ସନୀ ଲିଓନିଙ୍କ ଠାରୁ ବି ଅଧିକ ହଟ ତାଙ୍କ ଭାଉଜ, ଫଟୋ ଦେଖିଲେ କହିବେ…

ପର୍ନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ତିଆରି କରିଥିବା ସନୀ ଲିଓନି ଆଜି ଲକ୍ଷ ଲକ୍ଷ ହୃଦୟରେ ରାଜ କରୁଛନ୍ତି । କିନ୍ତୁ କହିବାକୁ ଗଲେ ବହୁତ ସଂଘର୍ଷ କରିବା ପରେ ହିଁ ସନୀ ଲିଓନି ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ପ୍ରଥମେ ସେ ପର୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ କିନ୍ତୁ ଯେତେବେଳେ ସେ ବଲୀଉଡରେ ଆସିଲେ ତେବେ ସେ ପର୍ନ ଇଣ୍ଡଷ୍ଟ୍ରିକୁ ଅଲବିଦା କହିଦେଲେ । ସେ ପ୍ରଥମେ ବିଗବସରେ କଂଟେସ୍ଟେଂଟ ରୂପରେ ନଜର ଆସିଥିଲେ ।

ଏହା ପରେ ତାଙ୍କୁ କିଛି ଫିଲ୍ମ ଓ ଅନ୍ୟ କିଛି ଫିଲ୍ମରେ ଆଇଟମ ଗୀତରେ ନାଚିବା ପାଇଁ ଅଫର ମିଳିଲା । ଏହା ଛଡା ସନୀ ଲିଓନିଙ୍କର ସୁନ୍ଦରତାର ଚର୍ଚ୍ଚା ବି ଚାରିଆଡେ ହୋଇଥାଏ ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ସନୀ ଲିଓନିଙ୍କର ଏକ ସୁନ୍ଦର ଭାଉଜ ବି ଅଛନ୍ତି ? କହିବାକୁ ଗଲେ ସନୀଙ୍କର ଭାଉଜ ସୁନ୍ଦରତାରେ କାହାଠାରୁ କମ ନୁହଁନ୍ତି । ଆଜି ଆମେ ଆପଣଙ୍କୁ ସନୀ ଲିଓନିଙ୍କର ଭାଉଜଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣଙ୍କୁ କହିଦେଉଛୁ କି ସନୀ ଲିଓନିଙ୍କର ଭାଉଜଙ୍କର ନାମ କରିଶ୍ମା ନାୟଡୁ ଅଟେ । କରିଶ୍ମା ଦେଖିବାକୁ ସନୀଙ୍କ ଠାରୁ ବି ବହୁତ ସୁନ୍ଦର ଅଟନ୍ତି । କିଛି ବର୍ଷ ପୂର୍ବେ ସନୀଙ୍କର ଭାଇ ସନ୍ଦୀପ ଭୋହରାଙ୍କର ବିବାହ କରିଶ୍ମା ନାୟଡୁଙ୍କ ସହ ହୋଇଛି । ପୁରା ପରମ୍ପରାର ସହ ବିବାହ ଏକ ଗୁରୁଦ୍ୱାରରେ ସମ୍ପନ୍ନ ହୋଇଥିଲା । ବାହାଘର ପରେ ଯେତେବେଳେ ଦୁଇ ଜଣଙ୍କର ଫଟୋ ଭାଇରାଲ ହୋଇଛି ସେହି ସମୟରୁ ହିଁ କରିଶ୍ମାଙ୍କର ସୁନ୍ଦରତା ଲୋକମାନଙ୍କର ନଜରରେ ଛାଇ ଯାଇଛି ।

କିଛି ବର୍ଷ ପୂର୍ବେ ସନୀ ନିଜର ଭାଇ ଓ ଭାଉଜଙ୍କ ସହିତ ଇଂଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ସନୀ ଓ ତାଙ୍କର ପରିବାରର ବହୁତ ପ୍ରଶଂସା କରିଥିଲେ । ଭିଡିଓରେ ଜଣା ପଡୁଥିଲା କି ସନୀ ନିଜର ପରିବାରକୁ କେତେ ଭଲ ପାଆନ୍ତି । ଆପଣ ବି ଦେଖନ୍ତୁ ସନୀଙ୍କର ହଟ ଭାଉଜ କରିଶ୍ମା ନାୟଡୁଙ୍କର କିଛି ଫଟୋ ।

ଦେଖନ୍ତୁ ଫଟୋ –

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।