ସମସ୍ତ ସମସ୍ୟା ତୁରନ୍ତ ହେବ ଦୂର, ଶନିବାରକୁ କରନ୍ତୁ ଏହି ଉପାୟ, ଶନିଦେବ ଦେବେ ଆପଣଙ୍କର ସାଥ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଶନିବାର ଦିନ ଶନିଦେବଙ୍କୁ ସମର୍ପିତ ଅଟେ । ଯଦି ଶନିବାର ଦିନ କିଛି ଉପାୟ କରାଯାଏ ତେବେ । ଏହା ଦ୍ଵାରା ଶନିଦେବଙ୍କର ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଜୀବନର ସମସ୍ତ କଷ୍ଟ ବି ଦୂର ହୋଇଯାଏ । ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ଶନିବାର ଦିନ କରାଯାଉଥିବା କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଆପଣ ଶନିଦେବଙ୍କର କୃପା ପାଇ ପାରିବେ । ଏବଂ ନିଜ ଜୀବନରେ ଖୁସି ରହି ପାରିବେ ।

ଆସନ୍ତୁ ଜାଣିବା ଶନିବାର ଦିନର କେଉଁ ଉପାୟ

·    ଶନିବାର ଦିନ ଶନିଦେବଙ୍କର ପୂଜା ସମୟରେ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ, ଏହା ସହିତ ଶନିଦେବଙ୍କର ମନ୍ତ୍ର “ଓଁ ଶଂ ଶନୈଶ୍ଚରାୟ ନମ:”କୁ ରୁଦ୍ରାକ୍ଷ ମାଲା ସହ ଜପ କରନ୍ତୁ । ଆପଣ ଏହି ମନ୍ତ୍ରକୁ କମ ରୁ କମ ୧୦୮ ଥର ଜପ କରନ୍ତୁ । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ଶନିଙ୍କର ସାଢେସାତୀରୁ ଆପଣ ବଞ୍ଚିତ ହୋଇଯିବେ ।

·    ଆପଣ ଶନିବାର ଦିନ ସକାଳେ ସ୍ନାନ କରିବା ପରେ ଓସ୍ଥ ଗଛରେ ପାଣି ଅର୍ପଣ କରନ୍ତୁ । ଏହା ସହିତ ଆପଣ ଓସ୍ଥ ଗଛର ୭ ଥର ପରିକ୍ରମା ବି କରନ୍ତୁ । ଏହା ପରେ ସୂର୍ଯ୍ୟାସ୍ତ ପରେ ଆପଣ କୌଣସି ସୁନସାନ ଜାଗାରେ ଓସ୍ଥ ଗଛ ତଳେ ଦୀପ ଜଳାନ୍ତୁ କିମ୍ବା ଆପଣ କୌଣସି ମନ୍ଦିରରେ ବି ଦୀପ ଲଗାଇ ପାରିବେ ।

·    ଆପଣ ଶନିବାର ଦିନ ତମ୍ବାର ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ତିଳ ପକାଇ ଶିବଳିଙ୍ଗ ଉପରେ ଅର୍ପଣ କରନ୍ତୁ । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ଆପଣଙ୍କର ସମସ୍ତ ରୋଗ ଦୂର ହୋଇଯିବ ଏବଂ ଆପଣଙ୍କର ଆର୍ଥିକ ସମସ୍ୟା ବି ଦୂର ହୋଇଯିବ ।

·    ଆପଣ କୌଣସି ବି ଶନିବାର ଦିନ ସନ୍ଧ୍ୟା ସମୟରେ ନିଜର ଉଚ୍ଚତା ହିସାବରେ ଏକ ନାଲି ସୂତା ନିଅନ୍ତୁ, ବର୍ତ୍ତମାନ ଏହାକୁ ପାଣିରେ ଧୋଇ ଆମ୍ବ ପତ୍ରରେ ଘୋଡାଇ ଦିଅନ୍ତୁ, ବର୍ତ୍ତମାନ ଆପଣ ନିଜର ମନୋକାମନାକୁ କହି ଏହାକୁ ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ଦୂର ହୋଇଯିବ ।

·    ଯଦି ଆପଣ ଶନିବାର ଦିନ ମହାବଳୀ ହନୁମାନଙ୍କର ପୂଜା କରୁଛନ୍ତି ତେବେ ଏହା ଦ୍ଵାରା ଶନି ପୀଡାରୁ ଆପଣ ବଞ୍ଚିତ ହୋଇଯିବେ । କାରଣ ଯେଉଁ ଭକ୍ତ ହନୁମାନଙ୍କର ପୂଜା କରିଥାଏ ଶନିଦେବ ତାଙ୍କର କେବେ ବି କ୍ଷତି କରନ୍ତି ନାହିଁ ।

·    ଆପଣ ଶନିବାର ଦିନ କଳା ବସ୍ତ୍ର ଧାରଣ କରନ୍ତୁ, ଏହା ପରେ ଆପଣ ଏହି ଦିନରେ ଯାହା ବି କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।