IASର ଏହି ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲେଇବ, ପୋଲିସକୁ ଓଡିଆରେ କଣ କୁହନ୍ତି?

ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଂଟର୍ବିୟୁ ପାସ କରିବା ଆହୁରି କଠିନ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହା ର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

ପ୍ରଶ୍ନ ୧:- ଇଂରାଜୀ ଆସୁନି ଯଦି ପ୍ରଶାସନ କେମିତି ଚଳାଇବେ ?

ଉତ୍ତର:- ଏହି ପ୍ରଶ୍ନ ପଚାରି କ୍ୟାଣ୍ଡିଡେଟ୍ ର ବୁଦ୍ଧିମତା କୁ ପରୀକ୍ଷା କରାଯାଇଥାଏ । ଏହି ପ୍ରଶ୍ନ ର ଉତ୍ତର ମଧ୍ୟ୍ୟ ଗୋଟେ ଚତୁର କ୍ୟାଣ୍ଡିଡେଟ୍ ଦେଇଥିଲେ । ଇନ୍ଟରଭ୍ୟୁଅର କହିଥିଲେ ପାଣି ପି ଦିଅନ୍ତୁ, କିନ୍ତୁ କ୍ୟାଣ୍ଡିଡେଟ୍ କହିଥିଲେ ନାହିଁ ମୁଁ ପିଇ ବିନି କାରଣ ଏହା କାଚ ଗ୍ଲାସ୍ ଅଟେ ଏବଂ ମୋର ଷ୍ଟିଲ ଗ୍ଲାସ୍ ରେ ପାଣି ପିଇବାର ଅଭ୍ୟାସ ଅଛି । ଏହି କଥା ଶୁଣି ଇନ୍ଟରଭ୍ୟୁଅର ରହିଯାଇଥିଲେ ଏବଂ କହିଥିଲେ କି ବାଜେ କଥା କହୁଛ ତୁମେ । କ୍ୟାଣ୍ଡିଡେଟ୍ କହିଲେ ସାର୍ ମୁଁ ଆପଣଙ୍କ ପ୍ରଶ୍ନ ର ହିଁ ଉତ୍ତର ଦେଉଛି । ଏଠି ପାଣିର ମହତ୍ୱ ଅଛି ନା କି ଗ୍ଲାସ ର ସେହିପରି ଭାଷା ର ଆବଶ୍ୟକ ନାହିଁ କାମ କରି ଦେଖାଇବାର ଆବଶ୍ୟକ ଅଛି ।

ପ୍ରଶ୍ନ ୨:- ଝିଅ ମାନଙ୍କ ଡ୍ରେସ ରେ ପକେଟ୍ କାହିଁକି ନ ଥାଏ ?

ଉତ୍ତର:- ଡ୍ରେସ ର ସୁନ୍ଦରତା ଖରାପ ନ ହେଉ ସେଥିପାଇଁ ଝିଅ ମାନଙ୍କ ଡ୍ରେସ ରେ ପକେଟ୍ ନଥାଏ ।

ପ୍ରଶ୍ନ ୩:-ଏମିତି କେଉଁ ଜିନିଷ ଅଛି ଯାହା କିଣିଲେ ମଧ୍ୟ୍ୟ ନିଜେ କେବେ ପିନ୍ଧନ୍ତି ନାହିଁ ଏବଂ ନିଜ ପାଇଁ କେବେ କିଣି ପାରିବେ ନାହିଁ ?

ଉତ୍ତର:-ଏହି ପ୍ରଶ୍ନ ର ସଠିକ୍ ଉତ୍ତର କୋକେଇ ଅଟେ ।

ପ୍ରଶ୍ନ ୪:- ଏମିତି କୌଣସି ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସିଥାଏ ଏବଂ ୨୪ ଘଣ୍ଟା ରେ ଚାଲି ଯାଇଥାଏ ?

ଉତ୍ତର:- ଏହି ପ୍ରଶ୍ନ ର ଠିକ୍ ଉତ୍ତର ହେଉଛି “ତାରିଖ” ।

ପ୍ରଶ୍ନ ୫:- ଗୋଟେ ଅଧା ସେଉ ପରି କଣ୍ ଦେଖାଯାଏ ?

ଉତ୍ତର:- ଠିକ୍ ଉତ୍ତର ହେଉଛି ଆଊ ଅଧା ସେଊ ।

ପ୍ରଶ୍ନ ୬:-ପୋଲିସ କୁ ଓଡିଆରେ କଣ୍ କୁହାଯାଏ ?

ଉତ୍ତର:- ପୋଲିସ କୁ ଓଡିଆରେ ‘ରାଜକୀୟ ଜନ ରକ୍ଷକ ‘ କୁହାଯାଏ ।

ପ୍ରଶ୍ନ ୭:-ଆପଣ ଗୋଟେ ହାତୀ କୁ ଗୋଟେ ହାତରେ କେମିତି ଉଠାଇବେ ?

ଉତ୍ତର:- ଏହି ପ୍ରଶ୍ନ ର ଉତ୍ତର ଟିକେ ହଟକେ ଏହାର ଉତ୍ତର ହେଉଛି ହାତୀର ହାତ ନଥାଏ ।

ପ୍ରଶ୍ନ ୮:- ଗୋଟେ ପୁଅ ଗୋଟେ ଝିଅ କୁ ପ୍ରପୋଜ କରେ, ଏମିତି କରିବା କଣ ଠିକ୍ ?

ଉତ୍ତର:- ଏହାର ଉତ୍ତର ହେଉଛି ଆଇପିସି ରେ ଏହିପରି କୌଣସି ନିୟମ ନାହିଁ ତେଣୁ ଏହା ଭୁଲ୍ ନୁହଁ ।

ପ୍ରଶ୍ନ ୯:- ସିଗାରେଟକୁ ଓଡିଆରେ କଣ୍ କୁହନ୍ତି ?

ଉତ୍ତର:- ସିଗାରେଟକୁ ଓଡିଆରେ ‘ଧୁମ୍ରପାନ ଦଣ୍ଡିକା’ କୁହନ୍ତି ।

ପ୍ରଶ୍ନ ୧୦:-ଏମିତି କେଉଁ ଜିନିଷ ଅଛି ଯାହା ଗରମ୍ କଲେ ଜମି ଯାଇଥାଏ?

ଉତ୍ତର:- ଅଣ୍ଡା, କୁ ଗରମ୍ କଲେ ତାହା ଜମି ଯାଏ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।