ବିବାହ କରିବା ପରେ ଏହି ମୁସ୍ଲିମ ଅଭିନେତ୍ରୀ ବଦଳାଇଲେ ନିଜର ଧର୍ମ, ଜାଣନ୍ତୁ କାହିଁକି

ବନ୍ଧୁଗଣ, ବହୁତ ସାରା ଅଭିନେତ୍ରୀ ସବୁ ବର୍ଷ ବିବାହ କରୁଛନ୍ତି । ବହୁତ ବାର ଏହି ଅଭିନେତ୍ରୀମାନେ ନିଜ ଧର୍ମରୁ ଅଲଗା କୌଣସି ଧର୍ମରେ ବିବାହ କରନ୍ତି । କିନ୍ତୁ ବହୁତ କେସରେ ଅଭିନେତ୍ରୀ ନିଜଠୁ ଅଲଗା ଧର୍ମରେ ବିବାହ କଲେ ମଧ୍ୟ ସେ ନିଜର ଧର୍ମ ବଦଳାନ୍ତୀ ନହିଁ, କିନ୍ତୁ ଏହି ମୁସଲିମ ଅଭିନେତ୍ରୀ  ଜଣକ ହିନ୍ଦୁ ଅଭିନେତାକୁ ବିବାହ କରି ହିନ୍ଦୁ ଧର୍ମକୁ ଆପଣେଇ ଥିଲେ ।

ଏହି ଅଭିନେତ୍ରୀ ନାମ ହେଲା ଆମନା ସରିଫ । ଏହି ଅଭିନେତ୍ରୀ ନାମ ବହୁତ ଅଭିନେତାଙ୍କ ସହିତ ରହିଛି କିନ୍ତୁ ଏହି ଅଭିନେତ୍ରୀ ମିଡିଆରୁ ବାହାରେ ହୋଇ ନିଜ ସାଙ୍ଗ ଅମିତ ସହିତ ୨୦୧୩ ରେ ବିବାହ କରିଥିଲେ । ଏହି ଅଭିନେତୃର ବିବାହକୁ ଏବେ ୭ ବର୍ଷ ହେଲାଣି ଓ ଏହି ଅଭିନେତ୍ରୀ ସୁଖୀ ଜୀବନ ବିତାଉଛି ।

ଏହି ଅଭିନେତ୍ରୀ ଜଣେ ମୁସଲିମ ଅଭିନେତ୍ରୀ ଥିଲେ କିନ୍ତୁ ଯେବେ ଏହି ଅଭିନେତ୍ରୀ ନିଜର ସାଥି ଅମିତ ସହିତ ବିବାହ କରିଥିଲେ କିନ୍ତୁ ଅମିତ ତାଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ କହିନଥିଲେ, ଏହି ଅଭିନେତ୍ରିର ସ୍ଵାମୀ ସେଇ ଅଭିନେତ୍ରିକୁ କହିଥିଲେକି ମୁ ତୁମକୁ ବିବାହ କରିଛି ତୁମ ଧର୍ମ ସହ ନୁହେଁ ସେଥିପାଇଁ ତମେ ଯେଉଁ ଧର୍ମ ଚାହିଁବ ସେଇ ଧର୍ମ ଆପଣେଇପାରିବ । କିନ୍ତୁ ପୁଣି ଏହି ଅଭିନେତ୍ରୀ ତାଙ୍କ ସ୍ଵାମୀର ହିନ୍ଦୁ ଧର୍ମକୁ ଆପଣେଇଥିଲେ ।

ଏହି ଅଭିନେତ୍ରୀ କହିଛନ୍ତିକି ମୁଁ କେବେ ବେସୀ ସମୟ ପର୍ଯ୍ୟନ୍ତ ଚିନ୍ତିତ ରୁହେ ନାହିଁ କାରଣ ମୋର ସ୍ଵାମୀ ମୋର ବହୁତ ଯତ୍ନ ନିଅନ୍ତି ଓ ମୋ ସାଥିରେ ସବୁବେଳେ ରହିଥାନ୍ତି । ଏହି ଅଭିନେତ୍ରୀ କହିଥିଲେ ପ୍ରଥମେ ମୋର ଘର ଲୋକ ଏହି ବିବାହରେ ରାଜି ନଥିଲେ କିନ୍ତୁ ତାଙ୍କ ଝିଅ ଆଗରେ ତାଙ୍କୁ ଝୁକିବାକୁ ପଡିଥିଲା ଓ ମୋର ଘର ଲୋକ ବିବାହ ପାଇଁ ଅନୁମତି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।