Katrina କୈଫଙ୍କ ଭଉଣୀ ତାଙ୍କଠୁ ବି ଅଧିକ ସୁନ୍ଦର

କଟରିନା କୈଫ ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ବଲୀଉଡ ଫିଲ୍ମରେ ନିଜର ଅଭିନୟ, ଡାନ୍ସ ଓ ସୁନ୍ଦରତା ପାଇଁ ଜଣା ଯାଆନ୍ତି । ସେ ତେଲୁଗୁ ଓ ମାଲାୟଲମ ଫିଲ୍ମରେ ବି ଅଭିନୟ କରିସାରିଛନ୍ତି । ସେ ପୁରା ଭାରତରେ ବହୁତ ପପୁଳାର ବି ଅଟନ୍ତି । ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କହିବା ତେବେ କଟରିନା କୈଫଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ରେ ବ୍ରିଟିଶ ହଙ୍ଗ କଙ୍ଗରେ ହୋଇଥିଲା ।

କଟରିନା କୈଫଙ୍କ ପିତାଙ୍କ ନାମ ମହମ୍ମଦ କୈଫ ଓ ମା ଙ୍କ ନାମ ସୁଜ୍ୟାନ ଅଟେ । ତାଙ୍କର ପାରିବାରିକ ସ୍ଥିତି କିଛି ଏମିତି ରହିଥିଲା କି ସେ ବହୁତ କମ ଦିନ ପାଇଁ ଗୋଟିଏ ସହରେ ରହୁଥିଲେ ।

ସେ ସବୁବେଳେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାଉଥିଲେ । ଏହି କାରଣରୁ ସେ ଘରେ ହିଁ ନିଜର ଶିକ୍ଷା ପୁରା କରିଛନ୍ତି । କହିବାକୁ ଗଲେ କଟରିନା କୈଫ ମାତ୍ର ୧୪ ବର୍ଷ ବୟସରୁ ହିଁ ମଡେଲିଙ୍ଗ ରୂପରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ମଡେଲିଙ୍ଗ କରିବା ସମୟରେ ହିଁ ତାଙ୍କୁ ଫିଲ୍ମ ‘ବୁମ’ର ଅଫର ମିଳିଥିଲା । ଏହି ସମୟରେ ସେ କେତେକ ବିଜ୍ଞାପନରେ ବି ନଜର ଆସୁଥିଲେ । ଏହା ପରେ ସେ ଗୋଟିଏ ତେଲୁଗୁ ଫିଲ୍ମରେ କାମ କରିଲେ ।

କିନ୍ତୁ ତାଙ୍କୁ ସବୁଠୁ ବଡ ବ୍ରେକ ‘ମେନେ ପ୍ୟାର କ୍ୟୁ କିୟା’ରେ ମୁଖ୍ୟ ଅଭିନେତ୍ରୀ ରୂପରେ ମିଳିଥିଲା । ଏହି ଫିଲ୍ମରେ ତାଙ୍କର ହିରୋ ସଲମାନ ଖାନ ଥିଲେ । ଏହି ଫିଲ୍ମ କରିବା ପରେ ସେ ବଲୀଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇଗଲେ । ଏହିଭଳି ଭାବରେ ସେ ବହୁତ ବଲୀଉଡ ଫିଲ୍ମରେ କାମ କରିଛନ୍ତି । ଏହା ମଧ୍ୟରୁ ପ୍ରାୟତଃ ଫିଲ୍ମ ହିଟ ମଧ୍ୟ ହୋଇଛି । ଦର୍ଶକମାନେ କଟରିନା କୈଫ ଓ ସଲମାନ ଖାନଙ୍କର ଯୋଡିକୁ ବହୁତ ପସନ୍ଦ କରିଥାନ୍ତି ।

କହିବାକୁ ଗଲେ କଟରିନା କୈଫ ଯେତିକି ସୁନ୍ଦର ଅଟନ୍ତି ତାଙ୍କର ଭଉଣୀ ବି ତାଙ୍କ ଭଳି ଆହୁରି ସୁନ୍ଦର ଅଟନ୍ତି । କହିବାକୁ ଗଲେ କଟରିନା କୈଫଙ୍କ ଭଉଣୀଙ୍କର ନାମ ଇସାବେଲ କୈଫ ଅଟେ । ଇସାବେଲ କୈଫ ବି କଟରିନାଙ୍କ ଭଳି ୧୪ ବର୍ଷ ବୟସରୁ ମଡେଲିଙ୍ଗ ଆରମ୍ଭ କରିଥିଲେ । ଏହା ପରେ ଇସାବେଲ କୈଫ ଅଭିନୟ ବି ଶିଖିଛନ୍ତି । କହିବାକୁ ଗଲେ ଇସାବେଲ କୈଫ ପୂର୍ବରୁ ହିଁ କେତେକ ଫିଲ୍ମରେ ନଜର ଆସିସାରିଛନ୍ତି । ଏମିତିରେ ସେ ପୂର୍ବରୁ ହିଁ ବହୁତ ପପୁଳାର ଅଟନ୍ତି ।

କିନ୍ତୁ ବଲୀଉଡରେ ହିଟ ହେବା ପାଇଁ ସୁନ୍ଦର ଓ ପପୁଳାର ହେବା ଦରକାର ନାହିଁ ଏଥିପାଇଁ ଅଭିନୟ ଓ ପରିଶ୍ରମ ବି କରିବା ଦରକାର । ଗୋଟିଏ ଇଣ୍ଟରଭିୟୁରେ କଟରିନା କୈଫ କହିଥିଲେ କି ଇସାବେଲ କୈଫ ନିଜର କ୍ୟାରିୟରର ଆରମ୍ଭ ଇଂଗ୍ଲିଶ ଫିଲ୍ମରୁ କରିଛନ୍ତି । କିନ୍ତୁ ସେ ବଲୀଉଡରେ କାମ କରିବେ କି ନା ହିଁ ଏହା ତାଙ୍କର ନିଷ୍ପତି ଅଟେ । ସେ ବହୁତ ବୁଦ୍ଧିମାନ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ଇସାବେଲ କୈଫ ବହୁତ ଥିଏଟର ବି କରିସାରିଛନ୍ତି ଓ ସେ ଗୋଟିଏ ପ୍ରୋଡକ୍ଶନ ହାଉସର କୋ ଫାଉଣ୍ଡର ବି ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।