ସମ୍ପୂର୍ଣ ରୁଷ ଆପଣାଇବ ହିନ୍ଦୁ ଧର୍ମ, ଏକ ହିନ୍ଦୁ ନେତା ଏଶିୟା ମହାଦ୍ଵୀପକୁ ଏକ କରିଦେବ : ନାସ୍ତ୍ରେଦମସ

ନାସ୍ତ୍ରେଦମସ (Nostradamus) ଫ୍ରାଂସର ଜଣେ ପ୍ରକ୍ଷାତ ଭବିଷ୍ୟତବକ୍ତା ଥିଲେ । ୧୪ ଡିସେମ୍ବର ୧୫୦୩ରେ ଫ୍ରାଂସ ନାସ୍ତ୍ରେଦମସଙ୍କର ଜନ୍ମ ଫ୍ରାଂସରେ ହୋଇଥିଲା । ସେ ରାଜନୀତିକ, ଧାର୍ମିକ, ପ୍ରାକୃତିକ ଇତ୍ୟାଦି ଘଟାଣ ସବନ୍ଧରେ ବହୁତ ଭବିଷ୍ୟବାଣୀ କରିଛନ୍ତି ଏବଂ ତାଙ୍କର ବହୁତ ଭବିଷ୍ୟବାଣୀ ଗୁଡିକୁ ସତ ବୋଲି ମଧ୍ୟ କୁହାଯାଇଛି ।

୧୬ ଶତାବ୍ଦୀରେ ଭବିଷ୍ୟତ ବକ୍ତା ନାସ୍ତ୍ରେଦମସଙ୍କର ଭବିଷ୍ୟବାଣୀ ଗୁଡିକ ୨୦ ଶତାବ୍ଦୀର ଜନସାଧାରଣ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଯାଇଛି ।

ନାସ୍ତ୍ରେଦମସଙ୍କର ଭବିଷ୍ୟବାଣୀ ପୁରା ଦୁନିଆରେ ପ୍ରଚଳିତ ଅଟେ

କୁହାଯାଏ କି ଗତ ୪୦୦ ବର୍ଷ ହେବ ତାଙ୍କର ୮୦୦ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ନାସ୍ତ୍ରେଦମସଙ୍କର ଭବିଷ୍ୟବାଣୀ ପୁରା ଦୁନିଆରେ ପ୍ରଚଳିତ ଅଟେ । ୧୯୪୨ରେ ବ୍ରିଟିଶ ସାମ୍ରାଜ୍ୟର ପତନ ହେଉ କିମ୍ବା ଆଉ କିଛି । ନାସ୍ତ୍ରେଦମସ ଏହା ବି କହିଥିଲେ କି ନାଜୀ, ୟହୂଦିଯୋଂ ଉପର ନକେଲ କରିବାର ପ୍ରୟାସ କରିବେ ଏବଂ ଏହି ଘଟଣା ବି ଘଟି ସାରିଛି ।

ନାସ୍ତ୍ରେଦମସ ଭରାତକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି, ସେ କହିଥିଲେ କି ଭାରତ ଏକ ସୁନ୍ଦର ଭବିଷ୍ୟତର ଦେଶ ଅଟେ, ଭାରତର ଭବିଷ୍ୟତ ବହୁତ ଉଜ୍ଜ୍ୱଲ ଅଟେ ଏବଂ ହିନ୍ଦୁ ଧର୍ମ ପୁରା ଏଶିୟା ମହାଦ୍ଵୀପରେ ଏବଂ ଅନ୍ୟ ଦେଶ ଗୁକିକରେ ମଧ୍ୟ ପ୍ରଚଳିତ ହେବ ।

ପ୍ରଥମ ଭବିଷ୍ୟବାଣୀ

ପ୍ରଥମ ଭବିଷ୍ୟବାଣୀ : ‘ତିନି ପଟେ ସମୁଦ୍ର କ୍ଷେତ୍ରରେ ସେ ଜନ୍ମ ନେବ, ଯାହା ବୃହସପତି ଦିନକୁ ନିଜର ଅବକାଶ ଦିବସ ବୋଲି ଘୋଷିତ କରିବ । ତାହାର ପ୍ରଶଂସା, ପ୍ରସିଦ୍ଧ, ସତ୍ତା ଏବଂ ଶକ୍ତି ବଢୁଥିବ । ଭୂମି ଏବଂ ସମୁଦ୍ରରେ ତାହା ଭଳି ଶକ୍ତିଶାଳୀ ଆଉ କେହି ହେବେ ନାହିଁ ।‘

“ଭାରତରେ ଯାହା ହେବ ତାହ ଦୁନିଆର ଆଉ କେଉଁଠି ହେବ ନାହିଁ । ଗୋଟିଏ ଗରିବ ଘରେ ଜନ୍ମ ହେବ ଦୁନିଆର ମୁକ୍ତିଦାତା ଏବଂ ପ୍ରଥମେ ତାହାକୁ ସମସ୍ତେ ଘୃଣା କରିବେ କିନ୍ତୁ ପରେ ସମସ୍ତେ ତାଙ୍କୁ ଭଲ ପାଇବେ । କହିବାକୁ ଗଲେ ଏହି କଥା ନରେନ୍ଦ୍ର ମୋଦୀଙ୍କ ଆଡକୁ ଇସାରା କରୁଛି । ପ୍ରାୟତଃ ସମସ୍ତେ କହୁଛନ୍ତି କି ଦୁନିଆର ମୁକ୍ତିଦାତା ଭାରତରେ ହିଁ ଜନ୍ମ ନେବ ।

ଏକ ନେତା ଯିଏକି ଭାରତର ଦକ୍ଷିଣ ଭାଗର ହେବ

ନାସ୍ତ୍ରେଦମସ ଭବିଷ୍ୟବାଣୀ କରିଥିଲେ କି ଏକ ନେତା ଯିଏକି ଭାରତର ଦକ୍ଷିଣ ଭାଗରେ ଥିବ ସେ ପୁରା ଏଶିୟା ମହାଦ୍ଵୀପକୁ ଏକ କରି ଦେବ ।

କିନ୍ତୁ ତାଙ୍କର ସେହି ଭବିଷ୍ୟବାଣୀ ସବୁଠୁ ଆଶ୍ଚର୍ଯ୍ୟ କରିଦେଇଥିଲା ଯେଉଁ ଭବିଷ୍ୟବାଣୀରେ ସେ କହିଥିଲେ କି ରୁଷ ସାମ୍ୟବାଦ ତ୍ୟାଗ କରି ହିନ୍ଦୁ ଧର୍ମ ଆପଣାଇବ ।

ଭାରତର ସୈନିକ ମାନେ ନିଜର ପୁରୁଣା ଭୁଲ ଗୁଡିକୁ ସୁଧାରୀ ଅନ୍ୟ ଦେଶ ଗୁଡିକରେ ନିଜର ପତାକା ଉଡାଇବ ଏବଂ ରୁଷ ଏଥିରେ ସାଥ ଦେବ ।