ଏବେ ଆପଣଙ୍କ ଶରୀର ଖୋଲିବ ଆପଣଙ୍କର ଅନେକ ଗଭୀର ରାଜ୍, ସତ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ଦୁନିଆରେ ପରସ୍ପର ସହିତ କଥା ହେବା ପାଇଁ ଲକ୍ଷ ଲକ୍ଷ ଭାଷା କୁହା ଯାଇଥାଏ । ଏହି ଭାଷା ଆପଣଙ୍କୁ ପରସ୍ପରକୁ ବୁଝିବା ପାଇଁ ସାହାର୍ଯ୍ୟ କରିଥାଏ । ଭାଷା କହିବାର ଅନ୍ଦାଜ ଓ ଗଭୀରତାରୁ ଆପଣ କହି ପାରିବେ କି ସାମ୍ନାରେ ଥିବା ବ୍ୟକ୍ତିର ସ୍ଵଭାବ କିପରି ହୋଇଥିବ । କିନ୍ତୁ କଣ ଆପଣ ଜାଣିଛନ୍ତି କି କିଛି ନ କହି ମଧ୍ୟ ଆପଣ ସାମ୍ନାରେ ଥିବା ବ୍ୟକ୍ତି ବିଷୟରେ କିଛିଟା କଥା ଜାଣି ପାରିବେ । କହିବାକୁ ଗଲେ ଭାଷା ବ୍ୟତୀତ ଆପଣଙ୍କର ଶରୀର ବି ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ ।

ଆପଣ କେଉଁଭଳି ଭାବରେ ବସୁଛନ୍ତି, କେମିତି ଚାଲୁଛନ୍ତି କିମ୍ବା କେଉଁଭଳି ଭାବରେ ପୋଜ ଦେଉଛନ୍ତି, ଏହା ସାମ୍ନାରେ ଥିବା ବ୍ୟକ୍ତି ସହ କଥା ହେବା ସମୟରେ ବହୁତ ଅଧିକ ମହତ୍ଵ ରଖିଥାଏ ।

ଯେତେବେଳ ଆପଣ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି ତେବେ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କର ବଡି ଲାଙ୍ଗୁୟେଜକୁ ବିଶେଷ ରୂପରେ ନୋଟିସ କରିଥାଏ । ଏହା ଆପଣଙ୍କର ଇଣ୍ଟରଭ୍ୟୁ ସିଲେକ୍ସନ ଉପରେ ବହୁତ ପ୍ରଭାବ ପକାଇଥାଏ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି କେଉଁ ବଡି ଲାଙ୍ଗୁୟେଜ ଆପଣଙ୍କ ପାଇଁ ଭଲ ଓ ଖରାପ ହୋଇଥାଏ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଭିଡିଓ ନେଇ ଆସିଛୁ । ଭିଡିଓ ଦେଖିବା ପରେ ଆପଣ ନିଶ୍ଚିତ ରୂପରେ ସାମ୍ନାରେ ଥିବା ବ୍ୟକ୍ତି ବିଷୟରେ ଜାଣି ପାରିବେ ।

ଯେମିତି କି ଆପଣ ଏହି ଭିଡିଓରେ ଦେଖି ପାରିବେ କି ଆମ ଶରୀର ଦ୍ଵାରା କରାଯାଉଥିବା କାମ ବହୁତ ମୂଲ୍ୟବାନ ହୋଇଥାଏ । ଶରୀର ଦ୍ଵାରା ଦିଆ ଯାଇଥିବା ଆପଣଙ୍କର ଏକ ପୋଜ ଆପଣଙ୍କୁ ଆତ୍ମବିଶ୍ୱାସରେ ଭରପୁର ମନୁଷ୍ୟ ଭଳି ଦର୍ଶାଇ ଥାଏ । କିନ୍ତୁ ଅନ୍ୟ ପଟେ ଆପଣଙ୍କର ଗୋଟିଏ ଭୁଲ ପୋଜ ଆପଣଙ୍କୁ ଏକ ଅସୁରକ୍ଷିତ ଓ କମଜୋର ବ୍ୟକ୍ତି ବି ଦର୍ଶାଇଥାଏ ।

ବର୍ତ୍ତମାନ ଏହା ଆପଣଙ୍କ ହାତରେ ଅଛି କି ଆପଣ ନିଜର ଶରୀରକୁ ସାମ୍ନାରେ ଥିବା ବ୍ୟକ୍ତିକୁ କେମିତି ଦେଖାଇବାକୁ ଚାହିଁବେ । ଆଶା କରୁଛୁ କି ଆପଣଙ୍କୁ ଏହି ଆର୍ଟିକିଲ୍ ବହୁତ ପସନ୍ଦ ଆସିଥିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।