ଆଜିର ରାଶିଫଳ, 4 ସେପ୍ଟେମ୍ବର 2020, ଶୁକ୍ରବାର, ଏହି ୬ଟି ରାଶି ଉପରେ ରହିବ ମା ଦୂର୍ଗାଙ୍କ ଆଶୀର୍ବାଦ, ବାକି ରାଶି ମାନେ ରୁହନ୍ତୁ ସତର୍କ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବ୍ୟବହାରିକ କାର୍ଯ୍ୟ ଶେଷ କରିବା ପାଇଁ ଆଜି ହେଉଛି ଶୁଭ ଦିନ । ପରାକ୍ରମରେ ଆପଣଙ୍କ ବୃଦ୍ଧି ହେବ । ନୂଆ ସାଙ୍ଗ ହେବେ , ଯାହାର ମିତ୍ରତା ଦୀର୍ଘ କାଳ ପର୍ଯ୍ୟନ୍ତ ସ୍ଥାୟୀ ରହିବ । ପରିଜନ ତଥା ମିତ୍ରତା ସହିତ ସମାରୋହରେ ଉପସ୍ଥିତ ରହିବେ । ବ୍ୟବସାୟ ପାଇଁ ଏହି ସପ୍ତାହରେ ଆପଣ ବ୍ୟସ୍ତ ରହିବେ । ସହକର୍ମୀ ଆପଣଙ୍କର କାର୍ଯ୍ୟକୁ ସହଜ ଉପାଯରେ କରିବା ପାଇଁ ସାହାଯ୍ୟ କରିବେ । ଆଜି କୌଣସି କାର୍ଯ୍ୟରେ ପଇସା ନିବେଶ କରିବା ପାଇଁ ଏକ ଭଲ ଦିନ ଅଟେ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆପଣ ଉତ୍ସାହିତ ରହିବେ । ନକରାତ୍ମକ ବିଚାରରୁ ଦୂର ରୁହନ୍ତୁ ।

ବୃଷ

ବ୍ୟପାରରେ ଆପଣଙ୍କୁ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ଆଉ ଧନର ମଧ୍ୟ ପ୍ରାପ୍ତି ହେବ । ଉଚ ଅଧିକାରୀଙ୍କ ଶୁଭ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଲେ ଉସ୍ଛାହା ବଢିବ । ବ୍ୟାପାରୀ ବର୍ଗ ମାନେ କିଛି ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ଆପଣଙ୍କ ବଡ ଘାଟାରେ ପଡ଼ିପାରନ୍ତି । ପଇସା ସମ୍ବନ୍ଧିତ କିଛି ବି କାର୍ଯ୍ୟକୁ ନେଇ ବାଦବିବାଦ ହୋଇପାରେ । ଆଜି ଆପଣଙ୍କୁ ଅତିରିକ୍ତ କାମ ଉପରେ ବୋଝ ପଡିପାରେ । ଅଫିସରେ ଜଟିଳ କାମ ଆପଣଙ୍କ ଉପରେ ଦିଆଯାଇପାରେ । ଧନ ପ୍ରାପ୍ତି ହେବାର ମଧ୍ୟ ଯୋଗ ଅଛି । ଯେଉଁ ପରିସ୍ଥିତି ଆପଣଙ୍କର ନିୟନ୍ତ୍ରଣ ବାହାରେ ଅଛି ତାକୁ ଯିବାକୁ ଦିଅନ୍ତୁ ।

ମିଥୁନ

ଦିନର ଆରମ୍ଭରୁ ମାନସିକ ସବଳତା ଏବଂ ଶାନ୍ତିପୂର୍ଣ ବାତାବରଣ ରହିବ । ଆଜି ଆପଣଙ୍କର ଆର୍ଥିକ ଲାଭ ମଧ୍ୟ ହେବ । ସମସ୍ତଙ୍କର ସହଯୋଗ ମିଳିବ । ଆପଣ ଲକ୍ଷ୍ୟ ପ୍ରାପ୍ତି କରିବେ । ସମସ୍ତଙ୍କର ସହଯୋଗ ମିଳିବ । ଯଦି କୌଣସି ମହତ୍ଵପୂର୍ଣ ବୈଠକରେ କାର୍ଯ୍ୟକ୍ରମ ନିଯୋଜିତ ଅଛିନ୍ତି ସେଥିରେ ଆପଣ ପ୍ରଥମ ଭାଗ ନିଅନ୍ତୁ । କାର୍ଯ୍ୟରେ ସଫଳତା ଅବଶ୍ୟ ପ୍ରାପ୍ତି ହେବ । ପରିଜନଙ୍କ ସହିତ ଆନନ୍ଦପୂର୍ବକ ସହିତ ବିତନ୍ତୁ । ଭାଗ୍ୟ ଆପଣଙ୍କର ଚମକି ଉଠିବ ।

