ଏହି ଘଟଣା ୧୯୯୦ ର ମାଲଦିବ ରେ ହୋଇଥିବା ସାର୍କ ସମ୍ମିଳନୀ ରେ ହୋଇଥିଲା । ଭାରତ ତତ୍କାଳୀନ ପିଏମ ଚଂଦ୍ରଶେଖର ସିଂହ ଏବଂ ପାକିସ୍ତାନ ର ପିଏମ ନବାଜ ସରିଫ ମଧ୍ୟ ସାମିଲ ଥିଲେ । ଏହା ସେହି ସମୟ ଥିଲା ଯେତେବଳେ ଦୁଇ ଜଣ ନିଜ ନିଜ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ଏହା ସେହି ସମୟ ଥିଲା କାଶ୍ମୀର ର ଆତଙ୍କବାଦୀ ମାନେ କାଶ୍ମୀର ର ପଣ୍ଡିତ ମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ଆତଙ୍କବାଦୀ ମାନେ ଗୃହମନ୍ତ୍ରୀ ମଫ୍ଟୀ ମୋହମ୍ମଦ ସଈଦଙ୍କର ଝିଅ ଙ୍କୁ ଅପହରଣ କରିନେଇଥିଲେ ।
ରାଜୀବ ଗାନ୍ଧୀଙ୍କ ଦୁଖଦ ନିଧନ କାରଣରୁ ଚଂଦ୍ରଶେଖରଙ୍କୁ ଚାରି ମାସ ପାଇଁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଥିଲା । ଏହି ସାର୍କ ସମ୍ମିଳନୀ ରେ ପାକିସ୍ତାନ କାଶ୍ମୀର ଗୀତ ଗାଇବା ଆରମ୍ଭ କରି ଦେଇଥିଲା । ନଵାଜ କହିଲେ କି କାଶ୍ମୀର ପାକିସ୍ତାନ ର ବେକର ସିରା ଅଟେ ଏବଂ କାଶ୍ମୀର ବିନା ପାକିସ୍ତାନ ଅଧୁରା ଅଟେ । ଯେତେବଳେ ପର୍ଯ୍ଯନ୍ତ ସେ କାଶ୍ମୀର କୁ ହିନ୍ଦୁସ୍ଥାନ ଠାରୁ ନ ନେଇ ଛନ୍ତି ସେତେବଳେ ପର୍ଯ୍ଯନ୍ତ ସେ ଶାନ୍ତିରେ ରହିବେ ନାହିଁ ।
ନଵାଜ କହିଲେ କାଶ୍ମୀର ଦେବା ପାଇଁ
ପ୍ରଥମ ଦେଖାରେ ନଵାଜ ଚଂଦ୍ରଶେଖର ର ପ୍ରଶଂସକ ହେଇ ଗଲେ । ପୁରା ସମ୍ମିଳନୀ ରେ ମଧ୍ୟ ସେ ଚଂଦ୍ରଶେଖର ଙ୍କୁ ବଡ ଭାଇ ବୋଲି ସମ୍ବୋଧିତ କରୁଥିଲେ । ଏବଂ କହିଲେ କି ପାକିସ୍ତାନ ଭାରତ ର ଭଲ ସମ୍ଭଧ୍ୟ ପାଇଁ ଆପଣ ଆମମାନଙ୍କୁ କାଶ୍ମୀର ଦେଇ ଦିଅନ୍ତୁ ।
ଚଂଦ୍ରଶେଖର ଦେଲେ ନଵାଜ ଙ୍କୁ କରାରା ଜବାବ
ନଵାଜ ବନ୍ଧୁତା ହିସାବରେ ଚଂଦ୍ରଶେଖରଙ୍କୁ ଭାରତ – ପାକିସ୍ତାନ ର ସ୍ଥାୟୀ ଶାନ୍ତି ପାଇଁ ଏବଂ ପାକିସ୍ତାନ ଭାରତ ସହିତ ବହଳ ସମ୍ଭନ୍ଧ କାଶ୍ମୀର ଦେବା ପାଇଁ କଥା କହିଥିଲେ । ଏହି କଥା ଚଂଦ୍ରଶେଖର ଙ୍କୁ ଭଲ ଲାଗିଲା ନାହିଁ । ସେ କହିଲେ କି ଠିକ ଅଛି ଆମେ ଆପଣଙ୍କୁ କାଶ୍ମୀର ଦେଇଦବୁ । କିନ୍ତୁ ଶର୍ତ ଏହି କି କାଶ୍ମୀର ସହିତ ଆପଣଙ୍କୁ ଭାରତରେ ରହୁଥିବା ୧୫ କୋଟି ମୁସଲମାନଙ୍କୁ ଭି ପାକିସ୍ତାନ ରେ ରଖିବାକୁ ପଡିବ । ଏହା ଶୁଣି ପାକିସ୍ତାନ ର ହୋଶ ର ଠିକଣା ରହିଲା ନାହିଁ ।
ତାଙ୍କ ମୂହ ରୁ କେବଳ ଏତିକି ବାହାରିଲା କି ମୋର କହିବାର ଅର୍ଥ ତାହା ନଥିଲା । ଚଂଦ୍ରଶେଖର ଙ୍କର ଏହି ଜବାବ ପରେ ପାକିସ୍ତାନଙ୍କୁ ଆଉ କେବେ ବି ପୁଣିଥରେ କାହା ପଖାରେ କାଶ୍ମୀର ମାଗିବା ପାଇଁ ସାହାସ ଦେଖାଇଲା ନାହିଁ ।