ଆଜିର ରାଶିଫଳ, 24 ଜୁନ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଅନେକ ଦିନରୁ ଚାଲି ରହିଥିବା ଲେନଦେନକୁ ନେଇ କୌଣସି ବଡ ସମସ୍ୟାର ନିବାରଣ ହୋଇପାରେ । ପର୍ଯ୍ୟାପ୍ତ ମାତ୍ରାରେ ଧନ ହାତକୁ ଆସିବାର ସୁଖ ମିଳିବ । କାହାକୁ ପ୍ରପୋଜ କରିବାକୁ ଭାବୁଥିଲେ ଆପଣଙ୍କ ପାଇଁ ସମୟ ଭଲ ରହିବ । କିଛି କାମରେ ଆପଣଙ୍କୁ ଓଭର କନଫିଡେନ୍ସ ର ସ୍ଥିତିରୁ ବଞ୍ଚିତ ରହିବାକୁ ହେବ । ଆଜି ଆପଣ ଟଙ୍କାର ନିବେଶ କେଉଁ ଥରର ବି କରିପାରିବେ । ଆପଣଙ୍କର ବଡ ମନୋକାମନା ପୂରଣ ହୋଇପାରେ । ପ୍ରେମ ଜୀବନରେ ବହୁତ ଖୁସି ରହିବ । କାର୍ଯ୍ୟ ସ୍ଥଳରେ ନୂଆ ନିୟମ ଲାଗୁ ହୋଇପାରେ ।

ବୃଷ ରାଶି : ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇପାରେ । ବାଣୀ ଓ ବ୍ୟବହାର ଉପରେ ବିନମ୍ର ଓ କାବୁ ରଖନ୍ତୁ । ଚାକିରି କରିଥିବା ଲୋକ ମାଲିକଙ୍କୁ କୌଣସି ପ୍ରକାରର କଟୁ କଥା କୁହନ୍ତୁ ନାହି । ନୂଆ ପ୍ରୋଜେକ୍ଟ ହାତକୁ ଆସୁଥିଲେ ହାତକୁ ନିଅନ୍ତୁ । କାର୍ଯ୍ୟ ସ୍ଥଳରେ ବାଧା ଅଓ କଠିନ ସ୍ଥିତିର ସାମନା କରିବାକୁ ପଡିପାରେ । ଆପଣଙ୍କ ସାମାଜିକ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟକ୍ତିଗତ ଜୀବନରେ ଥିବା ସମସ୍ୟାର ଅନ୍ତ ଘଟିବ । ଆପଣ ନିଜର ଲକ୍ଷ୍ୟର ବହୁତ ପାଖରେ ଆସିବାର ନଜର ଆସୁଛି ।

ମିଥୁନ ରାଶି : କାର୍ଯ୍ୟ କ୍ଷେତ୍ରରେ ଆପଣ ବେହତର ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବେ । ଆଜି ଦିନରେ କୌଣସି ନିସ୍ପତି ନେବା ପୂର୍ବରୁ ବିଚାର କରନ୍ତି । ଆଜି ଆପଣଙ୍କୁ ଜବନ ସାଥିଙ୍କ ସହଯୋଗ ଓ ସମର୍ଥନ ମିଳିପାରେ । ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ରହିଛି । କାରୋବାରରେ ନୂତନ ଯୋଜନା କରିବେ । ଆପଣଙ୍କ ଦ୍ଵାରା ନୂଆ ଯାଇଥିବା ନିସ୍ପତି ଭୁଲ ସାବ୍ୟସ୍ତ ହେବ । ଅତ୍ୟଧିକ କାମରେ ବୋଝ ଆପଣଙ୍କ ଉପରେ ପଡିପାରେ । କାହା କଥାରେ ରାଗନ୍ତୁ ନାହି ନଚେତ ଆପଣଙ୍କର କ୍ଷତି ହୋଇପାରେ ।

କର୍କଟ ରାଶି : ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ବେହତର ଦିନ ଆଜି ରହିବ । ବାହାର ଲୋକଙ୍କ ଠାରୁ ସହଯୋଗ ମିଳିବ । ଆଗାମୀ ସମୟରେ ଆପଣଙ୍କ ଅଧିକ କାମ କରିବା କାରଣରୁ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଭବିଷ୍ୟତ ପାଇଁ ନିଷ୍ପତି ନେବାରେ ଆଜି ଦିନରେ ସକ୍ଷମ ହେବେ । ପିଲା ଓ ଗରିବ ଲୋକଙ୍କୁ ଆପଣ କ୍ଷୀର ରେ ତିଆରି ଖାଦ୍ୟ ଖାଇବାକୁ ଦିଅନ୍ତୁ । ହସ ଖୁସି ର ବାତାବରଣରେ ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି ନୂଆ କାମ ଆରମ୍ଭ କରିପାରନ୍ତି ।

