୮- ମାଛି ଓ ପ୍ରଜାପତି କାହା ଦ୍ଵାରା ସ୍ଵାଦ ବାରି ପାରନ୍ତି ?

ଉ: ପାଦ ଦ୍ଵାରା

୧୯- କେଉଁ ପକ୍ଷୀର ଅଣ୍ଡା ସବୁଠୁ ବଡ ଅଟେ ?

ଉ: ଓଟପକ୍ଷୀ

୨୦- 7 ଟି କଦଳୀ ଅଛି, 8 ଜଣ ଲୋକ ନ ଭାଙ୍ଗି ନ କାଟି କଦଳୀକୁ କେମିତି ଖାଇବେ ?

ଉ: ସେକ୍ ପ୍ରସ୍ତୁତ କରି ପିଇପାରିବେ

ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।