ଯଦି ଆପଣଙ୍କ ପାଖାରେ ଆଛି ଏହି ଟଙ୍କା ତ ଆପଣ ବି ହେଇଯିବେ କୋଟିପତି, ଜାଣନ୍ତୁ କାହିଁକି ଏହାର ମୂଲ୍ୟ କୋଟି କୋଟି ଟଙ୍କା ??

ଏହି ଦୁନିଆରେ ଏମିତି ବହୁତ ଜିନିଷ ହେଉଥାଏ, ଯାହାକୁ ଦେଖି କେତେ ଥର ନିଜର ଆଖିକୁ ବିଶ୍ଵାସ ହୁଏ ନାହିଁ । ପୁରୁଣା ସମୟରୁ ହିଁ ଟଙ୍କା ପଇସାର ବହୁତ ମହତ୍ଵ ଅଛି । ବିନା ପଇସାରେ ସେତେବଳେ ବି କିଛି କାମ ହେଉ ନଥିଲା । ଆଜି କା ସମୟରେ ପଇସାର ମହତ୍ଵ ଆପଣ ସମସ୍ତେ ଜାଣିଛନ୍ତି । ସମୟ ସମୟ ରେ ସବୁ ଦେଶ ନିଜର ମୁଦ୍ରାକୁ ବଦଳାଇ ଥାନ୍ତି । ପୁରୁଣା ସମୟରେ ଯେଉଁ ମୁଦ୍ରା ଚାଲୁଥିଲା ଆଜି ସେ ପୂରାପୂରି ବନ୍ଦ ହୋଇଯାଇଛି । ସେହି ମୁଦ୍ରା ର କିଛି ମୂଲ୍ୟ ନାହିଁ । କିନ୍ତୁ କିଛି ଲୋକମାନେ ଏହି ପଇସାକୁ ପାଇବା ପାଇଁ ବହୁତ ଟଙ୍କା ଖର୍ଚ କରିଥାନ୍ତି ।

କେତେ ଜାଗାରେ ନିଲାମ ର କାର୍ଯ୍ୟକ୍ରମ କରାଯାଇଥାଏ । ଏଥିରେ ବହୁତ ପୁରୁଣା ଜିନିଷ ର ସଉଦା ହୋଇଥାଏ । ଏବେ ହିଁ ଗୋଟେ ଏମତି ମୁଦ୍ରା ର ବିଷୟରେ କଥା ଚାଲିଛି ଯାହା କି ବହୁତ ଦାମିକା ଅଟେ । କିଛି ବର୍ଷ ପୂର୍ବରୁ ଏହି ଐତିହାସିକ ମୁଦ୍ରା ର ନିଲାମି କରାଯାଇଥିଲା ।

ଏହି ମୁଦ୍ରା ର ବୋଲି ଲକ୍ଷ ରେ ନୁହେଁ କୋଟି ରେ କରାଯାଇଥିଲା । ଏମିତି ଏକ ମୁଦ୍ରା କିଛି ଦିନ ପୂର୍ବରୁ ବେସୀ ଟଙ୍କା ରେ ନିଲାମି କରାଯାଇଥିଲା । ଏହି ମୁଦ୍ରା କୁ ଆମେରିକା ର ସବୁଠାରୁ ପୁରୁଣା ମୁଦ୍ରା ବୋଲି କୁହାଯାଏ ।

ଏହି ମୁଦ୍ରା କୁ କିଣିବା ପାଇଁ ବହୁତ ଲୋକମାନେ ବଢି ଚଢି ଦାମ ଲଗେଇଥିଲେ । ଆପଣ ଜାଣିବା ନିମନ୍ତେ କୁହାଯାଉଛି ଯେ ଏହାର ନାମ ହେଉଛି ଫ୍ଲାଇଂଗ ହେୟର ସିଲ୍ୱର ଡଲର ଅଟେ । ଏହି ମୁଦ୍ରା ୧୭୯୪ ରୁ ୧୭୫୮ ପର୍ଯ୍ୟନ୍ତ ଚାନ୍ଦି ର ଡଲାର ମଧ୍ୟରେ ଗୋଟିଏ ଅଟେ । ଏକ ରିପୋର୍ଟ ଅନୁସାରେ ଏହା ଆମେରିକା ର ସବୁଠାରୁ ପୁରୁଣା ମୁଦ୍ରା ଅଟେ ।

ଏହି ମୁଦ୍ରା ବିଷୟରେ କିଛି ଲୋକମାନେ କହନ୍ତି ଯେ ଏହି ମୁଦ୍ରା ପରିଚୟ ଜର୍ଜ ୱାଶିଂଗଟନ କରିଥିଲେ । ଆପଣଙ୍କୁ କହିଦେଉଛୁ ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆହାର ମୂଲ୍ୟ ଭାରତୀୟ ଟଙ୍କା ଅନୁସାରେ ୬୭ କୋଟି ରେ ନିଲାମ କରାଗଲା । ଏହି ମୁଦ୍ରା କୁ ସବୁଠାରୁ ମହଙ୍ଗା ମୁଦ୍ରା ବୋଲି କୁହା ଯାଏ ।

ଦୀ ଟେଲୀଗ୍ରାଫ ର ଏକ ରିପୋର୍ଟ ଅନୁସାରେ ଏହି ମୁଦ୍ରା ୨୦୧୩ ମସିହାରେ କଲେକ୍ଟର ୧ କୋଟି ଡଲାର ରେ କିଣି ଥିଲେ ।