ସିଂହ ରାଶି : ଆଜି ଲଗାତାର ମେହନତ କରିବେ ଓ ଆପଣଙ୍କୁ ଲକ୍ଷ୍ୟ ପ୍ରାପ୍ତ ହେବ । ଘର ପରିବାରରେ ଚିନ୍ତା ରହିବ । ଆଜି ଆପଣ ବଢୁଥିବା କାର୍ଯ୍ୟକୁ ରୋକିବାକୁ ହେବ । ଚାକିରି କରୁଥିବା ଅକଙ୍କା ପାଇଁ ଆଜି ଦିନ ଟି ଉତ୍ତମ ରହିବ । ସନ୍ଧ୍ୟା କାଳରେ ଆପଣ ପିଳଙ୍କ ସହ ଆଲୋଚନା କରିବାରେ ବ୍ଯତୀତ କରିବେ । ଭେଟି ବା ଉପହାର ପ୍ରାପ୍ତ ହୋଇପାରେ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଆଜି ଆପଣ ନିଜ ଅପେକ୍ଷା ପରିବାରର ଜରୁରତ ଉପରେ ଧ୍ୟାନ ଦେବେ ।

କନ୍ୟା ରାଶି : ଆଜି ଆପଣଙ୍କର ସାକାରାତ୍ମକ ଊର୍ଜା ଲୋକଙ୍କୁ ପ୍ରଭାବିତ କରିବ । ଆଜି ଆପଣ ପରିବାର କୌଣସି ଗୁରୁଜନଙ୍କ ପାଇଁ ପରିବାରର କୌଣସି ସଦସ୍ଯଙ୍କ ବିବାହରେ ସାମିଲ ହେବେ । ଆପଣ ବିବାହରେ ଆସୁଥିବା ବାଧା ଦୂର କରିବା ପାଇଁ ବିଚାର କରିବେ । ଆପଣ ଶୈକ୍ଷିକ ରୂପରେ ସଫଳ ରହିବେ । ଆପଣଙ୍କ ନାମ ଓ ପ୍ରସିଦ୍ଧି ବ୍ୟାପକ ହେବ । ହନୁମାନ ଚାଳିଶାର ପାଠ କରନ୍ତୁ । ଜମିବାଡି ମାମଲାରେ ସତର୍କ ରୁହନ୍ତୁ ।

ତୁଳା ରାଶି : ଆଜି ଆପଣଙ୍କର କଳାତ୍ମକ କାର୍ଯ୍ୟରେ ରୁଚି ରହିବ । ବ୍ୟସ୍ତତା କାରଣରୁ ଥକାପଣ ଅନୁଭବ କରିବେ । ରୋଜଗାର ପ୍ରାପ୍ତିର ପ୍ରୟାସରେ ସଫଳ ହେବେ । ଆଜି ଆପଣଙ୍କୁ ସମସ୍ୟାର ସମାଧାନ ମିଳିବ ଯାହା କାରଣ ରୁ ଆପଣଙ୍କ ମନ ପ୍ରସନ୍ନ ହେବ । ଚାକିରି କରୁଥିବା ଲୋକଙ୍କର ବେତନରେ ବୃଦ୍ଧି ଓ ପଦ ଉନ୍ନତି ହେବାର ସମ୍ଭାବନା ରହିଛି । ଧର୍ଯ୍ୟ ସହକାରେ କାମ କରିଲେ ସଫଳ ହେବେ । ଫାଇନାନ୍ସ ରେ ଯୋଡି ହୋଇଥିବା ଲୋକ ନିଜର ପରିଚୟର ବ୍ୟକ୍ତିତ୍ବ ଦ୍ଵାରା ବଡ କାମ ପ୍ରାପ୍ତ କରିବେ ।

ବିଛା ରାଶି : ଆଜି ଆପଣ ବୌଧିକ ଊର୍ଜା ଠାରୁ ଦୂରେଇ ରୁହନ୍ତୁ । ଆଜି ଲୋକମାନେ ଆପଣଙ୍କ ଠାରୁ ଅଧିକ ଆଶା ରଖିବେ । ଦିନ ସାରା ଆପଣଙ୍କୁ ଥକାପଣ ଅନୁଭବ ହୋଇପାରେ । ଯାହା କାରଣରୁ ଆପଣଙ୍କ ମୁଡ ଖରାପ ରହିବ । ବାଣୀ ଦ୍ଵାରା ଧନ ମାମଲାରେ କ୍ଷତି ସହ୍ୟ କରିବାକୁ ପଡିପାରେ । ଏମିତି ବି ହୋଇପାରେ ଭୁଲ ନିସ୍ପତି କାରଣରୁ ଧନ କୌଣସି ସ୍ଥାନରେ ଅଟକି ଯାଇପାରେ । ଚାକିରି କ୍ଷେତ୍ର ରେ ଇଚ୍ଛା ବିରୁଦ୍ଧରେ ଆପଣଙ୍କୁ ବଡ ଦାୟିତ୍ଵ ମିଳିପାରେ ।

