୧୫୦୦ ବର୍ଷ ପୁରୁଣା ମୂର୍ତ୍ତିର ଯେତେବେଳ ହେଲା ‘CT Scan’, ରିପୋର୍ଟ ଦେଖି ଡାକ୍ତରମାନଙ୍କୁ ବି ନିଜ ଆଖି ଉପରେ ହେଲା ନାହିଁ ବିଶ୍ଵାସ ! ଦେଖନ୍ତୁ

କହିବାକୁ ଗଲେ ପୃଥିବୀରେ ଆଜି ବି ଏମିତି ବହୁତ ଜିନିଷ ଅଛି, ଯାହା ବିଷୟରେ ମନୁଷ୍ୟକୁ କିଛି ବି ଜଣା ନାହିଁ । ଏମିତିରେ ବି ବିଜ୍ଞାନ ହାର ମାନିବାକୁ ପ୍ରସ୍ତୁତ ନାହିଁ ଓ ନିଜର ରିସର୍ଚ ଦ୍ଵାରା ସବୁଦିନ କିଛି ନା କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ରହସ୍ୟ ବିଷୟରେ କହିଥାଏ । ଏହା ମଧ୍ୟରେ ଏମିତି କିଛି ରହସ୍ୟ ଅଛି ଯାହା ଉପରେ ବିଶ୍ଵାସ କରିବା କେବଳ କଷ୍ଟ ହିଁ ନୁହେଁ ଅସମ୍ଭବ ବି ହୋଇଥାଏ । ବିଜ୍ଞାନ ସାହାର୍ଯ୍ୟର ଦେଶ ଓ ଦୁନିଆରେ ସବୁଦିନ ରହସ୍ୟମୟୀ ଜାଗାରେ ମାଟି ଖୋଳା ଯାଉଛି ଓ ଏହି ସମସ୍ତ ରହସ୍ୟ ଉପରୁ ପରଦା ଉଠା ଯାଉଛି ।

Image courtesy: Google

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ବିଶ୍ବାସ କରିପାରିବେନି । ଆଜି ଆମେ ଏକ ବୌଦ୍ଧ ଭିକ୍ଷୁକ ଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ଏହା ପୂର୍ବରୁ ଆମେ ଆପଣଙ୍କୁ କହିଦେଉଛୁ କି ବୌଦ୍ଧ ଧର୍ମର ଶିଷ୍ୟମାନେ ଭାରତ ସହିତ ଦୁନିଆର ଅନ୍ୟ ଦେଶରେ ବି ଅଛନ୍ତି । ଖାସକରି ଏସିଆ ମହାଦେଶର ଚୀନ, ଥାଇଲ୍ୟାଣ୍ଡ ଓ ଭିୟତନାମ ଭଳି ଦେଶରେ ଏମାନଙ୍କର ସଂଖ୍ୟା ବହୁତ ଅଧିକ ଅଛି ।

Image courtesy: Google

ଏମିତିରେ ବିଜ୍ଞାନ ଏହି ସମସ୍ତ ଜାଗାକୁ ଯାଇ ରହସ୍ୟ ଖୋଜିବାରେ ଲାଗିଛି । ଏମିତି ହିଁ ଏକ ରହସ୍ୟମୟୀ ଜିନିଷ ବର୍ତ୍ତମାନ ବୈଜ୍ଞାନିକମାନଙ୍କ ହାତରେ ଲାଗିଛି । କହିବାକୁ ଗଲେ ଏହା ବୌଦ୍ଧ ଧର୍ମ ଗୁରୁଙ୍କର ଏକ ମୂର୍ତ୍ତି ଅଟେ । ଏହି ମୂର୍ତ୍ତିର ଫଟୋ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଛି । ବୈଜ୍ଞାନିକମାନଙ୍କ ଦ୍ଵାରା କୁହାଯାଉଛି କି ଏହି ମୂର୍ତ୍ତି ପାଖାପାଖି ୧୫୦୦ ବର୍ଷ କିମ୍ବା ତାହା ଠାରୁ ଅଧିକ ପୁରୁଣା ଅଟେ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଏହି ମୂର୍ତ୍ତିକୁ ନେଦରଲ୍ୟାଣ୍ଡର କିଛି ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି । ଏହି ମୂର୍ତ୍ତିକୁ ଦେଖିବା ପରେ ବୈଜ୍ଞାନିକମାନଙ୍କୁ ଲାଗିଲା କି ଏଥିରେ କିଛି ଖାସ ଅଛି । ସେଥିପାଇଁ ଏହି ମୂର୍ତ୍ତିର ସତ୍ୟତା ଜାଣିବା ପାଇଁ ବୈଜ୍ଞାନିକମାନେ ଯେତେବେଳେ ଏହାର ସିଟି ସ୍କାନ କରାଇଲେ, ଯାଞ୍ଚ ପରେ ଯେଉଁ ସତ୍ୟତା ସାମ୍ନାକୁ ଆସିଲା ତାହା ବୈଜ୍ଞାନିକମାନଙ୍କର ହୋସ ଉଡାଇ ଦେଲା ।

ରିସର୍ଚରେ ଜଣା ପଡିଲା କି ଏହି ମୂର୍ତ୍ତି ଭିତରେ ଏକ ମମ୍ମି ଅଛି ଯାହାକି ଗତ କିଛି ବର୍ଷ ହେବ ଧ୍ୟାନରେ ବସିଛି । ଏହା ମଧ୍ୟରେ ଅନ୍ୟ ଏକ ସତ ସାମ୍ନାକୁ ଆସିଲା କି ବୌଦ୍ଧ ଭିକ୍ଷୁକମାନେ ନିଜକୁ ମାଟି ଭିତରେ ଲୀନ କରି ନିଅନ୍ତି ଓ ସେଠୁ ନିଶ୍ଵାସ ନେବା ପାଇଁ ବାଉଁଶର ବ୍ୟବହାର କରିଥାନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।