କର୍କଟ

ମେଷ ରାଶିର ଲୋକମାନେ ଆଜି ମନଟିକୁ ଏକାଗ୍ରତା କମ ଆସିପାରେ । ବାଦ ବିବାଦରୁ ଆପଣ ବଞ୍ଚନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ପେଟର ତଳଭାଗ ସମ୍ବନ୍ଧିତ ରୋଗର ସମାନା କରିବାକୁ ପଡ଼ିପାରନ୍ତି । ଆଜି ଆପଣ ସଂକ୍ରମଣ ସମ୍ବନ୍ଧିତରେ ଆସିପାରନ୍ତି ସେଥିପାଇଁ ଅସ୍ୱାସ୍ଥ୍ୟକର ଖାଦ୍ୟ ପର୍ଦାର୍ଥରୁ ବଞ୍ଚନ୍ତୁ । ଯଦି ଆବଶ୍ୟକତା ଅଛି ଶୀଘ୍ର ଚିକିଶ୍ୟାର ସାହାଯ୍ୟ ପ୍ରାପ୍ତ କରନ୍ତୁ । ଛୋଟ ମୋଟ କଥାକୁ ମନକୁ ନିଅନ୍ତୁ ନାହିଁ । ଧନ ନିବେଶ ଅଥବା ସ୍ଥିର ସମ୍ପତି ବିଷୟରେ ବିଚାର ବିମର୍ଶ ଅବଶ୍ୟ କରନ୍ତୁ । ମନରେ କିଛି କିନ୍ତୁ ଭାବନା ନ ରଖନ୍ତୁ ବ୍ୟବସାୟର ଆପଣ ନିର୍ନୟ ନେଇପାରିବେ ନାହିଁ ।

ସିଂହ

ଆଜି ଆପଣଙ୍କର ପାଇଁ ଦିନଟି ମଧ୍ୟମ ଧରଣର  ଫଳଦାୟୀ ରହିବ । ଆଚାର ବିଚାର ଉପରେ ସଂଯମତା ରହିବା ଦରକାର । ଅନ୍ୟାୟତିକ କାର୍ଯ୍ୟରେ ଦୂର ରହିବା ଦରକାର । କମ ସମ୍ବନ୍ଧିତ ସବୁ କଷ୍ଟ ସମାଧାନ ହୋଇଯିବ । ଉଶ୍ଚାହର ସହିତ ଆପଣ ସବୁ କାର୍ଯ୍ୟକୁ ସଫଳତା ପୂର୍ବକ ପୁରୁଣ କରିବେ । ବ୍ୟାପାର ଭଲ ରହିବ । ପୁରନା ନିବେଶ ମାଧ୍ୟମରେ ଲାଭ ହେବ । ଯାତ୍ରା କୁ ଆପଣ ଟାଳି ଦିଅନ୍ତୁ । କୌଣସି ଅନାବଶ୍ୟକ ବାଦବିବାଦ ଆପଣଙ୍କ ସହିତ ହୋଇପାରେ । ସତର୍କତା ଅବଲମ୍ଵବନ କରନ୍ତୁ ଆଘାତ ଆପଣଙ୍କୁ ଲାଗିପାରେ ।

କନ୍ୟା

ଆପଣ ସବୁ କାର୍ଯ୍ୟକୁ ଦୃଢ ମନବଳ ଆଉ ଆତ୍ମବିଶ୍ବାସର ସହିତ ପୁରୁଣ କରନ୍ତୁ । କାର୍ଯ୍ୟରେ ବ୍ୟସ୍ତତା ରହିବ । ଆପଣଙ୍କୁ ବରିଷ୍ଠ ବ୍ୟକ୍ତିର ବାଦବିବାଦର ସାମନା କରିବାକୁ ପଡିପାରେ । ଯିଏ ଆପଣଙ୍କୁ ପ୍ରତିଷ୍ଠାକରବାରେ କ୍ଷତି ପହଞ୍ଚାଇପାରନ୍ତି । ସେହି ସବୁ ଲୋକଙ୍କଠାରୁ ସାଙ୍ଗ ହୁଅନ୍ତୁ ନାହିଁ । କାର୍ଯ୍ୟରେ ସଫଳତା ଯେତେବେଳେ ଆସିବା ସେତେବେଳେ କିଛି ବଧ ବିଘ୍ନ ଆସିପାରେ । ସେଥିପାଇଁ କିଛି ସମୟ ପାଇଁ ନିରାଶ ହୋଇପାରନ୍ତି । ସାବଧାନ ରୁହନ୍ତୁ ସମ୍ପର୍କୀୟମାନଅଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ । ସେଥିପାଇଁ ଆପଣ ଭଗବାନ ପାଖରେ ପ୍ରଥର୍ନା କରନ୍ତୁ ଆପଣଙ୍କୁ ଶାନ୍ତି ମିଳିବ ।

