ଏହି ସଂକେତ କହିଥାଏ କି ଆପଣଙ୍କ ଉପରେ ଅଛି ଶନିଙ୍କର ଢୈୟା ଓ ସାଢେସାତୀ ର ପ୍ରଭାବ, ଆପଣ ସହିତ ବି ହେଉ ନାହିଁ ତ ଏହି ଜିନିଷ !

ଭାରତୀୟ ଜ୍ୟୋତିଷଙ୍କ ଅନୁସାରେ ନବଗ୍ରହ ମଧ୍ୟରୁ ଗୋଟିଏ ଗ୍ରହ ଶନି । ଯିଏକି ସାଢେ ସାତ ବର୍ଷ ପର୍ଯ୍ୟନ୍ତ ଚାଲୁଥିବା ଏକ ପ୍ରକାର ଗ୍ରହ ଦଶା ଅଟେ । ଯାହାକୁ ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ସାଢେ ସାତୀ ନାମରେ ଜଣା ଯାଇଥାଏ । ସାଧାରଣତଃ କୁହାଯାଏ କି ଶନି ଗୋଟିଏ ରାଶିରେ ୨.୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଯେଉଁ ରାଶିରେ ଶନି ପ୍ରବେଶ କରିଥାଏ ସେହି ରାଶିର ପୂର୍ବ ଓ ପର ରାଶିର ବ୍ୟକ୍ତିକୁ ଅଧିକ ପ୍ରଭାବିତ କରିଥାଏ ।

ମାନି ନିଅନ୍ତୁ କି ଆପଣଙ୍କର ରାଶି ଧନୁ ଅଟେ । ତେବେ ତାହାର ପୂର୍ବ ରାଶି ମକର ଓ ପର ରାଶି ବିଛା ଅଟେ । ମାନେ ଶନି ସାଢେସାତୀର ପ୍ରଭାବ କେବଳ ଧନୁ ଉପରେ ନୁହେଁ ମକର ଓ ବିଛା ଉପରେ ବି ପଡିଥାଏ । ପ୍ରକୃତି ବି ଶନିର ଶୁଭ – ଅଶୁଭ ପ୍ରଭାବର ଲକ୍ଷଣ ବ୍ୟକ୍ତିକୁ ନିଶ୍ଚିତ ଦେଖାଇଥାଏ ।

ଜ୍ୟୋତିଷଙ୍କ ଅନୁସାରେ ଯେତେବେଳେ ଶନିଦେବଙ୍କର ପ୍ରଭାବ ରାଶି ଉପରେ ପଡିଥାଏ ତେବେ ତା ପୂର୍ବରୁ କିଛି ସଂକେତ ଦେଇଥାନ୍ତି । ସେହି ସଂକେତକୁ ଧ୍ୟାନ ରଖି ଆପଣ ପ୍ରଥମରୁ ହିଁ ସଚେତନ ହୋଇ ପାରିବେ ଓ ତାହାର ନିବାରଣ କରି ପାରିବେ ।

ଢୈୟା ଓ ସାଢେସାତୀ ରେ ମିଳିଥାଏ ଏହି ସଂକେତ

·    ଯଦି ଆପଣଙ୍କ ଉପରେ ଢୈୟା ଓ ସାଢେସାତୀର ପ୍ରଭାବ ଚାଲୁଅଛି ତେବେ ଆପଣ ଚାକିରିରୁ ବାହାରି ଯାଇ ପାରନ୍ତି ।

·    ଆପଣ ଯେଉଁ ବିଜନେସ କରୁଛନ୍ତି ସେଥିରେ କ୍ଷତି ଆସିପାରେ ।

·    ଏହାର ପ୍ରଭାବରେ ମଦ୍ୟପାନ ଓ ଖରାପ ଅଭ୍ୟାସରେ ଶିକାର ହୋଇଯାଇ ପାରନ୍ତି ।

·    ଆପଣ ମିଛ କହିବାକୁ ଲାଗନ୍ତି ଓ ସମସ୍ତ ଛୋଟ ଛୋଟ କଥା ପାଇଁ ମଧ୍ୟ ମିଛର ସାହାର ନେବାକୁ ଲାଗନ୍ତି ।

·    ଆପଣ କୌଣସି ଆଇନ ମାମଲାରେ ବି ଫଶି ଯାଇ ପାରନ୍ତି ।

·    ଏହାର ପ୍ରଭାବରେ ସମ୍ପତ୍ତି ସମ୍ବନ୍ଧିତ ସମସ୍ୟା ବି ଆପଣଙ୍କ ସାମ୍ନାରେ ଆସିପାରେ ।

·    ଆପଣଙ୍କର ପରିବାରର କୌଣସି ସଦସ୍ୟ ସହିତ ଝଗଡା ବି ହୋଇପାରେ ।

·    ଆଚରଣହୀନ ହେବା ଓ ଅନୈତିକ କାର୍ଯ୍ୟରେ ଲିପ୍ତ ହେବା ବି ଏହାର ଏକ ଲକ୍ଷଣ ହୋଇପାରେ ।

·    ପ୍ରମୋଶନରେ ବାଧା ଆସିପାରେ କିମ୍ବା ଇଚ୍ଛା ନଥିବା ଜାଗାରେ ପୋଷ୍ଟିଙ୍ଗ ବି ହୋଇପାରେ ।

·    କରଜର ଜାଲରେ ଫଶି ଯାଇ ପାରନ୍ତି ଓ ଏମିତି ଫଶି ଯିବେ କି ବାହାରିବାର ରାସ୍ତା ବି ନ ଥିବ ।

ତେବେ ଏହା କିଛି ଲକ୍ଷଣ ଯାହା କି କହିଥାଏ କି ଆପଣଙ୍କ ଉପରେ ଢୈୟା ଓ ସାଢେସାତୀର ପ୍ରଭାବ ଅଛି କି ନାହିଁ । ଯଦି ଆପଣ ଏହା ଭିତରୁ କୌଣସି ବି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ନିଜର ଜାତକକୁ ନେଇ କୌଣସି ପଣ୍ଡିତଙ୍କ ନିକଟକୁ ଯାଆନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।