Jyotish Shastra- ସାରା ଜୀବନ ଦୁଃଖରେ ରୁହନ୍ତି ଏହି 2 ଟି ନାମର ଝିଅ

ଜୀବନରେ ସୁଖ ଦୁଃଖ ସବୁବେଳେ ଲାଗି ରହି ଥାଏ । ଆମ ସମାଜରେ ଏହାକୁ ଦୁଇଟି ପାର୍ଶ୍ଵ ବୋଲି କୁହାଯାଏ । ତେବେ ବିବାହ ଆଗରୁ କେବଳ ଝିଅ କିମ୍ବା ପୁଅ ନିଜ ପରିବାର ସହ ଏହା କୁ ଭୋଗ କରିଥାନ୍ତି ।

ମାତ୍ର ବିବାହ ପରେ ଏହା ଟିକେ ଅଲଗା ହୋଇଥାଏ କହିବାର ମାନେ ହେଉଛି କି ବିବାହ ପରେ ଦୁଇ ସ୍ଵାମୀ ସ୍ତ୍ରୀ କେବଳ ଏକ ହୁଅନ୍ତିନୀ ଏହା ସହ ଦୁଇ ପରିବାର ମଧ୍ୟ ଏକାଠି ହୋଇ ଯାଇ ଥାନ୍ତି । ତେବେ କୁହା ଯାଏ ସ୍ଵାମୀ ଓ ସ୍ତ୍ରୀ ଙ୍କର ସମ୍ପର୍କ ଯେତେ ଭଲ ରହିବ । ସେମାନେ ସେତେ ଭଲ ଓ ଖୁସିରେ ନିଜ ଦିନ କାଟିବେ । ତେବେ ବେଳେ ଜୀବନରେ ଅନେକ ସମସ୍ଯା ଆସିଥାଏ । ଏହା ପାଇଁ ଅନେକ ଅସୁବିଧା ହୁଏ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ।

ଏହି ସମ୍ପର୍କ ପ୍ରତେକ ସମ୍ପର୍କ ଠାରୁ ଅଲଗା । ହିନ୍ଦୁ ବିବାହ ଅନୁସାରେ ଆମେ ଯେତେବେଳେ ବିବାହ ବେଦିରେ ଥାଉ ସେତେବେଳେ ଆମେ ଆମ ଜୀବନ ସାଥୀକୁ କିଛି କଥା ଦେଇ ଥାଉ । ଏହା ଭିତରୁ ଯଦି ଆମେ ଗୋଟେ ଭି କାମ କରି ପାରିବା ନି ତାହେଲେ ଆମେ ନିଶ୍ଚିତ ଭାବେ ଜୀବନ ସଂଗ୍ରାମ ରେ ହାରି ଯାଇ ଥାଉ ତେବେ କହିବାର ମାନେ ହେଉଛି କି । ଅନେକ ସମୟରେ  ସ୍ଵାମୀ ସ୍ତ୍ରୀ ଙ୍କର ବିବାଦ ଏତେ ବଢି ଯାଇଥାଏ କି ଏହା ଅଭଦ୍ରାମିର ରୂପ ନେଇ ଯାଇଥାଏ ।

ଏହା ପାଇଁ ଅନେକ ସମ୍ପର୍କ ଅଧାରୁ ହିଁ ହଜାଇ ଦେଇ ଥାନ୍ତି ନିଜର ଅସ୍ତିତ୍ଵ । ଏହା ପାଇଁ ଆବଶ୍ୟକ ଅଛି  ବୁଝା ମନା । ଆପଣ ମାନେ ଜାଣିଥିବେ ଅନେକ ଜ୍ଝିଆ ମାନେ ନିଜ ମନ କଥାକୁ ଖୋଲି କହି ପାରନ୍ତିନୀ ତେଣୁ ସେମାନେ ମନରେ ମନରେ ସବୁବେଳେ ଦୁଃଖୀ ରହି ଥାନ୍ତି । ତେବେ ଆମେ କହିବା ପାଇଁ ଯାଉଛୁ କି କେଉଁ ନାମର ଝିଅ ମାନେ ଅନେକ ସମୟରେ ଖୁବ ଦୁଃଖୀ ରହି ଥାନ୍ତି ।

ପ୍ରଥମ ଅକ୍ଷର ହେଉଛି  “A” । ଏହି ନାମର ମହିଳା ମାନେ ନିଜ ସ୍ବାମୀଙ୍କୁ ଖୁବ ଭଲ ପାନ୍ତି ଓ ନିଜ ସ୍ଵାମୀଙ୍କ ପାଖରୁ ମଧ୍ୟ ସେହି ଭଳି ସ୍ନେହା ଚାହାଁନ୍ତି । ମାତ୍ର ଏହା ତାଙ୍କୁ ମିଳି ନଥାଏ । ତେଣୁ କାରୀ ସେମାନେ ନିଜ ଜୀବନରେ ସବୁବେଳେ ଦୁଃଖୀ ରହି ଥାନ୍ତି । ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଏହି ନାମର ଝିଅ ମାନେ କିଛି କଥା ଲିଉଛାଣ୍ଟି ନି । ସେମାନେ ସବୁ ବେଳେ ନିଜ ଭଲପାଇବା କୁ ହରେଇବାର ମନରେ ଡର ରଖିଥାନ୍ତି ।

ଏହା ନାମ ଆସେ “S” ଅକ୍ଷର ର । ଏହି ନାମରେ ଥିବା ଝିଅ ମାନେ ନିଜ ସ୍ବାମୀଙ୍କ ସହ କେବେବି ଭଲରେ ରହି ପାରନ୍ତିନୀ । କାରଣ ସେମାନେ ନିଜ ସ୍ଵାମୀ କୁ ଅନ୍ୟ ସହ ବାଣ୍ଟିବା ପାଇଁ ଚାହାଁନ୍ତିନି । ତେଣୁ କରି ସେମାନେ ନିଜ ସ୍ଵାମୀ ଉପରେ ସବୁ ବେଳେ ସନ୍ଦେହ କରିଥାନ୍ତି ଓ ନିଜକୁ ସବୁବେଳେ ଦୁଃଖରେ ରଖିଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।