ତୁଳା

ସାମାଜିକ ଦୃଷ୍ଟି ଆଜି ଆପଣଙ୍କୁ ଯଶ କ୍ରୀତ୍ତି ଆଉ ମାନସନମାନ ପ୍ରାପ୍ତି ହେବ । ଆକସ୍ମିକ ଧନ ଲାଭ ହେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ଏଇଟା ମହତ୍ବପୂର୍ଣ ସମୟ ଅଟେ । ଆପଣ ନିଜ କାର୍ଯ୍ୟ ପାଇଁ ପୁରସ୍କାର ଓ ସୁଖଦ ପରିଣାମ ଓ ପ୍ରଶଂସା ପ୍ରାପ୍ତି ହେବ । ଆଜି ଆପଣଙ୍କର ଦାଂପତ୍ଯ ସୁଖ ଆଉ ଆନନ୍ଦ ଅନୁଭବ କରିବେ । ଆପଣ ଅନ୍ତରଙ୍ଗ ରୂପରେ କାହା ପ୍ରତି ଆକର୍ଷିତ ହେବ । ମିତ୍ରତା ଓ ପରିବାରର ଲୋକ ସହିତ କିଛି ସମୟ ଆନନ୍ଦରେ କଟେଇବେ । ଆଜି ଦିନରେ ଆପଣଙ୍କର ଭାଗ୍ୟ ଫଳ ଭଲ ରହିବ । କିନ୍ତୁ ଆପଣଙ୍କର କିଛି କଷ୍ଟ , ପୀଡା ଅଥବା ଦୁଷ୍ପରିଣାମର ସମ୍ଭାବନା ନାହିଁ ।

ବିଚ୍ଛା

ଆଜିର ଜୀବନ ସାଥି ସହ ବ୍ୟବହାର ଅଧିକ ମଧୁରତା ପୂର୍ଣ ରହିବ । ସାଙ୍ଗ ସହିତ ବୁଲିବାର କାର୍ଯ୍ୟ କ୍ରମ କରିପାରନ୍ତି । ଭାଇ ଓ ଭଉଣୀଙ୍କ ସହ ସମ୍ବନ୍ଧ ଭଲ ରହିବା । ଦୂର ସ୍ଥିତ ସମାପର୍କୀୟ ମାନଙ୍କର ସମାଚାର ଭଲ ମିଲବ ଦ୍ଵାରା ଆପଣଙ୍କର ଆନନ୍ଦ ବଢିବ । ଆଜି ଆପଣ ନିଜର ଜୀବନ ସାଥି ସହ ଭାବନା ବାଣ୍ଟିବା ଏକ ଉଚିତ ସମୟ ଅଟେ । ଚିନ୍ତା ଆଉ ଭୟକୁ ଗୋଟେ ଜାଗାରେ ରଖିକି ଆପଣ ନିଜ ଜୀବନ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ଅତୀତର  କୌଣସି ପରିଚିତ ଆପଣଙ୍କର ସମ୍ପର୍କରେ ଆସିବ ତାହାକୁ ମନେରଖିବାର ଦିନ ତିଆରି କରିଦେବ ।

ଧନୁ

ବୁଦ୍ଧି ଓ ବିବେକ ସହିତ କାର୍ଯ୍ୟ କରନ୍ତୁ  । ଆଜି ଆପନଙ୍କର ମନ ନକରାତ୍ମକ ବିଚାରକୁ ବାହାର କରିବାର ସୂଚନା ଗ୍ରହ ଓ ନକ୍ଷତ୍ର ଦେଉଛନ୍ତି । ବ୍ୟବସାୟର ଦିନଟି ଆପଣଙ୍କର ପାଇଁ ବହୁତ ଭଲ ଦିନ ରହିବ । ଆଜି ଆପଣ କୌଣସି ନିର୍ନୟ ନେଇପାରିବେ ଓ ସ୍ଵତରାନ୍ତ ରୂପରେ କିଛି ନୂଆ ପରିଯୋଜନା ଆରମ୍ଭ କରିପାରିବେ । ଆପଣ ସମ୍ପର୍କ ଅଧିକତମ ସଦଭାବନା ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ପରିବାରର ସହିତ ସମୟ ବ୍ୟତୀତ କରନ୍ତୁ । ପ୍ରଶଂସା ଆଉ ମାନ୍ୟତା ନୂଆ ଅବସର ପ୍ରଦାନ କରିବେ । ଗୃହସ୍ଥ ଜୀବନରେ ମଧୁରତା ରହିବ । ଆକସ୍ମିକ ଧାନ ଲାଭର ଯୋଗ ଅଛି ।

