କେବଳ ୧ ସପ୍ତାହ ପର୍ଯ୍ୟନ୍ତ ଖାଲିପେଟରେ ଗରମ ପାଣି ସହ ମିଶାଇ ପିଅନ୍ତୁ ଏହି ଜିନିଷ, ପେଟର ଚର୍ବି ହୋଇଯିବ ଉଭାନ – ଥରେ କରିକି ଦେଖନ୍ତୁ

୧ ସପ୍ତାହ ପର୍ଯ୍ୟନ୍ତ ଖାଲିପେଟରେ ଗରମ ପାଣି ସହ ମିଶାଇ ପିଅନ୍ତୁ ଏହି ଜିନିଷ

ବନ୍ଧୁଗଣ ପେଟରେ ଚର୍ବି ଆଜିକାଲି ଏକ ସମସ୍ୟା ହୋଇଗଲାଣି । ଏହି ସମସ୍ୟା ଧୀରେ ଧୀରେ ବଡ ସମସ୍ୟାର ରୂପ ନେଇଥାଏ । ଆଜିକାଲି ବହୁତ ଲୋକ ଓଜନ ବଢିବା ନେଇ ଚିନ୍ତାରେ ଅଛନ୍ତି ଓ ଅନେକ ନିଜ ଶରୀରର ଓଜନ କମ୍ ହେବା ନେଇ ଚିନ୍ତାରେ ଅଛନ୍ତି । ଏହି ଦୁଇଟି ଯାକ ସମସ୍ୟା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆମ ଶରୀରରେ ଅଧିକ ଫ୍ୟାଟ କାରଣରୁ ଆମକୁ ବହୁ ପ୍ରକାରର ରୋଗ ଗ୍ରାସ କରିଥାଏ । ଏହି କଥାର ସବୁବେଳେ ଧ୍ୟାନ ରଖନ୍ତୁ ଯଦି ଆପଣ ଚାହଁନ୍ତି ଆପଣଙ୍କ ଶରୀର ଓଜନ ବହୁତ ଶୀଘ୍ର କମ୍ ହେଉ ତେବେ ଆପଣଙ୍କୁ ପ୍ରତିଦିନ ଦୌଡ଼ିବା ଆବଶ୍ୟକ ।

ତାପରେ ଆପଣ ଘରକୁ ଆସି ବ୍ୟୟମ ଓ ଯୋଗ କରିବା ଆବଶ୍ୟକ । ସାଥିରେ ଆପଣ ସକାଳ ଜଳଖିଆ ନିହାତି କରନ୍ତୁ । ସକାଳ ଜଳଖିଆ ଆମ ଶରୀର ପାଇଁ ନିହାତି ଆବଶ୍ୟକ । କିଛି ଲୋକ ଏହା ଭାବିଥାନ୍ତି ଯଦି ସେମାନେ ସକାଳ ଜଳଖିଆ ଖାଇବେ ନାହିଁ ତେବେ ତାଙ୍କର ଓଜନ କମିଯିବ ।

ପେଟର ଚର୍ବି ହୋଇଯିବ ଉଭାନ

ହେଲେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ସକାଳ ଜଳଖିଆ ଆମେ ନଖାଇଲେ ଆମ ଶରୀରରେ ମୋଟାପଣ ବଢିଯାଏ ଓ ଆମ ଶରୀର ଦୁର୍ବଳ ହୋଇଯାଏ । ସକାଳ ଜଳଖିଆ ଦ୍ୱୀପହର ଖାଇବା କଣ ରାତି ଖାଇବା ନଖାଇଲେବି ଆପଣଙ୍କ ଶରୀରକୁ ଫିଟ ରଖିଥାଏ । ସବୁବେଳେ ଧ୍ୟାନ ରଖନ୍ତୁ ଖାଇବା ପରେ ଭୁଲରେବି ମିଠା ଖାଆନ୍ତୁ ନାହିଁ ।

ଏବେ ଆଲୋଚନା କରିବା ପେଟର ଚର୍ବି କମ୍ କରିବାର ଉପାୟ ବିଷୟରେ । ଏହା ଏକ ବହୁତ ସହଜ ଉପାୟ ଅଟେ । ଏହା କରିବା ଦ୍ୱାରା ବହୁତ ଲାଭ ମିଳିଥାଏ ଏବଂ ଆପଣଙ୍କର ପେଟର ଚର୍ବି ବହୁତ ଶୀଘ୍ର କମ୍ ହୋଇଥାଏ ।

ଏହାକୁ କରିବା ପାଇଁ ଆପଣ ଏକ ଚାମଚ ଗରମ ପାଣି ନିଅନ୍ତୁ । ଏବେ ଏଥିରେ ଏକ ଚାମଚ ଅଦା ପେଷ୍ଟ ମିଶାନ୍ତୁ ଓ ସାଥିରେ ଏଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ସକାଳୁ ଦୌଡ଼ି ଆସିଲା ପରେ ଏହାର ସେବନ କରନ୍ତୁ । ପ୍ରତିଦିନ ଏହିପ୍ରକାର କରିବା ଦ୍ୱାରା ଆପଣଙ୍କ ପେଟର ଚର୍ବି ସହଜରେ କମିଯାଏ ।