୧୧୦ ବର୍ଷ ପରେ ହୋଇଛି ଏହି ଅଦ୍ଭୁତ ସଂଯୋଗ, ଦୁଇଟି ନବରାତ୍ରି ପଡିଛି ଏକତ୍ର, ହେବ ଧନ ବର୍ଷା – କରନ୍ତୁ କେବଳ ଏଇ ଗୋଟିଏ କାମ

ହିନ୍ଦୁ ଧର୍ମରେ ମା ଙ୍କର ପୂଜାର ବହୁତ ମହତ୍ଵ ଅଛି । ନବରାତ୍ରି ସମୟରେ କେହି କୌଣସି ପ୍ରକାରର ଭୁଲ କରିବାକୁ ପସନ୍ଦ କରନ୍ତି ନାହିଁ । କାହିଁକି ନା ମାଙ୍କୁ ରଗାଇ କେହିବି ଏହି ଦୁନିଆରେ ଖୁସିରେ ରହି ପାରିବେ ନାହିଁ । ଏହି କଥା ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ଏହି ଥର ଶାରଦୀୟ ନବରାତ୍ରିର ଆରମ୍ଭ ୧୦ ଅକ୍ଟୋବର ରୁ ଆରମ୍ଭ ହୋଇ ୧୮ରରେ ସରୁବ, ଓ ୧୯ ଅକ୍ଟୋବର ଦିନ ସମଗ୍ର ଦେଶରେ ଦଶହରା ପାଳନ କରାଯିବ । ମାଙ୍କୁ ପ୍ରଶନ୍ନ କରିବା ପାଇଁ ଭକ୍ତ ମାନେ ଭଜନ କୀର୍ତ୍ତନ କରନ୍ତି, ଦାନ ପୁର୍ଣ୍ଣ୍ୟ କରନ୍ତି, କେହି କେହି ଏହି ୯ଦିନ ଉପବାସ ମଧ୍ୟ ରଖନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ନବରାତ୍ରିରେ ୧୧୦ ବର୍ଷ ପରେ ଏଭଳି ଏକ ସଂଯୋଗ ହେଉଛି, ଏହି ସମୟରେ ଯଦି ଭକ୍ତ ମାନେ ଠିକ ସମୟରେ ପୂଜା ଓ ଠିକ ସମୟରେ କଳସ ସ୍ଥାପନା କରି ଦିଅନ୍ତି ତେବେ ମାଙ୍କର କୃପାରୁ ଘରେ ସୁଖ ସମୃଦ୍ଧି ସର୍ବଦା ବାସ କରିବ ।

ଏହି ନବରାତରୀକୁ ୧୧୦ ବର୍ଷ ପରେ ବନିଛି ଏଭଳି ସଂଯୋଗ-

ଏହି ବର୍ଷ ଶାରଦୀୟ ନବରାତ୍ରି ବହୁତ ଖାସ ହେବାକୁ ଯାଉଛି, ଏହାର କାରଣ ଏହିକି ଯେ ଏହି ଦିନ ଏକ ଅଦଭୁତ ସଂଯୋଗ ହେବାକୁ ଯାଉଛି ଯାହା ସମସ୍ତଙ୍କ ପାଇଁ ଭଲ ଫଳ ପ୍ରଦାନ କରିବ ।

ଗୋଟେ ଦିନ ଦୁଇଟି ନବରାତ୍ରି ହେଲେ ମଧ୍ୟ ନବରାତ୍ରି ପୁରା ୯ ଦିନ ଧରି ଚାଲିବ । ଏବଂ ଦ୍ଵିତୀୟ ନବରାତ୍ରି ଚିତ୍ରା ନକ୍ଷତ୍ର ରେ ହେବ ଓ ଶ୍ରବଣା ନକ୍ଷତ୍ରରେ ମହା ନବମୀର ଆଗମନ ହେବ । ଗୋଟେ ଦିନ ଦୁଇଟି ନବରାତ୍ରି ହେବା ଦ୍ଵାରା ମା ପୁରା ୯ଦିନ ସମସ୍ତଙ୍କ ଉପରେ ନିଜର କୃପା ଢାଳିବେ ।

ଏମିତି କରନ୍ତୁ କଳସର ସ୍ଥାପନା

କୁହାଯାଏ କି ମାଙ୍କର ମୂର୍ତ୍ତି ରଖିବା ସହ ବାଲି ଉପରେ କଳସ ର ସ୍ଥାପନା କରିବା ଦେବୀ ମା ଙ୍କର ସଠିକ ପୂଜା । ଚାନ୍ଦି, ତମ୍ବା, ପିତ୍ତଳ ବା ମାଟିର କଳସ ସ୍ଥାପନା କରିବା ଉଚିତ । ପ୍ରଥମେ ତାକୁ ଗଙ୍ଗା ଜଳରେ ଶୁଦ୍ଧ କରିବା ଆବଶ୍ୟକ । ଏହା ପରେ ତା ଉପରେ ନାଲି କପଡା ପକାନ୍ତୁ, ଓ ଚାରିପଟେ ଧାଗା ବାନ୍ଧନ୍ତୁ । ଏଥିରେ କେଶର, ଟଙ୍କା, ଓ ଗହମ ଆଦି ପକାନ୍ତୁ । ଏହାର ମଝିରେ ନଡିଆ ରଖନ୍ତୁ ।

ଏହା ପରେ ଦିନକୁ ଦୁଇଥର ଦୀପ ଜଳାଇ ଏହାର ପୂଜା ଅର୍ଚ୍ଚନା କରିବା ଉଚିତ । ଏହି ସମୟରେ ଦିନରେ ସୁଆନ୍ତୁ ନାହିଁ, କଳସ ଥିବା ଗୃହକୁ ଏକା ଛାଡନ୍ତୁ ନାହିଁ । ପୂଜା ସ୍ଥାନରେ ଚମଡା ଜାତୀୟ କୌଣସି ଦ୍ରବ୍ୟ ରଖନ୍ତୁ ନାହିଁ ।

 

ଏମିତି ନୂଆ ନୂଆ କଥା ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