ମକର

ଭାଗ୍ୟ ଆପଣଙ୍କର ନିଶ୍ଚୟ ସାଥ ଦେବ । ଇଶ୍ଵର ଭକ୍ତି ଆଉ ମାଧ୍ୟମିକ ଚିନ୍ତନ ଆଜି ଆପଣଙ୍କର ମନକୁ ଶାନ୍ତି ପ୍ରଦାନ କରିବ । କାର୍ଜ୍ୟାଳୟରେ ସହକର୍ମୀ ସହ ଆପଣଙ୍କର ବିଶେଷ ରୂପରେ ସମର୍ଥନ ଆଉ ସହାୟତା କରିବେ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କର କ୍ଷମତା ସହିତ ପ୍ରଭାବିତ ହେବେ । ବ୍ୟବସାୟି ଆଉ ବ୍ୟାପାରୀ ଲୋକମାନେ ନିଜର କାର୍ଯ୍ୟକୁ ବିସ୍ତାର କରିବାରେ ସକ୍ଷମ ରହିବ । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ । ଆଜି ସାମାଜିକ ମେଳାପ ପାଇଁ ଭଲ ଦିନଟି ଅଛି । କାର୍ଯ୍ୟରେ ଯାସ ପ୍ରାପ୍ତ ହେବ । ଆପଣଙ୍କର ଭାଗ୍ୟଟିକୁ ଏତେ ଉଚରେ ନେଇଯିବ ଯାହା ଆପଣ ସ୍ଵପ୍ନରେ ଭବିନଥିବେ ।

କୁମ୍ଭ

ଆଜି ଦିନଟି ମଧ୍ୟମ ଫଳଦାୟୀ ହେବ । ଆଜି ପରିବାରରେ ପ୍ରତିକୁଳ ବାତାବରଣ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ନକାରତ୍ମକ ଭାବ ସୃଷ୍ଟି କରିବା ନାହିଁ । ଏଥିପାଇଁ ଆପଣ ବିଶେଷ ରୂପରେ ଧ୍ୟାନ ରଖନ୍ତୁ । ଗାଡି ଆପଣ ଠିକ ଭାବରେ ଚଲାନ୍ତୁ । ଆପଣଙ୍କୁ  ନୂଆ ଦାୟିତ୍ଵ ମିଳିବ ଯାହା ଦ୍ଵାରା ବହୁତ ଫାଇଦା ହେବ । ଆପଣ ବ୍ୟବସାୟ ସମ୍ବନ୍ଧିତ ପରାକ୍ରମ ପ୍ରୟାଗରେ ନିଜର କ୍ୟାରିୟରକୁ ପ୍ରତ୍ୟାଷ୍ୟ ରୂପରେ ଭଲ କରିବେ । ବୁଝି ବିଚାରି କାମ କରନ୍ତୁ ଆପଣଙ୍କୁ ଭଲ ସଫଳତା ପ୍ରାପ୍ତି କରିବେ ।

ମୀନ

ଆଜି ଆପଣ ମନଟି ଚିନ୍ତା ମୁକ୍ତ ରହିବ । ଆର୍ଥିକ ଲାଭ ଆଉ ସାମାଜିକ ମାନ ପ୍ରତିଷ୍ଠାର ଅଧିକାରୀ ରହିବେ । ଆପଣଙ୍କର ଇଚ୍ଛା ଆଉ ପ୍ରେମର ଭାବନା ଏହି ସମୟ ବହୁତ ପ୍ରବଳ ହେବ । ଅତୀତର କୌଣସି ପରିଚିତ ବ୍ୟକ୍ତି ଆପଣଙ୍କ ସହ କିଛି ସମୟ ବିତେଇବା ଦ୍ଵାରା ଦିନଟି ଶୁଭମୟ ହୋଇଯିବ । ଆପଣଙ୍କର ଊର୍ଜାସ୍ତର ଉଚତମ ରହିବ । ଆଜି ଆପଣ ମିଳିମିଶି କାର୍ଯ୍ୟଟିକୁ କରିବା ଦ୍ଵାରା ଭଲ ଦିନ ରହିବ । ମା ଲକ୍ଷ୍ମୀଙ୍କର କୃପା ବ୍ୟବସାୟ ଲାଭ ହେବ । ଅଟକିଥିବା ପଇସା ଆପଣଙ୍କୁ ପ୍ରାପ୍ତ ହେବ । କିନ୍ତୁ ବ୍ୟୟର ବୃଦ୍ଧି ହେବ । ଭାଇର ସହଯୋଗ ଆପଣଙ୍କୁ ସପୁର୍ଣ ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।