ଗାଧୋଇବା ପରେ ପଢନ୍ତୁ ରାମାୟଣର ଏହି ଚୌପାଇ, ସଫଳତା ଆପଣଙ୍କ ପାଦ ଛୁଇଁବ

ବର୍ତ୍ତମାନ ସମୟରେ ଲୋକମାନେ ସଫଳତା ପାଇବା ପାଇଁ ବହୁତ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ସତ୍ତ୍ୱେ ବେଳେ ବେଳେ ଆମକୁ ଲାଗେ କି ସଫଳତା ଆମ ପାଖରେ ଅଛି କିନ୍ତୁ ଆମକୁ ମିଳୁ ନାହିଁ, କିମ୍ବା ମିଳୁ ମିଳୁ ରହିଯାଉଛି । ଏମିତିରେ ଆମେ ଧନୀ ହେବା ପାଇଁ ମଧ୍ୟ ବହୁତ କିଛି କରିଥାଉ । କିଛି ଲୋକମାନେ କିଛି ନ କରି ବି ତାଙ୍କୁ ସବୁ କିଛି ମିଳିଯାଏ , ବନ୍ଧୁମାନେ ଜୀବନରେ ସଫଳ ହେବା ପାଇଁ କଷ୍ଟ ସହିତ ଭାଗ୍ୟର ବି ସାଥ ଦରକାର ।

ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି କହିବାକୁ ଯାଉଛୁ ଯାହାକୁ ଆପଣାଇବା ଦ୍ଵାରା ଆପଣଙ୍କର ଭାଗ୍ୟ ମଧ୍ୟ ଚମକିବ ।

କହିଦେଉଛୁ କି ରାମାୟଣରେ କିଛି ଏମିତି ଚୌପାଇ ଅଛି ଯାହା ବିଷୟରେ ଏହିଭଳି କୁହାଯାଇଛି କି ଯଦି ଆମେ ତାହାକୁ ପ୍ରତିଦିନ ଗାଧୋଇବା ପରେ ପଢିବା ତେବେ ଆମର ସବୁ ସ୍ଵପ୍ନ ପୁରା ହୋଇପାରିବ । ଆମର ସବୁ କାର୍ଯ୍ୟ ସଫଳ ହୋଇପାରିବ । ଯେମିତି କି ଆମେ ସମସ୍ତେ ଜାଣିଛୁ କି ରାମାୟଣ ହିନ୍ଦୁ ଧର୍ମର ଏକ ପବିତ୍ର ଗ୍ରନ୍ଥ ଅଟେ ଓ ତାହାର ରଚନା ବାଲ୍ମୀକି କରିଥିଲେ ।

ରାମାୟଣରେ ଏମିତି ବହୁତ କଥା କୁହାଯାଇଛି ଯାହା ଆମ ଜୀବନର ସତ୍ୟତାକୁ ଉଜାଗର କରିଥାଏ । ଆମକୁ ସତ୍ୟର ସମ୍ମୁଖୀନ କରାଇଥାଏ । ସେହିଭଳି ରାମାୟଣର କିଛି ଏମିତି ଚୌପାଇ ଅଛି ଯାହାକୁ ପଢିବା ଦ୍ଵାରା ଆପଣଙ୍କର ଭାଗ୍ୟର ସବୁ ତାଲା ଖୋଲିଯିବ ଓ ସବୁ ପ୍ରକାରର ସମସ୍ୟାର ସମାଧାନ ଆପଣଙ୍କୁ ମିଳିଯିବ ।

ଜୋ ପ୍ରଭୁ ଦୀନଦୟାଲା କହାବା । ଆରତି ହରନ ବେଦ ଜସ ଗାବା ॥

ଜପହି ନାମୁ ଜନ ଆରତ ଭାରୀ । ମିଟହି କୁସଂକଟ ହୋଂହି ସୁଖାରି ॥

ଦୀନଦୟାଲ ବିରଦ ସଂଭାରୀ । ହରହୁ ନାଥ ମମ ସଂକଟ ଭାରୀ ॥

କହିଦେଉଛୁ କି ସକାଳେ ଉଠିବା ପରେ ସ୍ନାନ କରି ଭଗବାନଙ୍କ ସାମ୍ନାରେ ଯାଇ ଆପଣ ପ୍ରତ୍ୟେକ ଚୌପାଇକୁ ପାଞ୍ଚଥର ପଢନ୍ତୁ ଓ ମନରେ ଭଗବାନଙ୍କୁ ସଂକଳ୍ପ କରନ୍ତୁ କି ଆପଣ କେବେ ବି କାହାର ଖରାପ ଚିନ୍ତା କରିବେ ନାହିଁ  ଏବଂ ଏହା ପରେ ହାତ ଯୋଡି ଭଗବାନଙ୍କୁ ନମସ୍କାର କରନ୍ତୁ । ଏମିତି ପ୍ରତିଦିନ କରିଲେ ଆପଣଙ୍କ ଜୀବନରେ ସଫଳତା ଅବଶ୍ୟ ମିଳିବ ।

ଆପଣଙ୍କୁ ଆମର ଏହି ଲେଖାଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।