ଭାଉଜ ଜନ୍ମ ଦିନରେ ଦିଅର ଦେଲା କିଛି ଏମିତି ଉପହାର, ଯାହାକୁ ଦେଖି ପାଗଳ ହୋଇଗଲେ ସ୍ଵାମୀ, ଝଟକାରେ ପୁରା ଖାନଦାନ

ବିବାହ ପରେ ଏକ ଝିଅ କେବଳ ପତ୍ନୀ ହୋଇ ରହିଯାଏ ନାହିଁ ଏହା ଛଡା ସେ ବୋହୁ, ଭାଉଜ, ଖୁଡି ଇତ୍ୟାଦି ବି ହୋଇଯାଏ । ଏହି ସବୁ ମଧ୍ୟରେ ଭାଉଜ ଓ ଦିଅରର ସମ୍ପର୍କ ବହୁତ ସ୍ନେହମୟୀ ସମ୍ପର୍କ ହୋଇଥାଏ । ଯେଉଁଥିରେ ଥଟ୍ଟା ମଜା କରିବା ସାଧାରଣ କଥା ଅଟେ । କିନ୍ତୁ ବେଳେ ବେଳେ କିଛି ଲୋକମାନେ ଏହି ସମ୍ପର୍କକୁ ମହତ୍ଵ ଦିଅନ୍ତି ନାହିଁ ଯାହା ଦ୍ଵାରା ଘରେ ସମସ୍ୟା ଉତ୍ପନ୍ନ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଦିଅର ଭାଉଜ ସହ ଜଡିତ ମାମଲା ବିଷୟରେ କହିବାକୁ ଯାଉଛୁ । ଯେଉଁଠି ମାତ୍ର ଗୋଟିଏ ଛୋଟ କାରଣରୁ ଘରେ ପୁରା ହଙ୍ଗାମା ହୋଇଗଲା ।

Image courtesy: Google

କହିବାକୁ ଗଲେ ଏହି ମାମଲାଟି ଗ୍ରେଟର ନୋଏଡାର ହଲ୍ଦୋନୀ ଅଞ୍ଚଳର ଅଟେ । ଯେଉଁଠି ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ଏମିତି ଝଗଡା ହୋଇଗଲା କି ଶେଷରେ ମାମଲାଟି ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିଗଲା । କାରଣ ଦିଅର ନିଜର ଭାଉଜକୁ ଏକ ୩୦୦ ଟଙ୍କାର ଉପହାର ଦେଇଥିଲା, ଯେଉଁ କାରଣରୁ ତା’ର ପତ୍ନୀ ବହୁତ ହଙ୍ଗାମା କରିଲା ଓ ମାମଲାଟି ପୋଲିସ ଷ୍ଟେସନରେ ପହଞ୍ଚିଲା ।

Image courtesy: Google

ଯେତେବେଳେ ପତ୍ନୀକୁ ଜଣା ପଡିଲା କି ତା’ର ସ୍ଵାମୀ ତା’ର ଭାଉଜକୁ ଏକ ୩୦୦ ଟଙ୍କାର ଶାଢୀ ଉପହାର ଦେଇଛି ତେବେ ଏହି କଥା ଉପରେ ରାଗି ଯାଇ ପତ୍ନୀ ନିଜ ସ୍ଵାମୀ ସହିତ ଝଗଡା କରିବାକୁ ଲାଗିଲା । ଏହା ପରେ ଏହି ମାମଲାଟି ଏତେ ବଢିଗଲା କି ଶେଷରେ ସ୍ଵାମୀ ନିଜ ପତ୍ନୀକୁ ଏକ ଚାପୁଡା ବି ମାରିଦେଲା । ଏହା ପରେ ପତ୍ନୀ ପୋଲିସକୁ ସୂଚନା ଦେଲା ।

Image courtesy: Google

ଏହା ପରେ ପୋଲିସ ଷ୍ଟେସନରେ ବି ସ୍ଵାମୀ ସ୍ତ୍ରୀ ବହୁତ ହଙ୍ଗାମା କରିଲେ । ପୋଲିସ ସାମ୍ନାରେ ପତ୍ନୀ ନିଜ ସ୍ଵାମୀ ଉପରେ ଭାଉଜ ସହିତ ଅବୈଧ ସମ୍ବନ୍ଧ ରଖିବାର ଆରୋପ ଲଗାଇଲା । ମହିଳା ପୋଲିସକୁ କହିଲା କି ତାଙ୍କର ପିଲା ସାତ ଦିନ ହେବ ଅସୁସ୍ଥ ଅଛି । ପିଲାଟିର ଚିକିଶ୍ଚା ତା’ର ସ୍ଵାମୀ ଟଙ୍କା ନାହିଁ ବୋଲି କରୁନାହିଁ । କିନ୍ତୁ ନିଜ ଭାଉଜକୁ ଉପହାର ଦେବା ପାଇଁ ତା’ ପାଖରେ ଟଙ୍କା କେଉଁଠୁ ଆସିଲା ।

Image courtesy: Google

ପତ୍ନୀ ନିଜର ସ୍ଵାମୀ ଉପରେ ଆରୋପ ଲଗାଇଲା କି ତାହାର ସ୍ଵାମୀ ନିଜର ଭାଉଜ ଉପରେ ବହୁତ ଟଙ୍କା ଖର୍ଚ କରିଥାଏ ଯେତେବେଳେ କି ନିଜର ସନ୍ତାନର ଚିକିଶ୍ଚା ପାଇଁ ତା’ ପାଖରେ ଟଙ୍କା ନଥାଏ । ଏହା ପରେ ସ୍ଵାମୀ ଏହି କଥା ଉପରେ ବିରୋଧ କରିବାକୁ ଲାଗିଲା ଯାହା ପରେ ଦୁଇ ଜଣ ଥାନାରେ ହଙ୍ଗାମା କରିବା ଆରମ୍ଭ କରିଦେଲେ । ଏହା ପରେ ପୋଲିସ ସେହି ଦୁଇ ଜଣଙ୍କୁ ଅଲଗା ଅଲଗା କରି ବୁଝାଇବାକୁ ଚେଷ୍ଟା କରିଲେ ।

ପୋଲିସ ସ୍ଵାମୀକୁ କହିଲେ କି ସେ ସମସ୍ତ ସମ୍ପର୍କକୁ ପାଳନ କରନ୍ତୁ । କିନ୍ତୁ ସର୍ବ ପ୍ରଥମେ ନିଜର ପରିବାର ପ୍ରତି ଧ୍ୟାନ ଦିଅନ୍ତୁ । ପତ୍ନୀ ସହ ମାରପିଟ କରନ୍ତୁ ନାହିଁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।