ପ୍ରଥମ ଥର ପାଇଁ ଦେଖନ୍ତୁ ସାର୍ଥକ ଟିଭି ହୀରୋ ମାନଙ୍କର ପ୍ରକୃତ ଜୀବନ ସାଥି, ଆଗରୁ ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ଟିଭି ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ପ୍ରତି ଅଧିକ ଆଗରେ ହେଉଛନ୍ତି ।

ସେଥିପାଇଁ ଟିଭି ଜଗତରେ ପ୍ରସାରିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡିକ ବେଶ ଲୋକପ୍ରିୟ ହୋଇ ପାରିଛି । ଏଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଟିଭି ଜଗତର କଳାକାର ମାନଙ୍କୁ ପ୍ରେମ କରି ନିଜର ଜୀବନ ସାଥି ରୂପେ ବାଛୁଛନ୍ତି । ସେଥି ମଧ୍ୟରୁ ସାର୍ଥକ ଟିଭି ଚ୍ଯାନେଲଟି ବର୍ତ୍ତମାନ ନମ୍ବର ୱାନ ଚ୍ଯାନେଲ ଭାବେ ବିବେଚନା କରା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ସାର୍ଥକ ଚ୍ୟାନେଲରେ ଅଭିନୟ କରୁଥିବା କଳକାର ମାନଙ୍କ ପ୍ରକୃତ ଜୀବନ ସାଥି କେଉଁ ମାନେ ସେହି ବିଷୟରେ କହିବାକୁ ଯାଉଛୁ ।

“ଅମର ଚିନଚନି” : ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା “ଜୀବନ ସାଥି” ସିରିଏଲରେ ଅଭିନୟ କରୁଥିବା ଅଭିନେତା ଅମର ଚିନଚନି ନିଜର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ତାଙ୍କର କୋ-ଆକ୍ଟର ଜେସୀ ସାମଲଙ୍କୁ ଡେଟ କରୁଛନ୍ତି ।

“ରୁଦ୍ରଜିତ ମୁଖାର୍ଜୀ” : “ସାତ ଭାଇଙ୍କ ସୁନା ଭଉଣୀ” ସିରିଏଲରେ ଅଭିନେତା ରୁଦ୍ରଜିତ ମୁଖାର୍ଜୀ ବେଶ ନିଖୁଣ ଭାବେ ନିଜର ଅଭିନୟ ଜାରି ରଖିଛନ୍ତି । ସେ ତାଙ୍କ ରିୟଲ ଲାଇଫରେ ପ୍ରୋମିତା ଚକ୍ରବର୍ତ୍ତୀଙ୍କୁ ମ୍ୟାରେଜ କରିଛନ୍ତି ।

“ଶୁଭାଶିଷ ଶର୍ମା” : “ହେ ପ୍ରଭୁ” ସିରିଏଲରେ ଅଭିନୟ କରୁଥିବା ଅଭିନେତା ଶୁଭାଶିଷ ଶର୍ମା ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିଛନ୍ତି । ସେ ରିୟଲ ଲାଇଫରେ ଅଭିନେତ୍ରୀ ଅନିଶା ଶର୍ମାଙ୍କୁ ମ୍ୟାରେଜ କରିଛନ୍ତି ।

“କୃଶାଲ ଆହୁଜା” : “ରାଧିକା” ସିରିଏଲରେ ଅଭିନୟ କରୁଥିବା ଅଭିନେତା କୃଶାଲ ଆହୁଜାଙ୍କୁ କିଏ ନ ଜାଣିଛନ୍ତି । ସେ ତାଙ୍କ ରିୟଲ ଲାଇଫରେ ଆଦ୍ରିକା ରଏଙ୍କୁ ପ୍ରେମ କରୁଛନ୍ତି ।

“ସିଦ୍ଧାର୍ଥ ମହାପାତ୍ର” : “କେମିତି କହିବି କହ” ସିରିଏଲରେ ଅଭିନେତା ସିଦ୍ଧାର୍ଥ ମହାପାତ୍ର ବେଶ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ସେ ଅଭିନେତ୍ରୀ ମାମା ମିଶ୍ରଙ୍କୁ ପ୍ରେମ କରି ମ୍ୟାରେଜ କରିଛନ୍ତି ।

“ରିଷିକ ମିଶ୍ର” : ଦିବ୍ୟ ଦ୍ରୁଷ୍ଟି ସିରିଏଲରେ ଅଭିନୟ କରି ଅଭିନେତା ଋଷିକ ମିଶ୍ର ଦର୍ଶକ ମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେ ତାଙ୍କ ରିୟଲ ଲାଇଫରେ ଅବିବାହିତ ଅଛନ୍ତି । ତାଙ୍କର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି ।

“ଆଶିଷ ଦାସ” : ମହାଦେବ ସିରିଏଲରେ ଅଭିନୟ କରୁଥିବା ଅଭିନେତା ଆଶିଷ ଦାସ ନିଜର ଜବରଦସ୍ତ ଅଭିନୟ ପାଇଁ ବେଶ ଫ୍ୟାମ୍ସ ହୋଇ ପାରିଛନ୍ତି । ସେ ତାଙ୍କ ରିୟଲ ଲାଇଫରେ ଶିଂଗଲ ଅଛନ୍ତି । ତାଙ୍କର କେହି ବି ଗାର୍ଲଫ୍ରେଣ୍ଡ ନାହାନ୍ତି ।

“ନୀଳ ପଣ୍ଡା” : “ତୋ ପାଇଁ ମୁଁ ମୋ ପାଇଁ ତୁ” ସିରିଏଲରେ ଅଭିନୟ କରି ଅଭିନେତା ନୀଲ ପଣ୍ଡା ବେଶ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ ରିୟଲ ଲାଇଫରେ ଶିଂଗଲ ଅଛନ୍ତି । ତାଙ୍କର କେହି ବି ଗାର୍ଲଫ୍ରେଣ୍ଡ ନାହାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।