ଶରୀରର ଏହି ୫ ଟି ଅଙ୍ଗରେ ଯଦି କେଉଁଠି ବି ଅଛି କଳାଜାଇ ତ ଭାଗ୍ୟଶାଳୀ ଅଟନ୍ତି ଆପଣ, ନିଶ୍ଚିତ ଜାଣନ୍ତୁ

କହିବାକୁ ଗଲେ ସମସ୍ତ ବ୍ୟକ୍ତିଙ୍କର ଶରୀରରେ କେଉଁଠି ନା କେଉଁଠି ନିଶ୍ଚିତ କଳାଜାଇ ଥାଏ । ଯଦି ବ୍ୟକ୍ତିର ଶରୀରରେ ଏହି କଳାଜାଇ ମିଳୁଛି ତେବେ ଏହାର କିଛି ନା କିଛି ଅର୍ଥ ବି ନିଶ୍ଚିତ ହୋଇଥାଏ । କିନ୍ତୁ ବ୍ୟକ୍ତିର ଶରୀରର କିଛି ଏମିତି ଅଙ୍ଗ ଅଛି ଯେଉଁ ଅଙ୍ଗରେ କଳାଜାଇ ମିଳିବା ବହୁତ ଭାଗ୍ୟଶାଳୀର ଲକ୍ଷଣ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଶରୀରର କେଉଁ ଅଙ୍ଗରେ କଳାଜାଇ ମିଳିବା ଦ୍ଵାରା କଣ ଅର୍ଥ ହୋଇଥାଏ ତାହା ବିଷୟରେ ସୂଚନା ଦେବୁ । ଏହା କେଉଁ କେଉଁ ଅଙ୍ଗ ଅଟେ ଯେଉଁଠି କଳାଜାଇ ମିଳିଲେ ଭାଗ୍ୟଶାଳୀର ଲକ୍ଷଣ ହୋଇଥାଏ ।

ଆସନ୍ତୁ ଜାଣିବା ଏହା ବିଷୟରେ :-

ଥୋଡି ଉପରେ କଳାଜାଇ :-

ଯଦି ଆପଣଙ୍କର ଥୋଡି ଉପରେ କଳାଜାଇ ଅଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇ ପାରନ୍ତି । ଯେଉଁ ବ୍ୟକ୍ତିଙ୍କର ଥୋଡି ଉପରେ କଳାଜାଇ ଥାଏ  ସେହି ବ୍ୟକ୍ତି ସମାଜରେ ବହୁତ ମାନ – ସମ୍ମାନ ପ୍ରାପ୍ତ କରିଥାଏ ଓ ଏମାନେ ବହୁତ ଖୁସିରେ ଜୀବନ ଯାପନ କରିଥାନ୍ତି ।

ଓଠ ଉପରେ କଳାଜାଇ :-

ଯଦି ଆପଣଙ୍କର ଓଠ ଉପରେ କଳାଜାଇ ଦେଖାଯାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ଯେଉଁ ବ୍ୟକ୍ତିମାନଙ୍କର ଓଠରେ କଳାଜାଇ ଥାଏ ସେମାନେ ବହୁତ ଦୟାଳୁ ହୋଇଥାନ୍ତି ।

ଆଖି ଉପରେ କଳାଜାଇ :-

ଯେଉଁ ବ୍ୟକ୍ତି ମାନଙ୍କର ଆଖିରେ କଳାଜାଇ ରହିଥାଏ ସେହି ବ୍ୟକ୍ତିମାନଙ୍କର ଆଚରଣ ବହୁତ ଭଲ ବୋଲି କୁହାଯାଏ ।

କାନ ଉପରେ କଳାଜାଇ :-

ଯଦି ଆପଣଙ୍କର କାନ ଉପରେ କଳାଜାଇ ଅଛି ତେବେ ଆପଣଙ୍କର ଆୟୁ ଲମ୍ବା ଅଟେ । କାନ ଉପରେ କଳାଜାଇ ରହିବା ଶୁଭ ସଂକେତ ଦେଇଥାଏ ।

ନାକ ଉପରେ ଡାହାଣ ପଟେ କଳାଜାଇ :-

ଯଦି ଆପଣଙ୍କର ନାକର ଡାହାଣ ପଟେ କଳାଜାଇ ଦେଖାଯାଏ ତେବେ ଆପଣ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ବ୍ୟକ୍ତିମାନଙ୍କର ନାକର ଡାହାଣ ପଟେ କଳାଜାଇ ରହିଥାଏ ଏହିଭଳି ବ୍ୟକ୍ତିମାନେ ଆରମ୍ଭ ରୁ ହିଁ ବଡ ସଫଳତା ପ୍ରାପ୍ତ କରିଥାନ୍ତି ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।