ଧନୁ ରାଶି : ଆଜି ଆପଣଙ୍କର ପାରିବାରିକ ଜୀବନ ଖୁସି ରେ ବ୍ଯତୀତ ହେବ । ଆପଣଙ୍କ ପରିବାରର ଲୋକଙ୍କର ଜରୁରତ ଉପରେ ଧ୍ୟାନ ଦେବା ଆପଣଙ୍କର ପ୍ରାଥମିକତା ରହିବ । ଧାର୍ମିକ କାର୍ଯ୍ୟ ରେ ଆଜି ଆପଣ ଧନ ବ୍ୟୟ କରିବେ । କିନ୍ତୁ ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ର ଏ ରହିବା ଦରକାର ନଚେତ ଆପଣଙ୍କୁ ଆର୍ଥିକ ସ୍ଥିତିର ସ୍ମନାକୁ କରିବାକୁ ପଡିପାରେ । ଦୀର୍ଘ ଦିନରୁ ଅଟକି ରହିଥିବା ଟଙ୍କା ଆପଣଙ୍କ ଫେରି ପାଇ ପାଇବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । କୌଣସି କ୍ଷେତ୍ରରୁ ଧନ ପ୍ରାପ୍ତ ହେବ ।

ମକର ରାଶି : ଆଜି ପ୍ରତେକ କ୍ଷେତ୍ରରୁ ଆପଣଙ୍କୁ ଖୁସି ପ୍ରାପ୍ତ ହେବ । ଆପଣ କୌଣସି କଥାକୁ ନେଇ ଚିନ୍ତା ରେ ରହିବେ । କିନ୍ତୁ ଆପଣଙ୍କର ବନ୍ଧୁ ଆପଣଙ୍କୁ ଏହି ସମସ୍ୟାରୁ ବାହାରିବା ପାଇଁ ସହଯୋଗ କରିବବେ । ନିଜର ପରିବାରର କଲ୍ୟାଣ ପାଇଁ କଠିନ ମେହନତ କରିବେ । ଯେଉଁ ଅଭ୍ୟାସ ପାଇଁ ଆପଣଙ୍କର ଅଧିକ କ୍ଷତି ହେଉଛି ତୁରନ୍ତ ତାହା ତ୍ୟାଗ କରନ୍ତୁ । ପରିବାର ରେ ହସ ଖୁସି ର ବାତାବରଣ ରହିବ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଗୁରୁଜଙ୍କର ଆଶୀର୍ବାଦ ପ୍ରାପ୍ତ ହେବ । ପାରିବାରିକ ଜୀବନ ସୁଖମୟ ରହିବ । ଭାଇ ଭଉଣୀଙ୍କ ସହଯୋଗରେ କାରୋବାରରେ ବୃଦ୍ଧି ହୋଇପାରେ । ଆଜି ଅନୁଭବି ଲୋକଙ୍କ ସହ ଯୋଡି ହୋଇ ତାଙ୍କ ମନରେ କଣ ଚାଲିଛି ଜାଣିବାକୁ ଚେଷ୍ଟା କରନ୍ତୁ । ଆଜି ସେହି ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ ଯାହା ଆପଣ ବହୁତ ଆଗରୁ ଶୁଣିବାକୁ ଇଚ୍ଛା କରୁଥିଲେ । ପୁରୁଣା ଲୋକଙ୍କ ଠାରୁ ଆପଣଙ୍କୁ ମୁକ୍ତି ମିଳିବ । ଆଜି ଆପଣଙ୍କର ଆଧ୍ୟାତ୍ମରେ ରୁଚି ରହିବ । ଆପଣ ବେହତର ଅନୁଭବ କରିବେ ।

ମୀନ ରାଶି : ଆଜି ପରିବାର ଓ ବନ୍ଧୁଙ୍କ ସହଯୋଗ ମିଳିବ । ଚାକିରି କରୁଥିବା ଲୋକଙ୍କୁ ମହତ୍ଵ ପୂର୍ଣ୍ଣ ନିସ୍ପତି ନେହାର ଆବଶ୍ୟକତା ରହିଛି । ଆର୍ଥିକ ମାମଲାରେ ଆଜି ଦିନଟି ବହୁତ ଖାସ ରହିବ । ହୋଇପାରେ ଆପଣଙ୍କ ଇ-ମେଲ ସହ ଯୋଡା କାର୍ଯ୍ୟକୁ ନେଇ ଲିଖିତ ମାମଲାରେ ଧନ ସହ ଜଡିତ ଲାଭ ପ୍ରାପ୍ତ ହୋଇପାରେ । କାର୍ଯ୍ୟ ପୁରା ହେବା କାରଣରୁ ମନ ପ୍ରସନ୍ନ ରହିବ । ଆପଣ ନୂଆ ବ୍ୟତିତ୍ଵ ସହ ମେଳାପ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।