4 ଦିନ ବି ଚାଲିଲା ନାହିଁ ଏହି 6 Bollywood ଷ୍ଟାରଙ୍କ ବିବାହ, ଯେତେ ଜଲ୍ଦି ହେଇଥିଲା ବିବାହ ସେତେ ଜଲ୍ଦି ହେଇଥିଲା ଡିଭୋର୍ସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ବିବାହ ବନ୍ଧନ ର ଡୋର ଖୁବ ଶୀଘ୍ର ଭାଙ୍ଗି ଯାଇଥିଲା । ଏହି କଳାକାର ମାନଙ୍କ ବହୁତ ଶୀଘ୍ର ଛାଡପତ୍ର ହୋଇଯାଇଥିଲା । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବାହାଘର ର କିଛି ମାସ ପରେ ହିଁ ନିଜ ଜୀବନ ସାଥୀଙ୍କୁ ଛାଡ଼ପତ୍ର ଦେଇଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ‘ମଲ୍ଲିକା ସେରାୱତ’ ଅଭିନୟ କ୍ଷେତ୍ରରେ ଆସିବା ପୂର୍ବରୁ ବିବାହିତ ଥିଲେ । ସେ କରନ ସିଂ ଗିଲ ନାମକ ଏକ ପାଇଲଟ ଙ୍କୁ ବିବାହ କରିଥିଲେ । ଏହି ଅଭିନେତ୍ରୀ ଜଣକ ଯେତେବେଳେ ନିଜ ସ୍ୱାମୀ ଙ୍କୁ ଫିଲ୍ମ କ୍ଷେତ୍ରରେ ଆସିବା ପାଇଁ ଅନୁମତି ମାଗିଥିଲେ ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ରୂପରେ ମନା କରି ଦେଇଥିଲେ । ଏହି କାରଣ ରୁ ଏହି ଯୋଡି ଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ଏବଂ କିଛି ଦିନ ପରେ ଏହି ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ ।

୨. ବନ୍ଧୁଗଣ ଅଭିନେତ୍ରୀ ଏବଂ ମଡେଲର ‘ମନ୍ଦନା କରିମୀ’ ୨୦୧୭ ମସିହାରେ ଏକ ବିଜନେସ ମ୍ୟାନ ଗୌରବ ଗୁପ୍ତା ଙ୍କୁ ବିବାହ କରିଥିଲେ ଏବଂ ବାହାଘର ର କିଛି ମାସ ପରେ ହିଁ ଏହି ଯୋଡି ଙ୍କ ଛାଡ଼ପତ୍ର ହୋଇଯାଇଥିଲା । ମନ୍ଦନା ଛାଡ଼ପତ୍ର ର କାରଣ ନିଜ ଶାଶୂଘରେ ହୋଇଥିବା ଘରୋଇ ହିଂସା ବୋଲି କହିଥିଲେ ।

୩. ବନ୍ଧୁଗଣ ଅଭିନେତା ‘ପୁଲକିତ ସମ୍ରାଟ’ ନିଜ କ୍ୟାରିଅର ର ଆରମ୍ଭ ଛୋଟ ପରଦା ରୁ କରିଥିଲେ ଏବଂ ଏହି ଅଭିନେତା ଜଣକ ସଲମାନ ଙ୍କ ଧରମ ଭଉଣୀ ଶ୍ୱେତା ରୋହୀରା ଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ । କିନ୍ତୁ ଏହି ଯୋଡି ଙ୍କ ୨୦୧୫ ମସିହାରେ ହିଁ ଛାଡ଼ପତ୍ର ହୋଇ ଯାଇଥିଲା ।

୪. ବନ୍ଧୁଗଣ ଅଭିନେତ୍ରୀ ‘ସାରା ଖାଁ’ ୨୦୧୦ ମସିହାରେ ବିଗ ବସ ହାଉସ ରେ ଅଲ୍ଲୀ ମର୍ଚଣ୍ଟ ଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ର ୨ମାସ ପରେ ହିଁ ଏହି ଯୋଡ଼ିଙ୍କ ଛାଡ଼ପତ୍ର ହୋଇଯାଇଥିଲା ।

୫. ବନ୍ଧୁଗଣ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଅଭିନେତା ‘କରନ ସିଂ ଗ୍ରୋବର’ ୨ଡିସେମ୍ବର ୨୦୦୮ ମସିହାରେ ଟିଭି ଅଭିନେତ୍ରୀ ଶ୍ରଦ୍ଧା ନିଗମ ଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ଯୋଡି ୨ମାସ ମଧ୍ୟ ଏକାଠି ରହି ପାରିଲେ ନାହିଁ ଏବଂ ଏହି ଯୋଡି ଙ୍କ ଛାଡ଼ପତ୍ର ହୋଇଯାଇଥିଲା ।

୬. ବନ୍ଧୁଗଣ ଟିଭି ସିରିଆଲ ବଡ଼େ ଅଚ୍ଛେ ଲଗତେ ହେ’ ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ‘ଚାହତ ଖନ୍ନା’ ୨୦୧୬ ମସିହାରେ ଭରତ ନର୍ସିହାନି ନାମକ ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ଯୋଡି ଙ୍କ ବହୁତ ଶୀଘ୍ର ଛାଡ଼ପତ୍ର ହୋଇଯାଇଥିଲା ଏବଂ ଏହାର କାରଣ ଥିଲା ଚାହତ ଙ୍କ ଉପରେ ହୋଇଥିବା ଘରୋଇ ହିଂସା । ତେବେ ବନ୍ଧୁଗଣ ଏହି କଳାକାର ମାନଙ୍କ ବିବାହର ବନ୍ଧନ ଖୁବ ଶୀଘ୍ର ଭାଙ୍ଗି ଯାଇଥିଲା ଏବଂ ଏହି ଯୋଡ଼ିଙ୍କ ଖୁବ ଶୀଘ୍ର ଛାଡ଼ପତ୍ର ହୋଇଯାଇଥିଲା । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।