ମୁଖ୍ୟମନ୍ତ୍ରୀଙ୍କ ପୁଅ ସହ ବିବାହ କରିବା ପରେ ଛାଡିଦେଲେ ଫିଲ୍ମ କ୍ୟାରିୟର, ଏବେବି ସେ ଦେଖାଯାଉଛନ୍ତି ପୁରା ଅପ୍ସରା ପରି

ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ପପୁଲାର ଯୋଡି ଅଛନ୍ତି ଯେଉଁମାନେ ନିଜ ଫଟୋ ଗୁଡିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବଲୀଉଡର ଆକ୍ଟର ରିତେଶ ଦେଶମୁଖ ଓ ଆକ୍ଟ୍ରେସ ଜେନେଲିଆ ଡିସୁଜା ମଧ୍ୟ ଦୁନିଆର ସବୁଠୁ ସୁନ୍ଦର କପଲ୍ ମଧ୍ୟରୁ ଗୋଟିଏ ଅଟେ ।

ମୁଖ୍ୟ ମନ୍ତ୍ରୀଙ୍କର ପୁଅ ସହ ବିବାହ ପରେ ଛାଡିଦେଲେ ଫିଲ୍ମରେ କାମ କରିବା

ଜେନେଲିଆ ଡିସୁଜା ବର୍ତ୍ତମାନ ବଲୀଉଡ ଜଗତରୁ ବହୁତ ଦୂରରେ ଅଛନ୍ତି । ବିବାହ ପରେ ସେ ତାଙ୍କର ଆକଟିଂ କାରିୟରକୁ ଛାଡିଦେଇଛନ୍ତି । ଆପଣ ମଧ୍ୟ ଜାଣିଥିବେ ରିତେଶଙ୍କ ପିତା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ରିତେଶ ଓ ଜେନେଲିଆଙ୍କର ବିବାହ ୨୦୧୨ ରେ ହୋଇଥିଲା । ଏହା ପରେ ସେ ଫିଲ୍ମରେ କାମ କରିବା ଛାଡିଦେଲେ । ଜେନେଲିଆ ଡିସୁଜାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ସେ ହିନ୍ଦୀ ଫିଲ୍ମ ଛଡା ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଜେନେଲିଆ ଜଣେ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ଜେନେଲିଆ ତାଙ୍କର ପରିବାରର ଫଟୋ ସୋସିଆଲ ମିଡିଆରେ ସବୁବେଳେ ସେଆର କରିଥାନ୍ତି । ସେଥିପାଇଁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ଜେନେଲିଆ କିଛି ଦିନ ହେବ ଜିମ୍ ଯାଉଥିବାର ଜଣା ପଡିଛି । କିଛି ଦିନ ତଳେ ସେ ମିଡିଆକୁ ପୋଜ ଦେଉଥିବାର । ତାଙ୍କର ସୁନ୍ଦରତା ଓ ଫିଟନେସ୍ ଏହି ଫଟୋ ଗୁଡିକରେ ସ୍ପଷ୍ଟ ଦେଖାଯାଉଛି ।

କିଛି ଦିନ ତଳେ ରିତେଶଙ୍କର ଏକ ଫିଲ୍ମ “ମରଯାବାଁ” ରିଲିଜ୍ ହୋଇଥିଲା, ଫିଲ୍ମର ସକ୍ସେସ ପାର୍ଟିରେ ରିତେଶ ଓ ଜେନେଲିଆ କ୍ୟାମେରା ଏକା ସହିତ ନଜର ଆସିଥିଲେ ଓ ବହୁତ ପୋଜ ମଧ୍ୟ ଦେଇଥିଲେ ।