ପରିଶ୍ରମ କଲା ପରେ ମଧ୍ୟ ମିଳୁ ନାହିଁ ଟଙ୍କା, ତେବେ କରନ୍ତୁ ଶନି ଦେବତାଙ୍କ ଏହି ଖାସ୍ ଉପାୟ

ବର୍ତ୍ତମାନର ସମୟରେ ଟଙ୍କାର ଆବଶ୍ୟକତା ସମସ୍ତଙ୍କୁ ଅଛି । ଲୋକମାନେ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ଅଧିକ ଟଙ୍କା ଅର୍ଜନ କରିବା ପାଇଁ ଚେଷ୍ଟା କରନ୍ତି, ଯାହାଫଳରେ ସେମାନେ କର୍ମ କ୍ଷେତ୍ରରେ ରାତି ଦିନ ଏକ କରିଦିଅନ୍ତି । ବହୁତ କଷ୍ଟ କରି ମଧ୍ୟ ତାଙ୍କୁ ନିଜ କଷ୍ଟର ସଠିକ ଫଳ ମିଳିନଥାଏ । ଠିକ ସେମିତି ଅନ୍ୟ କିଛି ଲୋକ ବହୁତ କମ କଷ୍ଟରେ ଅଧିକ ଫଳ ହାସଲ କରିନିଅନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଧନ ଆଗମନର ସବୁ ରାସ୍ତା ଖୋଲିଯିବ ।

google

ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଧନ ସମ୍ବନ୍ଧିତ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ସାଧାରଣତଃ ଆମ୍ଭେମାନେ ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ମା ଲକ୍ଷ୍ମୀଙ୍କୁ ଆରାଧନା କରିଥାଉ । ହେଲେ ଏହାର ମୁଖ୍ୟ କାରଣ ଥାଏ କି ଆପଣଙ୍କ ଉପରେ ଥିବା ଗ୍ରହର ଖରାପ ସ୍ଥିତି । ନିଜ ଖରାପ ପରିସ୍ଥିତିକୁ ଦୂର କରିବା ପାଇଁ ଆପଣମାନଙ୍କୁ ଶନି ଦେବତାଙ୍କୁ ପ୍ରସନ୍ନ କରିବାକୁ ହେବ । ଏହା ଦ୍ଵାରା ଆପଣ ନିଜ କଷ୍ଟ ଅନୁଯାୟୀ ଫଳ ପାଇପାରିବେ ।

ଧନର ଆଗମନ ପାଇଁ କରନ୍ତୁ ଶନି ଦେବତାଙ୍କ ଏହି ଉପାୟ

google

ଆପଣ ପ୍ରଥମେ ଏହି ଉପାୟ ପାଇଁ ନିଜ ଘରେ ଅଟା ଦ୍ଵାରା ଏକ ଦୀପ ବନାନ୍ତୁ । ଦୀପ ବନାଇବା ପୂର୍ବରୁ ଆପଣ ଅଟାରେ ଅଳ୍ପ ହଳଦୀ ମିଶାଇ ଦେବେ । ଏହା ଦ୍ଵାରା ଆପଣ ଏକ ହଳଦିଆ ରଙ୍ଗର ଦୀପ କରିଦେବେ । ଏହାପରେ ସେହି ଦୀପରେ କଳା ରାଶିର ୩ ଟି ଦାନା ଓ ସୋରିଷ ତେଲ ପକାଇବେ । ଆପଣ ଏକ ତୁଳାରେ ବତି କରି ଦୀପରେ ଲଗାଇ ଦିଅନ୍ତୁ । ଏହା ପରେ ଏକ ଓସ୍ତ ଗଛର ପତ୍ର ଆଣନ୍ତୁ ଓ ସେହି ପତ୍ର ଉପରେ ଏକ ୧୦ ଟଙ୍କାର ମୁଦ୍ରା ରଖିଦିଅନ୍ତୁ । ଏହି ମୁଦ୍ରା ଉପରେ ଆପଣ ନିଜ ଦୀପକୁ ରଖନ୍ତୁ ଓ ଶନି ଦେବତାଙ୍କ ପାଖରେ ଏହାକୁ ରଖନ୍ତୁ ।

google

ଏହାପରେ ଆପଣ ଶନି ଦେବତାଙ୍କ ଆରତୀ କରନ୍ତୁ ଓ ଶନି ଦେବତାଙ୍କୁ ନତମସ୍ତକ ହୋଇ ନିଜ ଧନ ସମ୍ବନ୍ଧିତ ସମସ୍ୟା ବିଷୟରେ କୁହନ୍ତୁ । ଏହା ପରେ ସେହି ୧୦ ଟଙ୍କାର ମୁଦ୍ରାକୁ ନେଇ ନିଜ ତିଜୋରିରେ ରଖିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ କେବେ ବି ଟଙ୍କାର ଅଭାବ ହେବ ନାହିଁ । ଏହା ସହିତ ଧନ ଆଗମନର ବହୁତ ରାସ୍ତା ଆପଣଙ୍କ ପାଇଁ ଖୋଲିଯିବ ।

ଏହି ଉପାୟକୁ ଆପଣ ଶନିବାର ଦିନ କରନ୍ତୁ ଓ ଏହା ସହିତ ଆପଣ ବ୍ରତ ମଧ୍ୟ ରଖିପାରିବେ । ଏହା ଦ୍ଵାରା ଶନି ଦେବତା ପ୍ରସନ୍ନ ହୋଇଯିବେ । ଯାହା ଫଳରେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବ ।